ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ମଞ୍ଜୁର କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ସୁପରିଚାଳନା ପାଇଁ ଓଡିଶା ସରକାର ଦେଇଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଚିଠା ଅଧ୍ୟାଦେଶ- ୨୦୨୦ କୁ ମଞ୍ଜୁର ପାଇଁ ରାଜ୍ୟ ସରକାର, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସ୍ୱରାଷ୍ଟ୍ର

ରସିକିଆ ଏଲଆଇସି ଏଜେଣ୍ଟର ୪ଟି ପତ୍ନୀ : ଗୁମର ଖୋଲିଲେ ଦ୍ୱିତୀୟ ପତ୍ନୀ

ଖୋର୍ଦ୍ଧା : ରସିକିଆ ଏଲଆଇସି ଏଜେଣ୍ଟର ୪ଟି ପତ୍ନୀ । ଜଣାପଡିବା ପରେ ଥାନାରେ ମାମଲା । ରସିକିଆ ସନ୍ତୋଷର ରହସ୍ୟ ଖୋଲିଲେ ୨ ପତ୍ନୀ। ଅଭିଯୋଗ ଅନୁଯାୟୀ ସନ୍ତୋଷର ରହିଛନ୍ତି ୪ ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ଥାନା ରତନପୁରରେ । ରସିକିଆ ଯୁବକ ସନ୍ତୋଷ ପେଶାରେ ଜଣେ ଏଲଆଇସି

ଶୌର୍ଯ୍ୟଚକ୍ରରେ ସମ୍ମାନିତ ସହିଦ୍ କମାଣ୍ଡୋ ପରିବାର ବର୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର : ଶୌର୍ଯ୍ୟଚକ୍ରରେ ସମ୍ମାନିତ ହୋଇଥିବା ସହିଦ୍ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କ ପରିବାର ବର୍ଗଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶାର ଦୁଇଜଣ ବୀର ସହିଦଙ୍କୁ ଗତକାଲି ମରଣୋତ୍ତର ଭାବେ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ

୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ହିନ୍ଦୋଳ SDPO

ହିନ୍ଦୋଳ: ଭିଜିଲାନ୍‌ସ ଜାଲରେ ହିନ୍ଦୋଳ SDPO । ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ SDPO ମଳୟ ନାୟକ କାରନ୍ଦା ଅଞ୍ଚଳର ଖଣି ମାଲିକ ଦୁଃଖବନ୍ଧୁ ସାହୁଙ୍କୁ ପଥର ପରିବହନ ବାବଦରେ ପାସ୍‌ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି

ନବୀନଙ୍କ ରାଜନୈତିକ କ୍ୟାରିୟର ୨୫ ବର୍ଷ ଛୁଇଁଲା

ଭୁବନେଶ୍ବର : ନବୀନ ପଟ୍ଟନାୟକ ବର୍ତ୍ତମାନ ଦେଶର ଜଣେ ପରିଚିତ ଚେହେରା। ୨୫ ବର୍ଷ ତଳେ ରାଜନୀତିରେ ନବାଗତ ଭାବେ ଉଭା ହୋଇଥିବା ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି। ରାଜନୀତିରେ କୁଶଳ ରଣନୀତି, ଅଭିଜ୍ଞତା ଓ ପ୍ରଶାସନିକ

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ମାମଲା ଦାୟର

କଟକ: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି। ଷ୍ଟାଡିୟମରେ ଅଗ୍ନି

ଭୁବନେଶ୍ୱରରେ ଫାଷ୍ଟଫୁଡ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ୭ ଅଭିଯୁକ୍ତ ଅଟକ

ଭୁବନେଶ୍ବର: ଭୁବନେଶ୍ୱରରେ ଖଣ୍ଡା ଧରି ଆତଙ୍କ ଖେଳାଇବା ଘଟଣାରେ ପୁଲିସ ୭ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ପୁଲିସ ଅଭିଯୁକ୍ତମାନଙ୍କୁ ଏୟାରଫିଲଡ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ସୁନ୍ଦରପଦା ବୋତଣ୍ଡା ଛକରେ ଥିବା ଫାଷ୍ଟ ଫୁଡ ଦୋକାନରେ ଗତମାସ ୨୭ ତାରିଖ ରାତିରେ

ମଦ ପାଇଁ ପାଣି ନ ଦେବାରୁ ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ

ନିଆଳି: ମଦ ପିଇବା ପାଇଁ ପାଣି ମିଳିଲା ନାହିଁ ବୋଲି ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ, ଲହୁଲୁହାଣ ହୋଇ ମେଡିକାଲରେ ଭର୍ତ୍ତି। ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ତଥା

ରାଜ୍ୟର ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨ ତାରିଖ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ,

ରଥଯାତ୍ରା ପାଇଁ ଶେଷ ହେଲା ଦ୍ବିତୀୟ ସମନ୍ୱୟ ବୈଠକ

ପୁରୀ : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ହୋଇଛି ଦ୍ବିତୀୟ ସମନ୍ୱୟ ବୈଠକ। ପୁରୀ ଟାଉନ ହଲରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ଭକ୍ତଙ୍କ ଯେପରି କିଛି ଅସୁବିଧା ନହେବ, ସେଥିପାଇଁ