Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ବରରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ
ଭୁବନେଶ୍ବର: ଭାରତ ବିପକ୍ଷ FIH ପ୍ରୋ ଲିଗ ମ୍ୟାଚ୍ ପାଇଁ ଓଡିଶାରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ (Germany Men's team) । ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମ ଭୁବନେଶ୍ବରରେ ଭାରତ ଓ ଜର୍ମାନୀ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ ।
ଗଡ଼ିଲା କଣ୍ଟାବାଞ୍ଜି-ହାୱଡା ଇସ୍ପାତ ଏକ୍ସପ୍ରେସ୍ ଟ୍ରେନ୍
ପାଟଣାଗଡ: ଦିଲ୍ଲୀ, ମୁମ୍ବାଇ ପରେ ଏବେ କଣ୍ଟାବାଞ୍ଜିରୁ ସିଧାସଳଖ ହାୱଡାକୁ ଗଡ଼ିଲା ଏକ୍ସପ୍ରେସ ଟ୍ରେନ୍ । ଆଜି କଣ୍ଟାବାଞ୍ଜି ସହରବାସୀଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି । କଣ୍ଟାବାଞ୍ଜି ସହରରୁ ଇସ୍ପାତ ଏକ୍ସପ୍ରେସ୍ ଚାଲିଲା । ଏନେଇ ସ୍ଥାନୀୟ ରେଳ ଷ୍ଟେସନରେ ପୂର୍ବତନ ରେଳପଥ ସମ୍ବଲପୁର!-->…
ମା’ ତାରାତାରିଣୀଙ୍କ ଦର୍ଶନ କଲେ ୫-ଟି ସଚିବ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କର ଚାଲିଛି ଚୈତ୍ର ଯାତ୍ରା । ଆଜି ମା'ଙ୍କ ଚୈତ୍ର ଯାତ୍ରାର ଶେଷ ମଙ୍ଗଳବାର । ଏହି ଅବସରରେ ମା'ଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ୫-ଟି ସଚିବଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ମା'ଙ୍କୁ ଦର୍ଶନ!-->…
ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ସ୍ଥିତି ପରଖିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ୨୦ ତାରିଖ ମଧ୍ୟରେ ୧୦ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଆରମ୍ଭ ହୋଇଛି । ଆକାଂକ୍ଷୀ ଜିଲ୍ଳାରେ କେନ୍ଦ୍ରୀୟ ଅନୁଦାନର!-->…
ଯୋଡ଼ାରେ ଆସନ୍ତାକାଲି ଦିନ ୧୦ଟା ଯାଏ ୧୪୪ ଧାରା ଜାରି
ଯୋଡ଼ା: ରାମନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରଶାସନର ମଧ୍ୟସ୍ଥତା ପରେ ସ୍ଥିତିରେ ସୁଧାର ଆସିଥିଲେ ବି ଚାପା ଉତ୍ତେଜନା ଲାଗିରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ!-->…
‘ଭାରତରେ ବଢ଼ୁଛି ମାନବାଧିକାର ଉଲ୍ଲଙ୍ଘନ ମାମଲା, ନଜର ରଖିଛି ଆମେରିକା’
ୱାଶିଂଟନ: ଭାରତ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ। ଭାରତରେ ବର୍ତ୍ତମାନ ମାବାଧିକାର ଉଲ୍ଲଙ୍ଘନ ବଢ଼ି ଚାଲିଛି। ଏହା ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। କିଛି ଅଧିକାରୀ ଭାରତରେ ମାନବାଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ସେ!-->…
ୟୁପି ବିଧାନ ପରିଷଦ ନିର୍ବାଚନରେ ବିଜେପିର ବଡ଼ ବିଜୟ, ଖାତା ଖୋଲିପାରିଲାନି ସପା
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଥିବା ବିଜେପି ବିଧାନ ପରିଷଦରେ ମଧ୍ୟ ତା’ର ଦବଦବା ଦେଖାଇଛି। ଦଳ ୩୬ଟି ବିଧାନ ପରିଷଦ ଆସନରୁ ୩୩ଟିରେ ବାଜିମାତ କରିଛି। ସେହିପରି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି କୌଣସି ବି ବିଧାନ ପରିଷଦ ଆସନ ଜିତି ନ ପାରିବା,!-->…
ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି ମମତା: ନିର୍ଭୟାଙ୍କ ମା’
କୋଲକାତା: ‘ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି। ଏହି ଆସନରେ ବସିବା ପାଇଁ ତାଙ୍କର ଅଧିକାର ନାହିଁ। ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି।’ ଆଜି ଏଭଳି କିଛି କଡା ଭାଷାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା!-->…
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଷ୍ଟେଜ ନିକଟରେ ବିସ୍ଫୋରଣ
ପାଟନା: ପୁଣିଥରେ ଗୋଟିଏ ଅପ୍ରୀତିକର ଓ ବିପଜ୍ଜନକ ସ୍ଥିତିର ସାମ୍ନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଜନସଭାର ଷ୍ଟେଜ ନିକଟରେ ବୋମା ମାଡ଼ ହୋଇଛି। ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ବେଳେ!-->…
ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ପାଞ୍ଚ ଦିନିଆ କ୍ରିକେଟ ତାଲିମ ଶିବିର ଉଦଘାଟିତ
ବାଲିଗୁଡା,:ଦୃଷ୍ଟିହୀନ ପିଲାଙ୍କ ପାଇଁ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ଓ ବାଲିଗୁଡା ବନବାସୀ ସେବା ସମିତି ଙ୍କ ମିଳିତ ସହଯୋଗ ରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ, ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ଏକ ପାଞ୍ଚ ଦିନିଆ ତାମିଲ ଶିବିର ଉଦଘାଟିତ ହୋଇଯାଇଛି | ଉକ୍ତ ଉଦଘାଟନ!-->…