Sign in
Sign in
Recover your password.
A password will be e-mailed to you.
କଫ୍ ସିରଫ ଚାଲାଣ ବେଳେ ଜଣେ ଗିରଫ, ୧୨୮୦ ବୋତଲ ଜବତ
ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ ।
ଜବତ!-->!-->!-->…
ହିଞ୍ଜିଳିକାଟୁ ପୌରପରିଷଦର ପ୍ରଥମ ସାଧାରଣ ବୈଠକ – ପାନୀୟ ଜଳ, ସହରର ବିକାଶ ସହ ଲୋକଙ୍କ ମୌଳିକ ସମସ୍ୟାକୁ…
ହିଞ୍ଜିଳିକାଟୁ (୧୩।୫) : ହିଞ୍ଜିଳିକାଟୁ ପୌରପରିଷଦ ସଭାଗୁହରେ ହିଞ୍ଜିଳିକାଟୁ ପୌରପରିଷଦ ନବନିର୍ବାଚିତ ଅଧ୍ୟକ୍ଷ ସୁଵାସ ପଲେଈ ଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ପୌରପରିଷଦ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ!-->!-->!-->…
ଟ୍ରକ୍ ଲୁଟ୍ ଉଦ୍ୟମ, ୭ ଡକାୟତ ଗିରଫ
ଖୋର୍ଦ୍ଧା: ଗତକାଲି ରାତିରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡ଼ର ଖୋର୍ଦ୍ଧା-ଜଟଣୀ ବାଇପାସ୍ ନିକଟରେ ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଡକାୟତ ଗ୍ୟାଙ୍ଗର ୭ଜଣ ସଦସ୍ୟ ପୁଲିସ ହାତରେ ଧରାପଡ଼ିଛନ୍ତି ।
ସୂଚନାନୁସାରେ, ଗତକାଲି ଭୋର!-->!-->!-->…
ଜାତିଗତ ପ୍ରମାଣ ପତ୍ର ଭେରିଫିକେସନ କରିବା ଅବହେଳା, ଛାତ୍ରଛାତ୍ରୀ ସମେତ ଅଭିଭାବକ ହନ୍ତସନ୍ତ
ଦାରିଙ୍ଗବାଡ଼ି, (୧୩/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ ଅଧୀନରେ ୭ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି। ଏହି ତହସିଲ ଅଧିନସ୍ତ ଆର ଆଇ ବାବୁ ମାନେ, ଛାତ୍ରଛାତ୍ରୀ ଆପ୍ଲାଇ କରିଥିବା ଜାତିଗତ ପ୍ରମାଣ ପତ୍ର ଭେରୀଫିକେସନ କରି ସୂଚନା ଦେବାରେ ଅବହେଳା କରୁଥିବାରୁ, ତହସିଲ!-->…
ବାଇକ ଦୁର୍ଘଟଣାରେ ସାଂସଦ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ଦେହାନ୍ତ
ଦାରିଙ୍ଗବାଡ଼ି, ୧୩/୦୫ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କାମ୍ବାଏଜୁ ଛକରେ ମୋଟର ସାଇକେଲ ଦୁର୍ଘଟଣାରେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ମୃତ୍ୟୁ ଘଟିଛି l ସୂଚନା ପ୍ରକାରେ ଗତକାଲି ରାତିରେ କ୍ଷେତ୍ରୀବଳ ନାୟକ ନିଜ ଘର!-->!-->!-->…
ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ୨୩୬ ସିସିଟିଭି କ୍ୟାମେରା ଲାଗିବ। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି କ୍ୟାମେରା। ଆଜି ସିସିଟିଭି ଲାଗିବା ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ!-->…
୧୦ ଲକ୍ଷ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭିଜିଲାନ୍ସ ଅଧିକାରୀ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ୟୁନିଟର ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ । ସରକାରୀ ଅଧିକାରୀଙ୍କ ବିରୋଧରେ ଥିବା ମାମଲା!-->…
ଆପାର୍ଟମେଣ୍ଟ୍ ମାଲିକାନା ମାମଲା: ଫ୍ଲାଟ୍ କିଣାବିକା ଉପରେ ହାଇକୋର୍ଟଙ୍କ ରୋକ୍
କଟକ: ଫ୍ଲାଟ୍ ମାଲିକାନା (ଓନର୍ସିପ୍)କୁ ନେଇ 'ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି(ରେରା)' ଗୋଟେ କଥା କହୁଥିଲାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ 'ଆପାର୍ଟମେଣ୍ଟ ଓନରସିପ୍ ଆଇନ' ଆଉ ଗୋଟେ କଥା କହୁଛି ।
ତେଣୁ ଫ୍ଲାଟ୍ର ଜାଗାକୁ ନେଇ ବିବାଦର ସମାଧାନ ହୋଇପାରୁନାହିଁ । ଏହି!-->!-->!-->…
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ଥିବା ଆସନ ପାଇଁ ଉପନିର୍ବାଚନ ହେବ। ଉପନିର୍ବାଚନ ପାଇଁ ମେ ୨୬ ରୁ ଜୁନ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ଜୁନ ୩ରେ ନାମାଙ୍କନ ଯାଞ୍ଚ ସହ ୬ ପର୍ଯ୍ୟନ୍ତ ନାମାଙ୍କନ!-->…
୪୩ ବର୍ଷ ପରେ ଭାରତ ଥମାସ କପ୍ ସେମିରେ, ଉବେର କପ୍ରୁ ବିଦାୟ
ବ୍ୟାଙ୍କକ୍: ଭାରତ ୪୩ ବର୍ଷ ପରେ ଥମାସ କପ୍ ପୁରୁଷ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରି ପଦକ ନିଶ୍ଚିତ କରିଛି। ଗୁରୁବାର କଡ଼ା ସଂଘର୍ଷପୂର୍ଣ୍ଣ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ଭାରତ ୩-୨ରେ ମାଲେସିଆକୁ ମାତ୍ ଦେଇ ଅତି କମ୍ରେ କାଂସ୍ୟ ପଦକକୁ ପକ୍କା!-->…