Sign in
Sign in
Recover your password.
A password will be e-mailed to you.
ଡିଜିଟାଲ ଦକ୍ଷତା ପ୍ରସଙ୍ଗରେ ତାଲିମ କାର୍ଯ୍ୟକ୍ରମ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଡାଇଟ୍ ଖଲ୍ଲିକୋଟ ଦ୍ୱାରା ଡିଜିଟାଲ ଦକ୍ଷତା ପ୍ରସଙ୍ଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପ୍ରିଲ୍ ୫ରୁ ୮ତାରିଖ ୪ଦିନ ଧରି ସିଆରସିସିମାନଙ୍କୁ ଡିଜିଟାଲ ଦକ୍ଷତା ବିଷୟକୁ ନେଇ ତାଲମ!-->…
ବିନା ପଞ୍ଜିକରଣରେ ବୁଷ୍ଟର୍ ଡୋଜ୍, ଟିକା ପାଇଁ ଦେବାକୁ ପଡିବ ଏତିକି ଟଙ୍କା
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ମାମଲା ନିୟନ୍ତ୍ରଣରେ ରହିଛି। ତଥାପି ସମ୍ପୂର୍ଣ୍ଣ ଯାଇନି ମହାମାରୀ। ଏହି ମହାମାରୀକୁ ମାତ୍ ଦେବା ପାଇଁ ସରକାର ପୁଣି ଏକ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ଠାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍ ଦିଆଯିବ। ଏନେଇ କେନ୍ଦ୍ର!-->…
ଅମିତାଭ, ଅକ୍ଷୟଙ୍କ କୁଶପୁତ୍ତଳିକା ଦାହ କଲା ମଧ୍ୟପ୍ରଦେଶ କଂଗ୍ରେସ
ଭୋପାଳ: ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତିକୁ ସମାଲୋଚନା କରିବାରେ ଚୟନାତ୍ମକ ହୋଇଥିବା ଅଭିଯୋଗ କରି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ଶନିବାର ଦାହ କରିଛି ମଧ୍ୟପ୍ରଦେଶ କଂଗ୍ରେସ। ଯେତେବେଳେ ୟୁପିଏ କ୍ଷମତାରେ ଥିଲା ସେତେବେଳେ ଦଳ!-->…
ଜମ୍ମୁ- କଶ୍ମୀର ମସଜିଦ ଭିତରେ ‘ଦେଶ ବିରୋଧୀ ସ୍ଲୋଗାନ’ ଦେଇ ଦେଶଦ୍ରୋହ ଅଭିଯୋଗରେ ୧୩ ଗିରଫ
ଶ୍ରୀନଗର: ଶ୍ରୀନଗରର ପ୍ରସିଦ୍ଧ ଜାମିଆ ମସଜିଦ ଭିତରେ ଦେଶ ବିରୋଧୀ ସ୍ଲୋଗାନ ଦେବା ଘଟଣାରେ ୧୩ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ମାମଲା କରାଯାଇଛି ବୋଲି ଶନିବାର ପୁଲିସ କହିଛି।ଶ୍ରୀନଗରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାକେଶ ବାଲୱାଲ ଗଣମାଧ୍ୟମକୁ କହିଛନ୍ତି ଯେ!-->…
ଭାରତକୁ ଯଦି ଏତେ ଭଲ ପାଉଛ, ତେବେ ସେଠାକୁ ପଳାଅ; ଭାରତକୁ ପ୍ରଶଂସା କରିବାରୁ ଇମ୍ରାନଙ୍କୁ ଏଭଳି କହିଲେ ମରିୟମ
ଇସ୍ଲାମାବାଦ: ଭାରତର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କଲେ ପାକିସ୍ତାନରେ ବିରୋଧୀ ଦଳର ନେତ୍ରୀ ମରିୟମ ନୱାଜ। ଇମ୍ରାନଙ୍କ ପ୍ରଶଂସା ଶୁଣି ମରିୟମ କହିଛନ୍ତି ଯେ ଯଦି ସେ ପଡୋଶୀ ଦେଶକୁ ଏତେ ପସନ୍ଦ କରନ୍ତି ତେବେ ସେଠାକୁ ଯିବା ଉଚିତ। ପାକିସ୍ତାନ ଭାରତଠାରୁ!-->…
ନିର୍ବାଚନ ପୂର୍ବରୁ ଆପ୍କୁ ଝଟ୍କା, ଝାଡୁ ଛାଡି ପଦ୍ମ ଧରିଲେ ରାଜ୍ୟ ସଭାପତି
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା। ହିମାଚଳ ପ୍ରଦେଶର ଆପ୍ ମୁଖ୍ୟ ଅନୁପ କେଶରୀ ଏବଂ ଅନ୍ୟ ଦୁଇ ନେତା ଶୁକ୍ରବାର ବିଜେପିରେ ସାମିଲ୍ ହୋଇଛନ୍ତି। ରାଜଧାନୀ ଦିଲ୍ଲୀ ସ୍ଥିତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ!-->…
କ୍ଷମତା ବଳୟରେ ଜନ୍ମ ହୋଇଛି, କିନ୍ତୁ ମୋର ସେଥିପ୍ରତି ମୋହ ନାହିଁ: ରାହୁଲ ଗାନ୍ଧି
ନୂଆଦିଲ୍ଲୀ: କ୍ଷମତା ଉପଭୋଗକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏକ ରୋଚକ ବୟାନ ଦେଇଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ, ଯଦିଓ ମୁଁ କ୍ଷମତାର ବଳୟରେ ଜନ୍ମଗ୍ରହଣ କରିଛି କିନ୍ତୁ ମୋର ସେଥିପ୍ରତି ଲୋଭ ନାହିଁ। କ୍ଷମତା ପ୍ରତି ମୋର ଆଦୌ ମାୟା ମୋହ ନାହିଁ। ପୂର୍ବତନ ଆଏଏସ!-->…
ଘରୋଇ ହସପିଟାଲରେ ମିଳିବ କରୋନା ଟିକା, ଡୋଜ୍ ପ୍ରତି ୨୨୫ ଟଙ୍କା
ନୂଆଦିଲ୍ଲୀ: ଏବେ ଘରୋଇ ହସପିଟାଲରେ ସ୍ୱଳ୍ପ ଦରରେ ମିଳିବ କରୋନା ଟିକା। ଉଭୟ ଭାରତୀୟ ନିର୍ମିତ ଶେରମ ଇନ୍ଷ୍ଟିଚ୍ୟୁଟ୍ର କୋଭାଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ସୁବିଧା ମୂଲ୍ୟରେ ହସପିଲାଟଲରେ ଉପଲବ୍ଧ ହେବ। ଉଭୟ ଟିକାର ଦର ଡୋଜ୍ ପ୍ରତି ୨୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ!-->…
‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ବିବାଦୀୟ ଧର୍ମଗୁରୁଙ୍କ ବିରୋଧରେ ମାମଲା ରୁଜୁ
ଲକ୍ଷ୍ନୌ: ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ଜଣେ ବିବାଦୀୟ ଧର୍ମଗୁରୁଙ୍କ ବିରୋଧରେ ଶନିବାର ଏକ ମାମଲା ରୁଜୁ କରିଛି। ସଂପୃକ୍ତ ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ଏକ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଦେଇ ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଅଭିଯୋଗ ହୋଇଥିଲା। ଏହି!-->…
ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେନି ମାୟାବତୀ: ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀଙ୍କୁ ମେଣ୍ଟ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ହେଲେ ସେ ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ। ୟୁପି ନିର୍ବାଚନ ପରାଜୟ ପରେ ଏହା କହିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କଂଗ୍ରେସ ବହୁଜନ ସମାଜବାଦୀ ପାର୍ଟି ସହ!-->…