Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ
ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଉଭୟ ଟାଟା ଏବଂ ଓବିସିସି ଅଧିକାରୀଙ୍କ ସହ ମିଶି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର!-->…
ସଫ୍ଟଓ୍ବେର ଇଂଜିନିୟର ଶ୍ବେତା ଆତ୍ମହତ୍ୟା ମାମଲା; ଡାଏରୀ ଖୋଲୁଛି ଗୁମର
ଭୁବନେଶ୍ୱର: ସଫ୍ଟଓ୍ବେର ଇଂଜିନିୟର ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ ଖୋଲୁଛି ନୂଆ ଗୁମର। ଯେଉଁଥିରେ ସେ ସୌମ୍ୟଜିତଙ୍କ ସହ ନିବିଡ଼ ସଂପର୍କ ନେଇ ଲେଖିଛନ୍ତି। ସୌମ୍ୟ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରୁଥିବା ସେ ଲେଖିଛନ୍ତି। ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ସୌମ୍ୟଙ୍କ ସମ୍ମାନ!-->…
ଭିସୁଟର ଉନ୍ନତିକରଣ ପାଇଁ ହଜାରେ କୋଟି
ଭୁବନେଶ୍ୱର: ସମ୍ବଲପୁର ସ୍ଥିତ ଭିସୁଟର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ହଜାରେ କୋଟି ଟଙ୍କାର ଅନୁଦାନ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ୍, ସଚିବ ହେମନ୍ତ ଶର୍ମା ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା!-->…
ସେପ୍ଟେମ୍ବର ସୁଦ୍ଧା ନୂଆରୂପ ପାଇବ ରାଜ୍ୟ କଂଗ୍ରେସ: ପିସିସି ସଭାପତି
ଭୁବନେଶ୍ୱର: ନୂଆରୂପ ନେବ କଂଗ୍ରେସ। ସେପ୍ଟେମ୍ବର ସୁଦ୍ଧା ଗଠନ ହେବ ନୂଆ କମିଟି। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୨୮ରେ ହେବାକୁ ଥିବା CWC ବୈଠକରେ ଏହି କମିଟି ଉପରେ ମୋହର ମରାଯିବ ।
୨୦୨୪!-->!-->!-->…
ନାଗାବଳୀ ନଦୀ ମଝିରେ ଫସିଲେ ୩ ପୁଅ, ଉଦ୍ଧାର କରିବାକୁ ଯାଇ ଫସିଲେ ବାପା
ରାୟଗଡ଼ା: ରାୟଗଡ଼ାର ନାଗାବଳୀ ନଦୀ ମଝିରେ ଫସିଲେ ଆନ୍ଧ୍ରପ୍ରଦେଶର ଗୋପାଳ କ୍ରିଷ୍ଣା ଓ ତାଙ୍କ ପରିବାର। ନାଗାବଳୀ ନଦୀର ଝୋଲାପୋଲ ଠାରେ ଗାଧୋଉଥିବା ବେଳେ ଅଘଟଣ । ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ଆସିବାରୁ ଏଭଳି ଅଘଟଣ ଘଟିଛି। ଆନ୍ଧ୍ରପ୍ରଦେଶର ଏଲୁରରୁ ଗୋପାଳକ୍ରିଷ୍ଣା ପରିବାର ସହ!-->…
ହାତୀ ମୃତ୍ୟୁ ରୋକିବାକୁ ଗଠିତ ହେବ ଜଏଣ୍ଟ ଟାସ୍କ ଫୋର୍ସ
କଟକ: ରାଜ୍ୟରେ ଗତ କିଛି ଦିନ ଧରି ହାତୀ ମୃତ୍ୟୁ ଘଟିବାରେ ଲାଗିଛି। କେଉଁଠି ହାତୀ ଶିକାରୀଙ୍କ ଗୁଳିବିଦ୍ଧରେ ମୃତ୍ୟୁ ଘଟୁଛି ତ ଆଉ କେଉଁଠି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ରାଜ୍ୟର କେତେକ ଜିଲାରେ ହାତୀର ଗୁଳିବିଦ୍ଧ ମୃତଦେହ, ହାତୀ କଙ୍କାଳ ଗତ କିଛି ଦିନ ଧରି ଠାବ ହୋଇଛି। ତେବେ ହାତୀ!-->…
ନଳକୂପରୁ ଏକାଠି ବାହାରୁଛି ପାଣି ଓ ନିଆଁ, ସ୍ଥାନୀୟ ଲୋକେ ଚକିତ
ଛତରପୁର: ଏମିତିବି ନିଆଁ ଓ ପାଣିର କୌଣସି ମେଳ ନଥାଏ, କିନ୍ତୁ ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଯେଉଁଠାରେ ଏକ ନଳକୂପରୁ ନିଆଁ ଓ ପାଣି ଉଭୟ ବାହାରୁଛି, ଯାହାକୁ ଦେଖି ଆଖ ପାଖର ଲୋକ ଚିନ୍ତାରେ ପଡି ଯାଇଛନ୍ତି। ଛତରପୁର ଜିଲ୍ଲାର କଛାର!-->…
୬ ଫାୟାର୍ ଷ୍ଟେସନକୁ ଆଇଏସ୍ଓ ମାନ୍ୟତା
କଟକ: ଫାୟାର ଷ୍ଟେସନ୍ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ ସହ ଧନଜୀବନର ସୁରକ୍ଷା, ଉଦ୍ଧାର ଆଦି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦମକଳ କେନ୍ଦ୍ର (ଫାୟାର ଷ୍ଟେସନ)କୁ ଆଇଏସ୍ଓ ମାନ୍ୟତା ମିଳିବାରେ ଲାଗିଛି । ପୂର୍ବରୁ ରାଜ୍ୟର ପ୍ରାୟ ୫ଟି ଫାୟାର ଷ୍ଟେସନ୍ ଆଇଏସ୍ଓ!-->…
ରାଜଧାନୀରେ ଚାଞ୍ଚଲ୍ୟ: ସନ୍ଦେହଜନକ ଅବସ୍ଥାରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ
ପୁଣି ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଦ ଘରୁ ମିଳିଲା ମହିଳାଙ୍କ ସନ୍ଦେହଜନକ ମୃତଦେହ। ବେକରେ ଦଉଡି ଲଗାଇ ଝୁଲି ଯାଇଥିବା ଜଣାପଡିଛି। ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ବୟସ ପାଖାପାଖି ୩୩ ବର୍ଷ ହେବ।
ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା!-->!-->!-->…
ହୋମଗାର୍ଡ ଓ କନଷ୍ଟେବଲମାନଙ୍କୁ ନେଇ ରାଜ୍ୟସ୍ତରୀୟ ସଡକ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସା ସମନ୍ଧୀୟ କର୍ମଶାଳା
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ସଡକ ଦୁର୍ଘଟଣା ହାର ଅହେତୁକ ଭାବେ ବୃଦ୍ଧି ପାଇବା ସହ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଦୁର୍ଘଟଣାରେ ସର୍ବାଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି କିପରି ସଡକ ଦୁର୍ଘଟଣା ସହ ମୃତ୍ୟୁ ହାର କମାଯାଇପାରିବ ଏବଂ ଧନଜୀବନ ସୁରକ୍ଷା ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣର!-->!-->!-->…