Sign in
Sign in
Recover your password.
A password will be e-mailed to you.
ସିଦ୍ଧୁ ହତ୍ୟା ମାମଲା: ହୋଇଥିଲା ୩୦ ରାଉଣ୍ଡ ଗୁଳି ଫାୟାରିଂ, ବ୍ୟବଚ୍ଛେଦ ରିପୋର୍ଟରେ ଭୟଙ୍କର ଖୁଲାସା
ଚଣ୍ଡିଗଡ: ପଞ୍ଜାବୀ ଲୋକପ୍ରିୟ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଏକ ଚକିତ କଲା ଭଳି ତଥ୍ୟା ସାମ୍ନାକୁ ଆସିଛି। ସିଦ୍ଧୁଙ୍କ ଉପରକୁ କରାଯାଇଥିଲା ୩୦ ରାଉଣ୍ଡ ଗୁଳି ପାୟାରିଂ। ଅତ୍ୟାଧୁନିକୁ ବନ୍ଧୁକ ସାହାଯ୍ୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ତାଙ୍କ!-->…
ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଖେଳ ବିଗାଡ଼ିବାକୁ ଆସିଲେ ସୁଭାଷ ଚନ୍ଦ୍ରା
ଜୟପୁର: ରାଜସ୍ଥାନର ରାଜ୍ୟସଭା ନିର୍ବାଚନରେ ନୂଆ ଟ୍ୱିଷ୍ଟ ଆସିଛି। ରାଜ୍ୟର କ୍ଷମତାସୀନ କଂଗ୍ରେସକୁ ଚେକ ଦେବା ପାଇଁ ବିଜେପି ସମର୍ଥନରେ ସାମ୍ନାକୁ ଆସିଛନ୍ତି ମିଡିଆ ଟାଇକୁନ ତଥା ଶିଳ୍ପପତି ସୁଭାଷ ଚନ୍ଦ୍ରା। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ। ଶେଷ ମୁହୂର୍ତ୍ତରେ!-->…
ଟାର୍ଗେଟ୍ରେ କଶ୍ମୀର ପଣ୍ଡିତ, ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ଼
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ପୁଣି କଶ୍ମୀର ପଣ୍ଡିତ। ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ରାଗିଯାଇ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁକଶ୍ମୀରର କୁଲଗାମର ଏକ ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରାଯାଇଛି।!-->…
ବିଜେପିରେ ଯୋଗଦେବେ ହାର୍ଦ୍ଦିକ
ଅହମ୍ମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଏବେ ‘ପଦ୍ମ’ ଧରିବେ। ଆସନ୍ତା ଜୁନ୍ ୨ ତାରଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ। ଏନେଇ ସେ ଖୋଦ୍ ଘୋଷଣା କରିଛନ୍ତି।ହାର୍ଦ୍ଦିକ ପଟେଲ ପୂର୍ବରୁ ହିଁ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ଏବେ ସେ ଗୁଜରାଟ!-->…
୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ମା’
ମୁମ୍ବାଇ: ମାରିଗଲା ମା’ର ମମତା। ମା’ ସାଜିଲା ପିଶାଚୀ। ରାଗରେ ନିଜ ଜନ୍ମ କଲା ଛୁଆଙ୍କୁ ବି ଭୁଲିଗଲା। ଜଣକ ପରେ ଜଣେ କରି ୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ରାକ୍ଷସୀ ମା’। ଶେଷରେ ନିଜେ ବି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲା। ଏଭଳି ଏକ ଛାତିଥରା ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ!-->…
ମୁଖତାରଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ୍, ଉପନିର୍ବାଚନ ଭରସା
ନୂଆଦିଲ୍ଳୀ: ମଉଳିଲା କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କ ରାଜ୍ୟସଭା ଆଶା। ବିଜେପି କାଟିଲା ପତ୍ତା। ଆଶା କରିଥିଲେ ଟିକେଟ୍ ମିଳିବ, ହେଲେ ସବୁ ଆଶା ତାଙ୍କର ଏବେ ଧୂଳିସାତ ହୋଇଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିସାରିଛି।!-->…
ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ଚମକିଲେ ଜଗୁଆର ଏକାଡେମୀ ଅଫ ମାରସିଆଲ ଆର୍ଟ ର ଛାତ୍ର…
ହିଞ୍ଜିଳି ପ୍ରତିନିଧି // ନିସର୍ତ୍ତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡ ସଂଘ ଅନୁକୂଲ୍ୟ ରେ ଛତ୍ରପୁର ସ୍ଥିତ ଇନଡୋର ହଲ ରେ ତିନିଦିନ ଆୟୋଜିତ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ସଫଳତା ହାସଲ କରି ଗୌରବ ଆଣିଛନ୍ତି ହିଞ୍ଜିଳିକାଟୁ ଜାଗୁଆର ଏକାଡେମୀ ର ୮ ଜଣ!-->!-->!-->…
ଜିଲ୍ଲା ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ଗୌରବ ଆଣିଲେ ଦୁଇ ଭଉଣୀ…
ଚିକିଟି-ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡ ସଂଘ ଅନୁକୂଲ୍ୟ ରେ ଛତ୍ରପୁର ସ୍ଥିତ ଇନଡୋର ହଲ ରେ ଆୟୋଜିତ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ସଫଳତା ହାସଲ କରି ଗୌରବ ଆଣିଛନ୍ତି ଚିକିଟି ଅଞ୍ଚଳ ପାଇଁ ଦୁଇ ଭଉଣୀ।ଚିକିଟି ବ୍ଲକ କଳବାଡ଼ ପଞ୍ଚାୟତ ଜାନକୀମଣିପୁରଶାସନ ଜ୍ୟୋତିରାଜ ପାଢ଼ୀ ଏବଂ!-->…
ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ରେ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ । ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ । ସତ୍ୟେନ୍ଦ୍ର ଜୈନ ଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋଲକତାର ଏକ କମ୍ପାନୀ ସହ ହାଓଲା କାରବାର ନେଇ ଗିରଫ!-->…
ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍: ଆସନ୍ତାକାଲିଠୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ
ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି ଟେ୍ଵଣ୍ଟି ମ୍ୟାଚ ପାଇଁ ଜୋର ସୋର ଚାଲିଛି ପ୍ରସ୍ତୁତି । ଜୁନ୍ ୧ ତାରିଖ ସକାଳ ୧୧ଟାରୁ ଅନ୍ଲାଇନ୍ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ । ପେଟିଏମ୍ ଆପ୍ କିମ୍ବା WWW.INSIDER.INରେ ଲଗ୍ଇନ୍ କରି ଟିକେଟ୍ ବୁକିଂ କରିହେବ । ଟିକେଟ୍!-->…