ରାମନବମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

ଭୁବନେଶ୍ୱର: ଆଜି ପବିତ୍ର ରାମନବମୀ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳୁଛି ଦେଶ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ରାମନବମୀ ଅବସରରେ ରାଜ୍ୟବାସୀଙ୍କୁ ମୋର

ମହାକାଳପଡ଼ାରେ ଡକାୟତଙ୍କ ଆକ୍ରମଣରେ ୩ ଆହତ, ୨ ଜଣଙ୍କୁ କାବୁ କଲେ ଗ୍ରାମବାସୀ

କେନ୍ଦ୍ରାପଡା: ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିକ କାକଟପୁର ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ମିଳିଥିବା ସୂଚନା ମୁତାବକ ଡକାୟତମାନେ ଗତକାଲି ପ୍ରାୟ ରାତି ଗୋଟାଏ ସମୟରେ କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁଙ୍କ ଘରେ ପଶି

ଜୟରାମ ଠାକୁରଙ୍କ ନେତୃତ୍ୱରେ ହିମାଚଳରେ ଲଢ଼ିବ ବିଜେପି: ଜେ.ପି. ନଡ୍ଡା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଜୟରାମ ଠାକୁର ଏଥର ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।ତାଙ୍କ ନେତୃତ୍ୱରେ ବିଜେପି ହିମାଚଳରେ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଆଜି ଏହା ସ୍ପଷ୍ଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ହିମାଚଳ ପ୍ରଦେଶରେ ଏବର୍ଷ ବିଧାନସଭା ନିର୍ବାଚନ

ଏସଟିଏଫ୍ ପଞ୍ଝାରେ ବାଘଛାଲ ବ୍ୟବସାୟୀ, ବାଘଛାଲ ଜବତ

ଭୁବନେଶ୍ଵର, ୧୦/୦୪ : ଏସଟିଏଫ୍ ପଞ୍ଝାରେ ବାଘଛାଲ ବ୍ୟବସାୟୀ। କନ୍ଧମାଳ ଦାରିଙ୍ଗବାଡ଼ି ଦବେରି ଗାଆଁ ନିକଟରୁ ବାଘ ଛାଲ ଜବତ କଲା ଇଷ୍ଟିଏଫ ଟିମ୍ । ଏହା ସହ ଜଣେ ବାଘଛାଲ ବେପାରୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦାରିଙ୍ଗବାଡ଼ି ପାଙ୍ଗାଲି ଗ୍ରାମର ବିପିନ

ଶ୍ରୀଜିଉଙ୍କୁ ଦର୍ଶନ କଲେ ଜଷ୍ଟିସ୍ ବିନିତ ସରନ 

ପୁରୀ : ପୁରୀ ଗସ୍ତରେ ସୁପ୍ରିମକୋର୍ଟର ବିଚାରପତି ବିନିତ୍ ସରନ୍ । ସେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବିନିତ ସରନ୍ ଆଜି ନିଜ ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଭଦ୍ରକରେ ମହାଆଡ଼ମ୍ବରରେ ରାମନବମୀ ପାଳନ

ଭଦ୍ରକ: ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ଭଦ୍ରକ ଜିଲ୍ଲାରେ ମହାଆଡ଼ମ୍ବରରେ ରାମ ନବମୀ ମହୋତ୍ସବ ପାଳନ କରାଯାଉଛି। ସହରର ଗାନ୍ଧୀ ପଡ଼ିଆ ଠାରେ ଶ୍ରୀରାମ ମହାଯଜ୍ଞ ହେଉଛି। ଆଜି ପୂର୍ଣ୍ଣାହୁତି ହେବ। ତେବେ ଯଜ୍ଞର ଶେଷ ଦିନରେ ଆଜି ସହରରେ ୧୨ କି.ମି ଯାଏଁ ନଗର ସଂକୀର୍ତ୍ତନ ହେବ। ଜିଲ୍ଲାର

ପବିତ୍ର ଶ୍ରୀରାମ ନବମୀରେ ଭୁବନେଶ୍ୱର ରାମ ମନ୍ଦିରରେ ଭକ୍ତଙ୍କ ସମାଗମ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ । ଏହି ପବିତ୍ର ଦିନ ଅବସରରେ ଭୁବନେଶ୍ୱର ରାମ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତ ମାନଙ୍କ ସମାଗମ । ଆଜି ସକାଳ ୬ଟାରୁ ଭକ୍ତଙ୍କ ଲାଇନ୍ ଆରମ୍ଭ ହୋଇଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ

ଅଭିନଵ ଉପାୟରେ କଇଁଛ ଚାଲାଣ : ଦଶ ବସ୍ତା କଇଁଛ ସହ ଜଣେ ଗିରଫ…

ମାଲକାନଗିରି : ପୁଣି ଦେଖିବାକୁ ମିଳିଛି ପୁଷ୍ପା ଷ୍ଟାଇଲରେ କଇଁଛ ଚାଲାଣ ର ଦୃଶ୍ୟ l ଟାଟା ମାଜିକ ଗାଡି ଉପରେ ଅଣ୍ଡା ଓ ଭିତରେ ୧୦ ବସ୍ତା କଇଁଛ । କଇଁଛ ଗୁଡ଼ିକ ନେଇ ଯାଉଥିବା ସମୟରେ ଜଣକୁ ଗିରଫ କରିଛି ମୋଟୁ ବନ ବିଭାଗ । ସୂଚନା ଅନୁଯାୟୀ ଆନ୍ଧ୍ରର କାକିନାଡ଼ା ଅଂଚଳରୁ କଇଁଛ ଗୁଡ଼ିକ

ଓଡିଶା ଛତିଶଗଡ଼ ସୀମାନ୍ତରେ ବାଘ ଆତଙ୍କ : ଅଞ୍ଚଳରେ କକୁଆ ଭୟ…

ମାଲକାନଗିରି : ମାଲକାନଗିରି ଓଡିଶା ଛତିଶଗଡ ସୀମାନ୍ତ ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ନିଲିଗୁଡା ଗ୍ରାମ ନିକଟ ଜଙ୍ଗଲରେ ଦେଖାଦେଇଛି ମହାବଳ ବାଘ ଆତଙ୍କ l କିଛି ଦିନ ପୂର୍ବେ କିଛି ଗ୍ରାମ ବାସୀ ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ କରିଥିବା ବେଳେ ସୋସିଆଲ ମେଡିଆରେ ଗୋଟିଏ ବାଘ ଭିଡିଓ

୧୦୦ କିଲୋ ଗଂଜେଇ ଜବତ : ଜଣକୁ ଗିରଫ କଲା ମାଥିଲି ପୋଲିସ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପୁଲିସକୁ ମିଳିଛି ଏକ ବଡ ସଫଳତା । ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ମାଥିଲି ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗଂଜେଇ ଚାଲାଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ