ରୁଷିଆରୁ ତେଲ କିଣିବ ଭାରତ, ଅନୁମତି ଦେଲା ଆମେରିକା

ନୂଆଦିଲ୍ଲୀ: ରୁଷିଆରୁ ତେଲ କିଣିପାରିବ ଭାରତ । ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି । ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି । ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି କହିଛନ୍ତି, ବିଶ୍ୱ ବଜାରରେ ତେଲର ଯୋଗାଣ

୨୭ ମାର୍ଚ୍ଚରୁ ୨ ଏପ୍ରିଲ ସାତଦିନ ବ୍ୟାପି ବ୍ରହ୍ମପୁର ମହୋତ୍ସବ, ରାଜ୍ୟର ଅନ୍ୟତମ ଆକର୍ଷଣୀୟ ଉତ୍ସବ ଭାବେ ଆୟୋଜିତ…

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସଵ ବ୍ରହ୍ମପୁର ମହୋତ୍ସବ କୁ ପବିତ୍ର ଶ୍ରୀରାମ ନବମୀ ତଥା ୨୭ ମାର୍ଚ୍ଚ ରୁ ୨ ଏପ୍ରିଲ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆ ଠାରେ ଅଧିକ ଆକର୍ଷଣୀୟ କରି ଆୟୋଜନ କରିବା ସହ, ସ୍ଥାନୀୟ

ମାଲକାନଗିରିରେ ଆରମ୍ଭ ହେଲା ସାଇବର ଓ ଅର୍ଥନୈତକ ଅପରାଧ ଥାନା

ମାଲକାନଗିରି, ୬।୩ ମାଲକାନଗିରି ଜିଲ୍ଲା ରେ ସାଇବର ଓ ଅର୍ଥନୈତକ ଅପରାଧ ଥାନାର ଉଦ୍ଘାଟନ ହୋଇଯାଇଛି। ସାରା ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଏହି ଥାନାକୁ ଭିଡିଓ କଂଫରେନ୍ସ ଯୋଗେ ଉଦ୍ଘାଟନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ପୁରୁଣା ଥାନାରେ ଏହି ସାଇବର ଥାନାର

ଗେଟବଜାର ଓଭରବ୍ରିଜ୍ ନିର୍ମାଣ ପାଇଁ ବ୍ରହ୍ମପୁରରେ ବଡ଼ ପରିବର୍ତ୍ତନ: ଅନ୍ୟତ୍ର ଘୁଞ୍ଚିଲା ବସଷ୍ଟାଣ୍ଡ, ପ୍ରଥମ ଦିନରେ…

ବ୍ରହ୍ମପୁର: ଦିନେ ଯେଉଁଠି ଯାତ୍ରୀଙ୍କ ଗହଳି, ବସର କେଁ କଟର ଶବ୍ଦ ଏବଂ ହେଲପରଙ୍କ ଡାକରେ ପରିବେଶ ପ୍ରକମ୍ପିତ ହେଉଥିଲା, ଆଜି ସେଠାରେ ସ୍ତବ୍ଧତା। ବ୍ରହ୍ମପୁର ସହରର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ନୂତନ ବସଷ୍ଟାଣ୍ଡ ଏବେ ଖାଁ ଖାଁ। ସହରର ଟ୍ରାଫିକ ସମସ୍ୟା ଦୂର କରିବା ଏବଂ

ନିର୍ଦ୍ଧାରଣ ହେବ ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ମାଣ କ୍ଷେତ୍ରରେ ସାମଗ୍ରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ସାମଗ୍ରୀର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଥିବା

ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା : ୧୨ ଘଣ୍ଟିଆ ଶରଣକୁଳ ବନ୍ଦ

ନୟାଗଡ଼ : ନୟାଗଡ଼ ଜିଲ୍ଲାର ଅନ୍ୟତମ ସର୍ବପୁରାତନ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହାର ସମାଧାନ ପାଇଁ ବିଭିନ୍ନ ଦାବି ନେଇ ଶରଣକୁଳ ବିକାଶ ମଞ୍ଚ ତରଫରୁ ନୟାଗଡ଼ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ

ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

କୋରାପୁଟ : ଗତ ଛଅ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ସ୍ପର୍ଟସ କମ୍ପ୍ଲେକ୍ସ କୋରାପୁଟ ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚେୟାରପର୍ସନ କୋରାପୁଟ ମ୍ୟୁନିସିପାଲଟି, ଜିଲ୍ଲା କ୍ରୀଡା ଅଧିକାରୀ , ଯୋଗ ପ୍ରଶିକ୍ଷକ ସହ ବିଭିନ୍ନ ବର୍ଗର

କୋର୍ଟ ହତାରୁ କଏଦୀ ଫେରାର

ବାଲେଶ୍ୱର : କୋର୍ଟ ହତା ଭିତରୁ କଏଦୀ ଫେରାର । ବାଲେଶ୍ୱର କଷାଫଳ ମେରାଇନ ଥାନା ଅନ୍ତର୍ଗତ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ସେକ୍ ଇସ୍ତାଖାଦ୍ ଚମ୍ପଟ ମାରିଛି । ଅଭିଯୁକ୍ତକୁ ବାଲେଶ୍ଵର ଜେଲରୁ ଅଣାଯାଇଥିଲା । ପାଖାପାଖି ୧.୩୦ ରୁ ୨ ଟା ମଧ୍ୟରେ କୋର୍ଟ ପରିସରରୁ ଚମ୍ପଟ

ଲାଇନମ୍ୟାନଙ୍କୁ ସମ୍ମାନ; ଟିପିଏସ୍ଓଡିଏଲ୍ ତରଫରୁ ପାଳନ ହେଲା ଲାଇନମ୍ୟାନ୍ ଦିବସ

• ସମଗ୍ର ଦକ୍ଷିଣ ଓଡିଶାରେ ୫୫ତମ ଜାତୀୟ ସୁରକ୍ଷା ମାସ ଆରମ୍ଭ ବ୍ରହ୍ମପୁର, ମାର୍ଚ୍ଚ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଲାଇନମ୍ୟାନ୍ ଦିବସ ପାଳିତ। ଲାଇନମ୍ୟାନମାନଙ୍କ ତ୍ୟାଗ, ସାହସ ଏବଂ ସେବାକୁ ସମ୍ମାନ ଜଣାଇ କାର୍ଯ୍ୟକ୍ଷେତ୍ରର

ଜାଲିଆତି କରି ୪.୯୭ କୋଟି ଉଠାଇଲେ ଅବସରପ୍ରାପ୍ତ ଶିକ୍ଷକ

ଯାଜପୁର : କୋରାଇ ବିଇଓଙ୍କ ଅଫିସରେ ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଜାଲିଆତି କରି ୪.୯୭ କୋଟି ଉଠାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ । ଅଡ଼ିଟ୍ ରିପୋର୍ଟରେ ଦୁର୍ନୀତି ସ୍ପଷ୍ଟ ଜଣାପଡିବା ପରେ ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଶିକ୍ଷା ବିଭାଗର ସଚିବ ।