ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ

ଛତ୍ରପୁର : ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଦୁଇ ଜଣ ରୋଗାଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ ଲକ୍ଷ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଛତ୍ରପୁର ପୁତି ଗୋପାଳପୁର ଅଂଚଳର ପି.ଗଣେଷ ରେଡ୍ଡୀ ନାମକ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା…

ଫୋନ୍‌ରୁ ମିଳିଥିବା ‘ମାଲ୍‌ୱେର୍‌’ ‘ପେଗାସସ୍‌’ ବୋଲି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୨୯ଟି ଫୋନ୍‌ ଯାଞ୍ଚ କରାଯିବା ପରେ ୫ଟି ଫୋନ୍‌ରୁ ‘ମାଲ୍‌ୱେର୍‌’ ମିଳିଛି। କିନ୍ତୁ, ତାହା ଯେ, ‘ପେଗାସସ୍‌’ ଏହାର କୌଣସି ସୁନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ବୋଲି ଆଜି ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି।‘ପେଗାସସ୍‌’ କେଳଙ୍କାରୀ…

ବିଲ୍‌କିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବାରୁ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କଲେ…

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତଙ୍କୁ ମୁକ୍ତ କରାଯିବା ଘଟଣାରେ ଆଜି ସୁପ୍ରିମ୍‌ କ‌ୋର୍ଟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ସୁପ୍ରିମ୍‌…

ପୁଲିସ ଅବହେଳାରୁ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାରେ ତ୍ରୁଟି ଘଟିଲା: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜାନୁଆରି ମାସରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ‘ପଞ୍ଜାବ ପୁଲିସ’ର ଅବହେଳାଜନିତ ବୋଲି ତଦନ୍ତକାରୀ କମିଟି ଜାଣିପାରିଥିବା କଥା ଆଜି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ,…

ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀ ହେଲେ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ

ଲଖନଉ: ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିକୁ ସଫଳତା ଦେବାର ପୁରସ୍କାର ମିଳିଲା | ଆଉ ଆଜି ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି | ଚର୍ଚ୍ଚା ହେଉଛି ଯେ ଭୁପେନ୍ଦ୍ର ସିଂଙ୍କୁ ଜାଠ ସମୁଦାୟ ମଧ୍ୟରେ ଉତ୍ତମ ସମ୍ପର୍କ ସହ ପଶ୍ଚିମ…

ଏକାଥରେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହେଲେ ଜଣେ ବ୍ୟକ୍ତି

ରୋମ: ମେଡିକାଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବରିଳ ଘଟଣା ଘଟିଛି। ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏକଥରକେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ୩ଟି ଯାକ ଭାଇରସର ଟେଷ୍ଟ ପଜିଟିଭ ଆସିଛି। ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଛି।ଜର୍ଣ୍ଣାଲ ଅଫ…

ଅଡ଼ୁଆରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ! ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଇସିଙ୍କ ଚିଠି

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିଛି। ବିଧାୟକ ଭାବେ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ନିର୍ବାଚନ କମିଶନ ବନ୍ଦ ଲଫାପାରେ ରାଜ୍ୟପାଳ ରମେଶ ବୈଶଙ୍କୁ ଚିଠି ପଠାଇଛନ୍ତି।ଚିଠିରେ ଇସି…

ପୂଜା ପାଇବେ ୧୮ ଫୁଟ୍‌ ଉଚ୍ଚ ସୁନାର ଗଣେଶ ମୂର୍ତ୍ତି

ଲକ୍ଷ୍ନୌ: ପାଖେଇ ଆସୁଛି ଗଣେଶ ଚତୁର୍ଥୀ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ସୋର୍‌ରେ ଚାଲିଛି ପ୍ରସ୍ତୁତି। ଗଣେଶ ପୂଜାରେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଡିଜାଇନ୍‌ର ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି। କିଏ ଚକୋଲେଟ୍ ତ କିଏ…

କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ରେ କୃତୀ ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ ମହାବଦ୍ୟାଳୟରେ କୃତି ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ଅର୍ଥନୀତି ବିଭାଗର ଶେଷବର୍ଷ ପରୀକ୍ଷାରେ ଉକ୍ତ କଲେଜ ର ୪ ଜଣ ଛାତ୍ରୀ ଗୀତାଞ୍ଜଳି ନାୟକ ୨ ୟ…

ଘୋଡ଼ା ବେପାର ଅଭିଯୋଗ, ଆପ୍‌ର କିଛି ବିଧାୟକଙ୍କ ପତ୍ତା ମିଳୁନି!

ନୂଆଦିଲ୍ଲୀ: ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆସିଛି ସାଂଘାତିକ ତଥ୍ୟ। ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପ୍ରାୟ ୨୫ ଜଣ ବିଧାୟକ ହଠାତ୍‌ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ ଦଳୀୟ ନେତାମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି…