ଛାତ୍ର ବିଜେଡି ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର : ଛାତ୍ର ନେତା ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ପୁନର୍ବାର ପଂଚମ ଥର ପାଇଁ ଛାତ୍ର ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କ୍ରମେ ତାଙ୍କୁ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛାତ୍ର ନେତାଏମ. ମାଧବ କାୟାଙ୍କ ସଂଯୋଜନାରେ…

ପଂଚାୟତ ପ୍ରତିନିଧିମାନଙ୍କୁ ଅସହଯୋଗ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଂଚାୟତ ପ୍ରତିନିଧି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ୧୧ ଗୋଟି ପଂଚାୟତର ପ୍ରତିନିଧି ମାନଙ୍କୁ ବ୍ଲକପ୍ରଶାସନ ପକ୍ଷରୁ ବିଭିନ୍ନ କାମରେ ଅସହଯୋଗ କରାଯାଉଥିବା ନେଇ ବୁଧବାର ସମସ୍ତ ପଂଚାୟତ ପ୍ରତିନିଧି ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଲିଖିତ ସ୍ମାରକପତ୍ର…

ନକଲି ଗୁଟଖା କାରଖାନାରେ ପୁଲିସ ପକ୍ଷରୁ ଚଢଉ : ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗୁଟଖା ସହ ଗୁଟଖା ତିଆରି ମେସିନ ଓ ଅନେକ…

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମାନଗରରେ ଚାଲିଥିବା ଏକ ନକଲି ଗୁଟଖା କାରଖାନାରେ ପୁଲିସ ପକ୍ଷରୁ ଚଢଉ କରି ସେଠାରୁ ବିପୁଳ ପରିମାଣର ଗୁଟଖା ସହ ପ୍ରସ୍ତୁତିରେ ବ୍ୟବହୃତ ଏକାଧିକ ମେସିନ ଜବତ କରିଛି । ବେଆଇନଗୁଟଖା ପ୍ରସ୍ତୁତି କରୁଥିବା ଅଭିଯୋଗରେ ନୂଆ କାଳୁପାତ୍ର ସାହିର…

ପିତାତଳିରେ ଆଇନ ସଚେତନତା କର୍ମଶାଳା

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ଆଇନ ପ୍ରାଧିକରଣ ସେବା ତରଫରୁ ଏକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ପ୍ରାଧିକରଣ ସେବା ସମ୍ପାଦକ କୋୖଳାଶ ଚନ୍ଦ୍ର ସାହୁ ଯୋଗ ଦେଇ ସରକାରଙ୍କ…

୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିୟମିତ ନିଯୁକ୍ତି ପତ୍ର ପ୍ରଦାନ

ଚିକିଟି : ପାତ୍ରପୁର ବ୍ଲକର କରୁଣା କର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକର ନିୟମିତ ହୋଇଥିବା ୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। କନିଷ୍ଠ ଶିକ୍ଷକ ସଂଘ ପାତ୍ରପୁର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା…

କନ୍ଧମାଳ ସାଂସଦଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ଓ ଜିଲ୍ଲାର ବିକାଶ ନେଇ ଆଲୋଚନା

ଫୁଲବାଣୀ : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ଫୁଲବାଣୀଠାରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରତିକ ବର୍ଷା ଓ ବନ୍ୟା ପରିସ୍ଥିତି ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଜିଲ୍ଲା ପ୍ରସାସନ ସହ…

ଦୁର୍ଘଟଣାରେ ୨ ଗୁରୁତର

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗାଁ ଚନ୍ଦାହାଣ୍ଡି ଘାଟି କାକରୋ ପାଣି ନିକଟରେ ବୋଲେରୋ ଓ ବାଇକ ମୁହାଁ ମୁହିଁ ଧକାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲା ହାତୀବାଡ଼ି ଗାଁ ରୋ ରତ୍ନାକର ଗୌଡ଼ ଏବଂ ବାତାଝାରୋ ଗାଁ ରୋ ସୁକାଳଦେଏ ମାଝୀ ଓ ଫୁଲସିଙ୍ଗ ମାଝୀ |…

ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଦାରିଙ୍ଗବାଡ଼ି (୨୪/୮) : ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟରେ ପରିକ୍ରମା କରିଥିବା ଅହିଂସା ରଥକୁ ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଅହିଂସା ରଥକୁ ପ୍ରଥମେ କିରୀକୁଟି ଗ୍ରାମ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ…

ଏକାଧିକ ସ୍ଥାନରେ ବି.ଏସ୍.ଏଫ୍. ଦ୍ଵାରା ଅସ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ

ଚିତ୍ରକୋଣ୍ଡା(୨୪/୦୮) : ସଶସ୍ତ୍ର ସେନା ବଳୟର ନିର୍ଦ୍ଦେଶକ୍ରମେ, ଗତ କାଲି ଠାରୁ ଆଜି ମଧ୍ୟରେ ବି.ଏସ୍.ଏଫ୍. ଦ୍ଵାରା ଜିଲ୍ଲାର ଏକାଧିକ ସ୍ଥାନରେ BSF ସହ ଜଡିତ PPT ଉପସ୍ଥାପନା ଜରିଆରେ ବିଭିନ୍ନ ପ୍ରେରଣାଦାୟକ ବକ୍ତୃତା ଶ୍ରୀ ବିନୋଦ ସୋରେନ୍, କମାଣ୍ଡର, 88 ବିଏନ୍ ବି.ଏସ୍.ଏଫ୍. ଙ୍କ…

ପିତଳରେ ହିଂସାକାଣ୍ଡ, ୨ ଜଣ ଗୁରୁତର ଆହତ

ହିଞ୍ଜିଳିକାଟୁ (୨୪।୮) : ହିଞ୍ଜିଳି ଥାନା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତଳ ଗ୍ରାମରେ ବୁଧବାର ପୂର୍ବାହ୍ନରେ ହିଂସା କାଣ୍ଡ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ବାବୁ ପ୍ରଧାନ ଓ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀର ଗଗନ ଜେନା । ବାବୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ…