Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ନୂଆଗଡ଼ ବିଇଓ
ମୋହନା: ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକ । ଜଣେ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ଭିଜିଲାନ୍ସ। ଶିକ୍ଷକ ଫିରୋଜ ଚନ୍ଦ୍ର ନାୟକଙ୍କ ବକେୟା ଦରମା ପାଇଁ ଲାଞ୍ଚ ମାଗିଥିଲେ ବ୍ଲକ ଶିକ୍ଷାଧିକାରୀ । ଏଥିପାଇଁ ଶିକ୍ଷକ!-->…
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି
ମାଲକାନଗିରି: ଦାୟିତ୍ୱ ଗ୍ରହଣ ପରେ ପ୍ରଥମକରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ । ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ସେ ନିଜେ ଅନୁଧ୍ୟାନ କରିବା ପାଇଁ ହନ୍ତାଳଗୁଡ଼ା BSF!-->…
ବଡ଼ ପରଦାରେ ରିଲିଜ୍ ହେବ ମୁକେଶ ଖାନ୍ନାଙ୍କ ‘ଶକ୍ତିମାନ୍’; ଘୋଷଣା କଲା ସନି ପିକ୍ଚର୍ସ୍
ମୁମ୍ବାଇ: ୨୦ ବର୍ଷ ପୂର୍ବେ ସାରା ଭାରତରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନାଙ୍କ ‘ଶକ୍ତିମାନ୍’ ଏବେ ବଡ ପରଦାରେ ରିଲିଜ୍ ହେବ। ଫେବ୍ରୁଆରି ୧୦ରେ ସନି ପିକ୍ଚର୍ସ ‘ଶକ୍ତିମାନ୍’ ଚଳଚ୍ଚିତ୍ରର ବଡ଼ପରଦାରେ ରିଲିଜ୍ ସଂପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଘୋଷଣା କରିଛି।!-->…
ପୌର ଭୋଟରେ ପ୍ରଥମ ଥର ପାଇଁ ରହିବ NOTA
ଭୁବନେଶ୍ୱର: ରାଜ୍ୟରେ ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚାୟତ ଭୋଟ । ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଯାଉଛି ମତଦାନ । ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ପ୍ରଥମ ଥର ପାଇଁ ଚଳିତ ପୌର ଭୋଟରେ ରହିବ NOTA । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ!-->…
ସ୍ୱର୍ଗତ ମିହିର ଦାସଙ୍କ ଜୟନ୍ତୀରେ ଅନାବରଣ ହେଲା ମାଟିର ପ୍ରତିମୂର୍ତ୍ତି
କଟକ: ମାଟିରେ ମିହିର । କଟକର ଶିଳ୍ପୀ କୁମ୍ଭାର ସାହିରେ ଅନାବରଣ ହେଲା ଅଭିନେତା ସ୍ୱର୍ଗତ ମିହିର ଦାସଙ୍କ ମାଟିର ପ୍ରତିମୂର୍ତ୍ତି । ଆଜି ମିହିରଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରମାନେ ତାଙ୍କୁ ଦେଇଛନ୍ତି ନିଜ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ଓଲିଉଡର ବହୁ!-->…
ବିଧାନ ପରିଷଦ ଗଠନ ନେଇ ୨୦୧୮ରୁ କେନ୍ଦ୍ର ନିକଟକୁ ଯାଇଛି ପ୍ରସ୍ତାବ : ବାଚସ୍ପତି
ଭୁବନେଶ୍ୱର: ଓଡିଶାରେ ବିଧାନ ପରିଷଦ ଗଠନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଉତର ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ୧୮ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଛି । ସେକ୍ରେଟାରୀ!-->…
ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଜିଲ୍ଲାପାଳଙ୍କ ନୋଟିସ୍ ଜାରି; କିଛି ଭୁଲ୍ ନାହିଁ – ପ୍ରମିଳା ମଲ୍ଲିକ
ଯାଜପୁର: ଅଡୁଆରେ ବିଜେଡ଼ି ବିଧାୟିକା ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଆଜି ପ୍ରମିଳା ମଲ୍ଲିକଙ୍କ ପାଖକୁ ନୋଟିସ୍ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି!-->…
ଅମ୍ବାନୀ-ଆଦାନୀଙ୍କ ପରି ଶିଳ୍ପପତିଙ୍କୁ ପୂଜା କରିବା କଥା: ବିଜେପି ସାଂସଦ
ନୂଆଦିଲ୍ଲୀ: ବେରୋଜଗାରୀକୁ ନେଇ ରାଜ୍ୟସଭାରେ ତୀବ୍ର ବିତର୍କ ଜାରି ରହିଛି | ବିରୋଧୀ ଦଳ ଏବଂ ସରକାରଙ୍କ ମଧ୍ୟରେ ବାକଯୁଦ୍ଧ ମଧ୍ୟରେ ଜଣେ ବିଜେପି ସାଂସଦ ଅମ୍ବାନୀ ଏବଂ ଆଦାନୀଙ୍କ ପରି ଶିଳ୍ପପତିଙ୍କୁ ‘ପୂଜା’ କରିବା କଥା କହିଛନ୍ତି। ବିଜେପି ସାଂସଦ ଜେ ଆଲଫୋନ୍ସ ରାଜ୍ୟସଭାରେ କହିଛନ୍ତି ଯେ!-->…
ଆଜି ଓଡ଼ିଶାରେ ଆଉ ୧୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୦ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୮ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍!-->…
କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ତଥା କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ଆଜି ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।
୧୯୯୫ ଓ ୨୦୦୦ ମସିହାରେ ରୋଶନୀ ସିଂଦେଓ ବିଧାୟିକା!-->!-->!-->…