Sign in
Sign in
Recover your password.
A password will be e-mailed to you.
ମୋଦି @୨୦ ଡ୍ରିମସ୍ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣ କଲେ ଗୃହ ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର: ମୋଦି@୨୦ ପୁସ୍ତକର ଓଡିଶା ଚାପ୍ଟର ଲୋକାର୍ପଣ ହୋଇଛି । ଏହାକୁ ଭୁବନେଶ୍ୱରରେ ଲୋକାର୍ପଣ କଲେ ଗୃହ ମନ୍ତ୍ରୀ ଅମିତ ଶାହ । ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କହିଲେ ଶାହ । ଜଣେ ବ୍ୟକ୍ତି ଯିଏ ୱାର୍ଡମେମ୍ବର, ସରପଞ୍ଚ ନିର୍ବାଚନ ବି ଲଢିନଥିଲେ ।
!-->!-->!-->…
ଗଣମାଧ୍ୟମ କୌଣସି ପ୍ରକାର ଭୟ ନରଖି ନିଜ କାର୍ଯ୍ୟ ସମ୍ପାଦନ କରିବା ଉଚିତ: ମୁଖ୍ୟମନ୍ତ୍ରୀ
ଓଡ଼ିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ!-->…
ଜିଏସ୍ଟି ଅତିରିକ୍ତ କମିଶନରଙ୍କ ଅଚଳାଚଳ ସମ୍ପତ୍ତି, ଭିଜିଲାନ୍ସ ର ଚଢ଼ଉ
ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଲାଗିଛି ଜିଏସ୍ଟି ଅତିରିକ୍ତ କମିଶନରଙ୍କ ଅଚାଳାଚଳ ସମ୍ପତ୍ତି। ଯାହା ପରେ ଚର୍ଚ୍ଚାକୁ ଆସିଛନ୍ତି ବାଣିଜ୍ୟକର ଓ ଜିଏସଟି ବିଭାଗ, କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ପିୟୁଷକାନ୍ତ ପାଣି। ସେ ଆୟବର୍ହିଭୂତ ସମ୍ପତ୍ତି ଠୁଅ କରିଥିବା ଅଭିଯୋଗ ଆଧାରରେ ଆଜି!-->…
ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ, ଅଗଷ୍ଟ ୧୧ରୁ ୧୫ ତାରିଖ ଯାଏଁ କରିପାରିବେ ଆବେଦନ
ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୧୧ରୁ ୨୫ ତାରିଖ ଯାଏଁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିପାରିବେ । ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟର ମେଧା ତାଲିକା । ସେପ୍ଟେମ୍ବର ୨ରୁ ୫ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ!-->…
ଶ୍ରୀକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଲା ପାଟ ରାକ୍ଷୀ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ। ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ତୁଳସୀକ୍ଷେତ୍ରର ବଡଠାକୁର ତଥା ବଡଭାଇ ଶ୍ରବଳଦେବଜୀଉଙ୍କ ପାଇଁ ଆସିଛି ପାଟରାକ୍ଷୀ।!-->…
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ପାସ ହାର ୮୨.୧୦ ପ୍ରତିଶତ
ଭୁବନେଶ୍ବର: ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି। ୨ ଲକ୍ଷ ୮ ହଜାର ୬୩୧ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ କଳାରେ ୯୦ ହଜାର ୨୦୭ ଛାତ୍ର ପରୀକ୍ଷା ଦେଇଥିବା!-->…
JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶା
ଭୁବନେଶ୍ବର: ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ । ଜେଇଇ ଅଫିସିଆଲ ଓ୍ବେବସାଇଟରେ ଛାତ୍ରଛାତ୍ରୀଙ୍କ ସ୍କୋରକାର୍ଡ ଲିଙ୍କ ଆକ୍ଟିଭ ହୋଇଛି । ଚଳିତବର୍ଷ ୪୪୦ ସହରର ୬୨୨ ସେଣ୍ଟରରେ ପରୀକ୍ଷା ହୋଇଥିଲା । ୧୩ଟି ଭାଷାରେ ୫ ଲକ୍ଷ ୪୦ ହଜାର ୨୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଦେଶରେ ୧୭ ଟି!-->…
ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ
ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ସାହୁଙ୍କ ପିତା ବଳରାମ ସାହୁ ଙ୍କ ୯୨ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି | ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗ ଦ୍ଵାର କରାଯିବ l ସୂଚନା ଥାଉକି ସ୍ବର୍ଗତ ବଳରାମ ସାହୁ ଭାରତୀୟ ସେନାରେ ଜଣେ ଅବସରପ୍ରାପ୍ତ ସୈନିକ, ସେ ୧୯ ୬୨ ମସିହା ଭରତ ଓ ଚୀନ!-->…
ମଙ୍ଗଳବାରଠୁ କଂଗ୍ରେସର ପଦଯାତ୍ରା
ଭୁବନେଶ୍ୱର: ଦେଶ ସ୍ବାଧୀନତାର ୭୫ବର୍ଷ ପୂରୁଥିବାରୁ ମଙ୍ଗଳବାରଠାରୁ କଂଗ୍ରେସ ପ୍ରତି ଜିଲାରେ ୭୫ କିଲୋମିଟର ପଦଯାତ୍ରା କରିବ। ଏହି ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ ବୋଲି ଜଣାପଡିଛି। ଭୁବନେଶ୍ବର ପଟିଆରୁ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ। ତେବେ!-->…
ଦାରିଙ୍ଗବାଡ଼ିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ଦାରିଙ୍ଗବାଡ଼ି(୮/୮) : କନ୍ଧମାଳ ଜିଲ୍ଲାରେ ନୂତନ କରି ଜିଲ୍ଲାପାଳ ଭାବେ ଆଶିଷ ଇଶ୍ୱର ପାଟିଲ କାର୍ଯ୍ୟଭାର ଗ୍ରହଣ କଲାପରେ ପ୍ରଥମ କରି ଆଜି ଦାରିଙ୍ଗବାଡ଼ିରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ବ୍ଳକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ବ୍ଳକର ୨୫ଟି ଗ୍ରାମ!-->!-->!-->…