ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା: ପ୍ରେମୀଯୁଗଳଙ୍କୁ ଉଠାଇ ଆଣିଲା ପୋଲିସ

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ଠାରୁ ଆସିଥିବା ପ୍ରେମୀଯୁଗଳ ନିଜ ଘରକୁ ଯିବା ପାଇଁ ସାହାସ କରିପାରିନାହାନ୍ତି। ଏହାର କାରଣ ହେଉଛି ପ୍ରେମ ଓ ଭଲ ପାଇବା। ଉଭୟ ପୁଅ-ଝିଅ ବିବାହ କରିବାକୁ ଚାହୁଁଥିବା

ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ବେପାରୀ , ୪ କେଜି ୫୦୦ ଗ୍ରାମର ଦୁଇଟି ହାତୀଦାନ୍ତ ଜବତ

ଭୁବନେଶ୍ଵର: ଏସ୍‌ଟିଏଫ୍‌ ପଞ୍ଝାରେ ହାତୀଦାନ୍ତ ବେପାରୀ। ଡିଲ୍ ଚାଲିଥିବା ବେଳେ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କଲା ଏସ୍‌ଟିଏଫ୍‌। ଏହା ସହିତ ଜଣେ ବେପାରୀ ଗିରଫ ହୋଇଛନ୍ତି। ସୂଚନାନୁଯାୟୀ, ହାତୀଦାନ୍ତ କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ

ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍‌ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ନବନିର୍ବାଚିତ

ବ୍ରଜରାଜନଗର ଉପନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ୩୦ମିନିଟ ପୋଷ୍ଟାଲ ବାଲଟ ଗଣତି ହେବ ଓ ପରେ ଇଭିଏମ ଗଣତି କରାଯିବ। ୧୪ଟି ଟେବୁଲରେ ଗଣତି

ରଥଖଳା : ଦେବଦଳନ ରଥର ଗୋଟିଏ ଚକର ପଇରେ ଫାଟ

ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ମାସେରୁ କମ୍ ସମୟ ରହିଲା । ଆସନ୍ତା ଜୁଲାଇ ୧ରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡରେ ଭକ୍ତଙ୍କ ମେଳରେ ରଥାରୂଢ଼ ହେବେ କାଳିଆ ସାଆନ୍ତ। ରଥଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି। ଏଥିପାଇଁ ବିଶ୍ଵକର୍ମା,

ଅନୁଭବଙ୍କ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅନୁଭବଙ୍କ ଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ ! ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ୍‌ କୋର୍ଟ । ପୈତୃକ ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ। ବାପା, ମାଆ ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ

ମିଶନ ଶକ୍ତିର ମହିଳା ହେବେ ଲାଇନ ମ୍ୟାନ

ଭୁବନେଶ୍ବର: ଏସଏଚଜିରୁ ହେବେ ବ୍ୟବସାୟୀ। ସ୍ୱୟଂ ସହାୟକ ଗୋଷ୍ଠୀ ହେବେ SME ବା କ୍ଷୁଦ୍ର-ମଧ୍ୟମ ଶିଳ୍ପଦ୍ୟୋଗୀ । ପଞ୍ଚାୟତିରାଜ ଜନ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ । ଆସନ୍ତା ୧୨ମାସ ମଧ୍ୟରେ ଏହି

ସୁନ୍ଦରଗଡ଼ : ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ର ସମନ୍ଵୟ ବୈଠକ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ସୁନ୍ଦରଗଡ଼ : ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ଆନୁକୁଲ୍ୟରେ ଗତ କାଲି ସ୍ଥାନୀୟ ମାଦ୍ରୀ କାଲୋ ଭବନ ଠାରେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ସମନ୍ଵୟ ବୈଠକରେ ଫାଇନାନ୍ସ କମ୍ପାନୀ ଅଧିକାରୀ,ସ୍ଥାନୀୟ ସାମ୍ବାଦିକ, ପ୍ରାକ୍ତନ ଓ

ଏମଏଲଏ କଲୋନୀ ଗଛକଟାକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ଓ ଦିଲ୍ଲୀପ ଶ୍ରୀଚନ୍ଦନ

ଭୁବନେଶ୍ଵର: ବିଧାୟକ କଲୋନିର ରୂପରେଖ ବଦଳାଇବା ଲାଗି ସାଧାରଣ ପ୍ରଶାସନ ବିଭାଗ ଅଧୀନ ୪୨ଟି କ୍ବାର୍ଟର୍ସକୁ ଭଙ୍ଗାଯିବା ସହ ସେଠାରେ ନୂଆ ବିଲ‌ଡ଼ିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଛି । ଯେଉଁଠି ରାଜ୍ୟ ସରକାର ଗଛ ଲଗାଅ ଜୀବନ

ବାରବାଟୀରେ T-20 ମ୍ୟାଚ୍ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସର ମକଡ୍ରିଲ୍

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ୍ ପାଇଁ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଛି । ସେପଟେ ଆଜି ମ୍ୟାଚ ପାଇଁ ହେବାକୁ ଥିବା ସୁରକ୍ଷା