ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ବ୍ରାହ୍ମଣୀଗାଁ ସରପଞ୍ଚ ପାନୀୟ ଜଳ, ବିଦ୍ୟୁତ ଓ ନେଟୱାର୍କ ସମସ୍ୟା ନେଇ ଲିଖିତ…

ଦାରିଙ୍ଗବାଡ଼ି, ୧/୬ : କନ୍ଧମାଳ ଜିଲ୍ଲାର ସର୍ଵ ବୃହତ ବ୍ଲକ ଦାରିଙ୍ଗବାଡି। ଦାରିଙ୍ଗବାଡ଼ି ବ୍ଲକ ମହକୁମା ପରେ ବ୍ଲକର ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ। ଏହି ବ୍ଲକ ଅଧିନସ୍ତ ୮ଗୋଟି ଗ୍ରାମପଞ୍ଚାୟତ ସହିତ ଗଜପତି ଜିଲା ମୋହନା ବ୍ଲକ ଅଧିନ ପାଣିଗଣ୍ଡା, କଟମା, ଗର୍ଡମା ପଞ୍ଚାୟତ

ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଞ୍ଚାୟତରାଜ ଜନ ପ୍ରତିନିଧିଙ୍କ ରାଜଧାନୀ ଯାତ୍ରା

ମାଲକାନଗିରି ୧/୦୬ : ସଶକ୍ତ ପଞ୍ଚାୟତିରାଜ ନିମନ୍ତେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କର କମଳ ରେ ଶୁଭ ଉଦ୍ଘାଟନ ହେବାକୁଥିବା ଚଳିତ ମାସ ଦୁଇ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କିଟ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେବା

ମୋଦୀ ସରକାର ଖୁବ ଶୀଘ୍ର ଆଣିବେ ଜନ ସଂଖ୍ୟା ନିୟନ୍ତ୍ରଣ ଆଇନ : ପ୍ରହଲ୍ଲାଦ ଯୋଶି

ନୂଆଦିଲ୍ଲୀ ୦୧/୦୬ : କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁତ ଶୀଘ୍ର ଆଇନ ଅଣାଯିବ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀଙ୍କୁ ଜନ ସଂଖ୍ୟା ନିୟନ୍ତ୍ରଣ ଆଇନ ବିଷୟରେ ପଚାରିବାରୁ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି

ସିଦ୍ଧୁ ମୁସେବାଲାଙ୍କ ହତ୍ୟା ପରେ କଡ଼ାକଡ଼ି ହେଲା ସଲମାନ ଖାନଙ୍କ ସୁରକ୍ଷା

ମୁମ୍ବାଇ ୧।୬: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ମେ ୨୯ ତାରିଖ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ତାଙ୍କ ପୈତୃକ ଗ୍ରାମ ମୁସାରେ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି। ପଞ୍ଜାବୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇର କାନାଡା ସାଥୀ ଗୋଲ୍ଡି ବ୍ରାର ଏହି

ରାଜ୍ୟସଭା ନିର୍ବାଚନ: ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଲେ ଅଶୋକ ଗହଲୋତ

ଜୟପୁର ୧।୬: ରାଜସ୍ଥାନ ରାଜ୍ୟସଭା ନିର୍ବାଚନରେ ବିଜେପି ରାଜନୀତିର ମାହୋଲ ବିଗାଡୁଛି। ଏହି ଅଭିଯୋଗ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ରାଜ୍ୟର ଚତୁର୍ଥ ଆସନଟିରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବା ବାହାନାରେ ବିଜେପି ଘୋଡାବେପାର କରିବାକୁ ଉଦ୍ୟମ କରୁଥିବା

ନ୍ୟୁ ଜଲପାଇଗୁଡ଼ି ଏବଂ ଢାକା ମଧ୍ୟରେ ଚଳାଚଳ ଆରମ୍ଭ କଲା ଭାରତ-ବାଂଲାଦେଶ ‘ମିତାଲି ଏକ୍ସପ୍ରେସ୍’

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶକୁ ସଂଯୋଗ କରୁଥିବା ରେଳପଥ ନ୍ୟୁ ଜଲପାଇଗୁଡ଼ି-ଢାକା କ୍ୟାଣ୍ଟନ୍‌ମେଣ୍ଟ୍‌ରେ ଆଜି ‘ମିତାଲି ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ କରିଛି। ଉଭୟ ଦେଶର ରେଳମନ୍ତ୍ରୀମାନେ ‘ମିତାଲି ଏକ୍ସପ୍ରେସ୍‌’ର ଶୁଭଯାତ୍ରା ଆରମ୍ଭ କରାଇଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟର ଏହା ହେଉଛି

ରୋଷେଇ ଘରୁ ‘ସସ୍‌ପାନ୍‌’ଟିଏ ଆଣି ସେଥିରେ ‘ମଗ୍‌’ ଭଳି ପାଣି ଢାଳି ଗାଧୋଇଲି: ମମତା ବାନାର୍ଜୀ

କୋଲ୍‌କାତା: ବାଙ୍କୁଡ଼ା ପର୍ଯ୍ୟଟନକାଳୀନ ହୋଟେଲ୍‌ ବା ପାନ୍ଥଶାଳାରେ ରହଣିଜନିତ ସମସ୍ୟା କଥା ଶୁଣିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମେରିକା ଗସ୍ତ ବେଳେ ଗାଧୋଇବା ପାଇଁ ସମ୍ମୁଖୀନ ହୋଇଥିବା ଅସୁବିଧା କଥା କହିବାକୁ ଯାଇ କହିଲେ, ହୋଟେଲ୍‌ ରୋଷେଇଘରୁ

ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର, ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: ଜୁନ୍‌ ପହିଲାରୁ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ଏଲପିଜି ସିଲିଣ୍ଡର ଦାମ ୧୩୫ ଟଙ୍କା ହାସ ପାଇଛି । ନୂଆ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହେବ। ତେବେ ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ

ଅଯୋଧ୍ୟା ଓ ମଥୁରାରେ ଆଉ ମିଳିବନି ମଦ

ଅଯୋଧ୍ୟା: ଏବେ ଭଗବାନ ଶ୍ରୀରାମ ମନ୍ଦିର କ୍ଷେତ୍ରରେ ମଦ ବିକ୍ରି ହେବନି। ଏଠାରେ ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରି ଦିଆଯାଇଛି। ଏହାଛଡ଼ା ଶ୍ରୀକୃଷ୍ଣ ଜନ୍ମ କ୍ଷେତ୍ରରେ ମଧ୍ୟ ଆଜି ଠାରୁ ପୂରାପୂରି ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଅଯୋଧ୍ୟା ଓ ମଥୁରାକୁ ନେଇ ଯୋଗୀ ସରକାର ଏହି ବଡ଼

କଲେଜ କ୍ୟାମ୍ପସ ଭିତରେ ନମାଜ ପଢ଼ିବାରୁ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: କଲେଜ କ୍ୟାମ୍ପସ ଭିତରେ ନମାଜ ପଢ଼ିବା ପ୍ରଫେସରଙ୍କୁ ପଡିଲା ମହଙ୍ଗା। ତାଙ୍କୁ କଡା ବିରୋଧର ସାମ୍ନାକୁ କରିବାକୁ ପଡିଛି। ଏଥିସହ ପ୍ରଶାସନ ପକ୍ଷରୁ ତାଙ୍କୁ ମିଳିଛି କଡା ଦଣ୍ଡ। ଉତ୍ତରପ୍ରଦେଶ ଅଲିଗଡର ଏକ କଲେଜ ପରିସରରେ ଜଣେ ପ୍ରଫେସର ନମାଜ ପଢ଼ିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର