ପୋଚିଲିମା ରାଜସ୍ବ ନୀରିକ୍ଷକଙ୍କ କୋଠା ଉଦଘାଟନ କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ (୨।୬) : ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ପୋଚିଲିମା ଗ୍ରାମ ରେ ପୋଚିଲିମା ରାଜସ୍ବ ନିରୀକ୍ଷକ ଙ୍କ ନବ ନିର୍ମିତ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଈଯାଇଅଛି। ଗୁରୁବାର ହିଞ୍ଜିଳି କାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ

ପାରମ୍ପାରିକ ଆଦିବାସୀ କଳା ବିକାଶ ବୈଠକ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତ ଠାରେ ଜୀବନଜ୍ୟୋତି କଳା ପରିଷଦ ତରଫରୁ ପାରମ୍ପାରିକ ଆଦିବାସୀ କଳା ବିକାଶ ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଜୀବନ ଜ୍ୟୋତି କଳା ପରିଷଦ ର ସଭାପତି ରଜନୀ କାନ୍ତ ଦିଗାଳଙ୍କ ଅଧ୍ୟକ୍ଷତାରେ ଏବଂ

ଶାରଳା ମନ୍ଦିର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଶାରଳା ମନ୍ଦିର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟିର ବଜେଟ ବ୍ୟବସ୍ଥା । ବର୍ଷକରେ ସରିବ କାମ । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି । ନିକଟରେ

ସରକାରୀ ପଲିଟେକନିକ୍ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ପଲିଟେକନିକ୍ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ ଇଂଜିନିୟରିଂ ସ୍କୁଲ ଛକଠାରେ ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷ Er ନିଶାକର ମଲ୍ଲିକ ଙ୍କପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ହୋଟେଲ ମେନେଜମେଣ୍ଟ ଏଣ୍ଡ କେଟରିଂ ଟେକ୍ନୋଲୋଜି ବିଭାଗର

ରାଜ୍ୟ ସରକାରଙ୍କ ହାସ୍ୟାସ୍ପଦ ତାଳିପକା ନୀତିକୁ ସର୍ବସାଧାରଣରେ ନିନ୍ଦା

ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ରେ ଡାକ୍ତର ଅଭାବର ଚରମ ପରିଣାମ ସ୍ୱରୂପ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ଭୋଗୁଥିବା ବେଳେ ରାଜ୍ୟ ସରକାର ଡାକ୍ତର ଅଭାବକୁ ଏଡେଇବା ପାଇଁ ଏକ ପ୍ରକାର ହାସ୍ୟାସ୍ପଦ ତlଳିପକା ନୀତି ଅବଲମ୍ବନ କରିଛନ୍ତି l ଗତ ତା.31.5.2022ରିଖ

ଜେଲ ଗଲେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ: ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଜଣେ ପଥର କ୍ୱାରୀ ଲିଜ୍‌ଧାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସ୍‌ଡିପିଓ ମଳୟ କିଶୋର ନାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ

ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା, ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ୩ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବ।

ବିଧାୟକଙ୍କ ଆପାର୍ଟମେଣ୍ଟ ନିର୍ମାଣ ମାମଲା: ଗଛକଟା ବନ୍ଦ କଲେ ହାଇକୋର୍ଟ

କଟକ: ରାଜଧାନୀରେ ବିଧାୟକଙ୍କ ପାଇଁ ଗଛକାଟି ଅତ୍ୟାଧୁନିକ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗ । ପୁରା ଘଟଣାର ସମ୍ପୂର୍ଣ୍ଣ ଜବାବ ମାଗିଛନ୍ତି ହାଇକୋର୍ଟ । ସମାଜସେବୀ ଜୟନ୍ତ ଦାସଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବାକୁ ସାଧାରଣ ପ୍ରଶାସନ ବିଭାଗକୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଓଡ଼ିଶା ସରକାର ଚଳାଇଥିବା ବେଆଇନ ଉତ୍‌ଖନନ ଏବଂ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରି ଆଜି ସୁପ୍ରିମ୍‌ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି।

କମିଶନରେଟ୍ ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

ଭୁବନେଶ୍ବର ୨।୬: ଅଶାନ୍ତ ହୋଇଉଠିଛି ରାଜଧାନୀ ସହର । ସହରରେ ଦିନକୁ ଦିନ ମୁଣ୍ଡ ଟେକୁଥିବା ନୂଆ ନୂଆ ଦାଦା ଗ୍ରୁପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଳ୍ପ ବୟଷର ଯୁବପୀଢି ଏହି ଗ୍ରୁପରେ ସାମିଲ ହୋଇ ନିଜର ପତିଆରା ଜାହିର କରିବାକୁ ପଛାଉ ନାହାନ୍ତି । କମିସନରେଟ୍ ପୋଲିସ