ଆର ଏମ ସି ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ପଟ୍ଟନାୟକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ରାଉରକେଲା : ଓଡିଶା ମ୍ୟୁନିସିପାଲ କର୍ମଚାରୀ ମହାସଂଘ ଏବଂ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ପଟ୍ଟନାୟକଙ୍କୁ ୟୁନିୟନ ପକ୍ଷରୁ ଅବସରକାଳିନ ସମ୍ବର୍ଦ୍ଧନା ଦିଆ ଯାଇଛି । ଆଜି ସ୍ଥାନୀୟ ରାଉରକେଲା ମହାନଗର ନିଗମ କାର୍ଯ୍ୟଳୟ

ମୁସଲିମ ଦେଶମାନଙ୍କରେ ଲାଉଡସ୍ପିକରରେ ଆଜାନ ପାଇଁ ଅନୁମତି ନାହିଁ, ଭାରତରେ କାହିଁକି ବଜାଇବାକୁ ଅନୁମତି ମିଳୁଛି:…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମହାରାଷ୍ଟ୍ର ଏବଂ ମୁମ୍ବାଇର ମସଜିଦ ଉପରେ ଲଗାଯାଇଥିବା ଲାଉଡସ୍ପିକରରେ ଆଜାନକୁ ବିରୋଧ କରୁଥିବାରୁ ଏହାକୁ ନେଇ ବିତର୍କ ତୀବ୍ର ହୋଇଛି। ଏହି ସମୟରେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡ଼ୱାଲ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ

ଭାରତରେ ନିର୍ମାଣ ହେବ ଡ୍ରୋନ ଧ୍ବଂସକାରୀ ଅସ୍ତ୍ର 

ନୂଆଦିଲ୍ଲୀ : ଏଣିକି ଭାରତରେ ନିର୍ମାଣ ହେବ ଡ୍ରୋନ-ନିରୋଧୀ ସିଷ୍ଟମ । ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏହି ଟେକନଲୋଜୀର ବିକାଶ କରାଯାଇଛି । ଏହି ଟେକନଲୋଜୀକୁ ବ୍ୟବହାର କରି କେତେକ ଭାରତୀୟ କମ୍ପାନି ଡ୍ରୋନ-ନିରୋଧୀ ସିଷ୍ଟମ ନିର୍ମାଣ କରିବେ ।ଆଜି କେନ୍ଦ୍ର

ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କଲେ ଚୀନ୍‌ ଉପରେ ଲାଗୁ ହୋଇପାରେ କଟକଣା: ଆମେରିକାର ଚେତାବନୀ

ୱାସିଂଟନ୍‌: ୟୁକ୍ରେନ୍‌ ଯୁଦ୍ଧ ନିମନ୍ତେ ମସ୍କୋକୁ ଯୁଦ୍ଧ ଉପକରଣ ଯୋଗାଇଲେ ପରିଣାମ କ’ଣ ହେବ ତାହା ରୁଷ୍‌ ବିରୋଧରେ ଲାଗୁ ହୋଇଥିବା କଟକଣାରୁ ଚୀନ୍‌ ଭଲ ଭାବେ ବୁଝି ପାରୁଥିବ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଉପ-ବୈଦେଶିକ ସଚିବ ୱେଣ୍ଡି ସେର୍‌ମାନ୍‌

ଆକାରଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ପ୍ରତ୍ୟାହାର କର, କ୍ଷମା ମାଗ: କୋର୍ଟ

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ରେଗୁଲେସନ ଆକ୍ଟ ମାମଲାରେ ଫସିଥିବା ଆକାର ପଟେଲଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ପ୍ରତ୍ୟାହାର କରିବାକୁ ଦିଲ୍ଲୀର ରାଉଜ୍‌ ଆଭିନ୍ୟୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆମେରିକା ଯାତ୍ରା ଉପରେ ରୋକ ଲାଗିବା ପରେ ପଟେଲ କୋର୍ଟରେ ଦ୍ୱାରସ୍ଥ

ଦିନକ ଆଗରୁ ବନ୍ଦ ହେଲା ସଂସଦ, ବିରୋଧୀ ଅସନ୍ତୁଷ୍ଟ 

ନୂଆଦିଲ୍ଲୀ: ଦିନକ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ତୈଳଦର, ଦରଦାମ ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା ୫୭ କୋଟି ଟଙ୍କାର ଦୁର୍ନୀତି କଥା ଉଠାଇଥିଲେ। ଏହାକୁ

ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍‌ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ରୁଷ ଓ ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚି ଥିବା ବେଳେ ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରିଛି ଏୟାର ଇଣ୍ଡିଆ। ଏଥିପାଇଁ ବିମାନ ଉଡ଼ାଣକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଯେଉଁ

ଗୁଜୁରାଟ ହିମାଚଳ ଲାଗି ଆପ୍ ଲକ୍ଷ୍ୟ ରଖିଛି

ନୂଆଦିଲ୍ଲୀ: ପଞ୍ଜାବରେ ଆମଆଦମୀ ପାର୍ଟି(ଆପ) ଆଶା ଠାରୁ ଅଧିକ ସଫଳତା ପାଇଛି। ଆଗକୁ ଦଳର ଫୋକସରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ରହିଛି। ଆମେ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଦଳର ସ୍ଥିତି ଜାହରି ପାଇଁ ଲକ୍ଷ୍ୟ ରଖିଛୁ। ଏନଡିଟିଭିକୁ ସାକ୍ଷାତକାର ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ଆବାହକ

ସଡକ ଦୁର୍ଘଟଣା ରୋକିବା ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର…

ରାସ୍ତାର ପାରିପାର୍ଶ୍ବିକ ସ୍ଥିତିର ସୁଧାର ଏବଂ ଜନସଚେତନତା ହୋଇପାରିଲେ ଦୁର୍ଘଟଣାକୁ ଏଡାଇ ପାରିବା... ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ଠାରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ୍ ବିଭାଗ ଓ ପରିବହନ ବିଭାଗର ଅଧିକାରୀ

ଜମ୍ମୁ: ଏକାଧିକ ସ୍ଥାନରେ ଏନଆଇଏ ରେଡ୍‌

ଜମ୍ମୁ: ଜମ୍ମୁ କଶ୍ମୀରରେ ଏକାଧିକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଚଢ଼ାଉ କରିଛି । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା କିଛି ଯୁବକମାନଙ୍କୁ ନିଯୁକ୍ତି କରିବା ସୂଚନା ପାଇ ଏନ୍‌ଆଇଏ ରେଡ୍ କରିଛି । ଏନଆଇଏର ମୁଖପାତ୍ର କହିଛନ୍ତି ଯେ, କଶ୍ମୀରରି ୧୧ଟି ସ୍ଥାନରେ ରେଡ୍ କରାଯାଇଛି