ଉପାନ୍ତ ଅଞ୍ଚଳକୁ ଚାଲିଚାଲି ଗଲେ ବିଧାୟକ ଓ ବିଡିଓ ଲୋକଙ୍କ ସମସ୍ୟା ବୁଝିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ଦାରିଙ୍ଗବାଡି, (୩୦/୫) : ଉପାନ୍ତ ଅଂଚଳକୁ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି ଜି ଉଦୟଗିରି ବିଧାୟକ ଓ ବିଡିଓ । ଯେଉଁ ଅଂଚଳରେ କେବେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନଥିଲା ସେଠି ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦୀର୍ଘ ୧୦

ଗୁଜରାଟ ଟାଇଟନ୍ସକୁ ଆଇପିଏଲ୍ ଟାଇଟଲ୍‌

ଅହମଦାବାଦ : ପଦାର୍ପଣରେ ପ୍ରଭାବୀ, ପ୍ରଶଂସନୀୟ ଏବଂ ପରାକ୍ରମୀ ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସ ଆଇପିଏଲ୍ ବିଜେତା ହୋଇଛି। ରବିବାରର ଲୋ ସ୍କୋରିଂ ଫାଇନାଲ୍‌ ତଥା ବହୁପ୍ରତୀକ୍ଷିତ ଟ୍ରଫି ଟକ୍କରରେ ରାଜସ୍ଥାନ ରୟାଲ୍ସକୁ ଏକତରଫା ଭାବେ ୭ ୱିକେଟ୍‌ରେ ହରାଇ ହାର୍ଦିକ ପାଣ୍ଡ୍ୟାଙ୍କ

ଆସନ୍ତା ୩ ଦିନରେ କର୍ଣ୍ଣାଟକ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମି ଗତ କାଲି କେରଳ ଛୁଇଁବା ପରେ ଆଜି ରାଜ୍ୟର ଆଉ କିଛି ଅଂଚଳକୁ ଅଗ୍ରଗତି କରିଛି । ସୋମବାର ସୁଦ୍ଧା ମୌସୁମିର ଉତ୍ତର ସୀମା ପଲକ୍କଡ ଓ କୁନ୍ନୁର ଉପରେ ରହିଥିଲା ।ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମିର ଗତି ସନ୍ତୋଷଜନକ ରହିଛି ଓ ଆସନ୍ତା ୩-୪

ପୋପ୍‌ ଫ୍ରାନ୍‌ସିସ୍‌ଙ୍କଦ୍ବାରା କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବେ ୨ ଭାରତୀୟ: ରିପୋର୍ଟ

ଭଟିକାନ୍‌ ସିଟି: ଆଗାମୀ ଅଗଷ୍ଟ ମାସରେ ଭଟିକାନ୍‌ରେ ଏକ ଉତ୍ସବରେ ପୋପ୍‌ ଫ୍ରାନ୍‌ସିସ୍‌ଙ୍କଦ୍ବାରା କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବାକୁ ଥିବା ୨୧ଜଣଙ୍କ ମଧ୍ୟରେ ୨ଜଣ ଭାରତୀୟ ପାଦ୍ରୀ ଥିବା କଥା ରବିବାର ଦିନ ଘୋଷଣା କରାଯାଇଛି।କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବାକୁ ଥିବା ୨ଜଣ

ସହର ସୁରକ୍ଷା ପାଇଁ କାମ କରୁ ନ ଥିବାରୁ ଖାର୍କିଭ୍‌ ନିରାପତ୍ତା ମୁଖ୍ୟଙ୍କୁ ବହିଷ୍କାର କଲେ ଜେଲେନ୍‌ସ୍କି

ଖାର୍କିଭ୍‌: ସହରର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁ ନ ଥିବାରୁ ଖାର୍କିଭ୍‌ ନିରାପତ୍ତା ମୁଖ୍ୟଙ୍କୁ ବହିଷ୍କାର କରିଥିବା କଥା ରବିବାର ଦିନ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ସର୍ବସାଧାରଣରେ ଘୋଷଣା କରିଛନ୍ତି।ମସ୍କୋ ଆକ୍ରମଣ କରିବା ପରଠାରୁ ଯୁଦ୍ଧ ବିକ୍ଷତ

ତେଲେଙ୍ଗାନାର ‘କେସିଆର୍‌’ ସରକାରଙ୍କୁ ପ୍ରଶଂସା କରିବାରୁ ‘ଟିଆର୍‌ଏସ୍‌’ ମନ୍ତ୍ରୀ ମଲ୍ଲା ରେଡ୍ଡୀଙ୍କ କାର୍‌ ଉପରେ…

ହାଇଦ୍ରାବାଦ: ରବିବାର ଦିନ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ତେଲେଙ୍ଗାନା ସରକାରଙ୍କୁ ପ୍ରଶଂସା କରିବା ହେତୁ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌) ମନ୍ତ୍ରୀ ମଲ୍ଲା ରେଡ୍ଡୀଙ୍କ କାର୍‌ ଉପରକୁ ଉତ୍‌କ୍ଷିପ୍ତ ଜନତା ‌ଜୋତା, ଚେୟାର୍‌, ପାଣି ବୋତଲ ଆଦି ଫିଙ୍ଗିଛନ୍ତି।

ନେପାଳ ବିମାନ ଦୁର୍ଘଟଣାସ୍ଥଳୀରୁ ଏପର୍ଯ୍ୟନ୍ତ ୧୬ ଶବ ଉଦ୍ଧାର, ବିମାନରେ ଥିବା ସମସ୍ତ ବ୍ୟକ୍ତି ମରିଥିବା ଆଶଙ୍କା

ନୂଆଦିଲ୍ଲୀ: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ଏଯାବତ୍‌ ପ୍ରାୟ ୧୬ଟି ଶବ ଉଦ୍ଧାର କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପୁଲିସ ଓ ସେନା ଅଧିକାରୀମାନେ ବାକି ୬ଜଣଙ୍କ ଶବ ଅନୁସନ୍ଧାନ କରୁଛନ୍ତି।ପୁଲିସ କହିଛି, ପର୍ବତ ଚୂଡ଼ାରେ ଧକ୍କା ଖାଇ ଧ୍ବଂସ ହୋଇଯିବା ପରେ ବିମାନର ଭଗ୍ନାଂଶ

ତୁମ ସଙ୍ଗେ ମା’ ଭାରତୀ ଅଛନ୍ତି କହି ‘ପିଏମ୍‌ କେୟାର୍ସ’ ପିଲାଙ୍କ ପାଇଁ ଥିବା ସୁବିଧା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌‌ଡ୍ରେନ୍‌ ସ୍କିମ୍‌’ରେ ଥିବା ସୁବିଧା ଉନ୍ମୋଚନ କରିଛନ୍ତି।ଏହି ଯୋଜନାରେ ପିଲାମାନଙ୍କୁ ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ର ଗୋଟାଏ ପାସ୍‌ବୁକ୍‌,

ପୁଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ୨ ଜୈଶ୍‌ ଆତଙ୍କବାଦୀ ନିହତ; ଅସ୍ତ୍ରଶସ୍ତ୍ର ଉଦ୍ଧାର

ନୂଆଦିଲ୍ଲୀ: ଆଜି ଦକ୍ଷିଣ କଶ୍ମୀର ଅନ୍ତର୍ଗତ ପୁଲ୍‌ୱାମାର ଗୁନ୍ଦିପୋରା ଗ୍ରାମରେ ମିଳିତ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ୨ଜଣ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଥିବା ପୁଲିସସୂତ୍ରରୁ ଜଣାପଡ଼ିଛି।ରବିବାର ସନ୍ଧ୍ୟା ବେଳୁ ନିରାପତ୍ତା ବଳ ଏବଂ

ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ବିଜେପି ପରେ ରାଜ୍ୟସଭା ପାଇଁ ୧୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ୭ଟି ରାଜ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏଆଇସିସି। ତାମିଲନାଡୁରୁ ପି. ଚିଦାମ୍ବରମ, ଛତିଶଗଡ଼ରୁ ରାଜୀବ ଶୁକ୍ଳାଙ୍କ ନାମ ଘୋଷଣା କରାଯାଇଛି। ସେହିପରି ହରିୟାଣାରୁ ଅଜୟ ମାକେନ,