Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ASI ର ୪ ଜଣିଆ ଟିମ୍
ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ଏଏସଆଇର ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ସ୍ଥିତି ଯାଞ୍ଚ କରିବାକୁ ଏଏସଆଇ ସୁପରିଟେଣ୍ଡେଣ୍ଟ ପ୍ରକଳ୍ପ ସ୍ଥଳରେ ବୁଲିଛନ୍ତି । ପ୍ରକଳ୍ପ ସ୍ଥଳ ବୁଲିଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ!-->…
ନ୍ୟାୟ ଦାବିରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପରେ ଆତ୍ମାହୁତି ଉଦ୍ୟମ
ଭଦ୍ରକ: ନ୍ୟାୟ ଦାବିରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କଲେ ଅଗ୍ନିବିପନ୍ନ ପରିବାର। ଗତ ଏପ୍ରିଲ ମାସ ୧୪ ତାରିଖ ଦିନ ଭଦ୍ରକ ଗବସାହିର ସୁଦର୍ଶନ ଦାସଙ୍କ ଘର ପୋଡି ପାଉଁଶ ହୋଇଯାଇଥିଲା। ପଡୋଶୀ ଘର ଲୋକେ ତାଙ୍କ ଘରେ ନିଆଁ ଲଗାଇଦେଇଥିବା ସୁଦର୍ଶନ ଅଭିଯୋଗ କରିଥିଲେ।!-->…
ପ୍ରଧାନମନ୍ତ୍ରୀ ମୋଦୀ ନିଜ ଲାଭ ପାଇଁ କଶ୍ମୀରୀ ପଣ୍ଡିତମାନଙ୍କୁ ବ୍ୟବହାର କରୁଛନ୍ତି: ମୃତ କଶ୍ମୀରୀ ପଣ୍ଡିତଙ୍କ ପତ୍ନୀ
ଶ୍ରୀନଗର: ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍ଦାର୍ଙ୍କ ଅଫିସ୍ରେ ବଳପୂର୍ବକ ପ୍ରବେଶ କରି କଶ୍ମୀରୀ ପଣ୍ଡିତ ରାହୁଲ୍ ଭଟଙ୍କୁ ହତ୍ୟା କରିଥିଲେ। କଶ୍ମୀରୀ ପଣ୍ଡିତଙ୍କ ଥଇଥାନ ନେଇ ଦାବି କରାଯାଉଥିବା ବେଳେ ଏଭଳି କଶ୍ମୀରୀ ପଣ୍ଡିତଙ୍କୁ!-->…
ଆସନ୍ତା ୨୧ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ଏ ନେଇ ବୋର୍ଡ଼ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି। ବୋର୍ଡ଼ର ଉପସଭାପତିଙ୍କ କହିବା ଅନୁଯାୟୀ, ରାଜ୍ୟର!-->…
ହେଲିକପ୍ଟର ଦୁର୍ଘଟଣାରେ ଓଡିଆ ପାଇଲଟ୍ ଙ୍କ ନିଧନ
ରାୟପୁର/ସମ୍ବଲପୁର: ରାୟପୁରରେ ହେଲିକପ୍ଟର ଦୁର୍ଘଟଣା ଘଟଣା ।ଛତିଶଗଡ଼ ରାୟପୁରରେ ହେଲିକପ୍ଟର ଅବତରଣ କରିବାବେଳେ ଲାଗିଥିଲା ନିଆଁ । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଦୁଇ ପାଇଲଟଙ୍କୁ ସ୍ଥାନୀୟ ରାମକ୍ରିଷ୍ଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା!-->…
ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟ୍ବିଟର୍ ଆକାଉଣ୍ଟ୍ ସଚଳ କରିବାକୁ ଚାହାନ୍ତି ନୂଆ ମାଲିକ ଏଲନ ମସ୍କ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟ୍ବିଟର୍ ଆକାଉଣ୍ଟ୍ ବ୍ୟାନ୍ ହୋଇ ସାରିଥିବା ବେଳେ ଏହାକୁ ରିଷ୍ଟୋର୍(ପୁଣି ଥରେ ଚଳାଇବାକୁ) ଇଚ୍ଛା ପ୍ରକାଶ କରିଛନ୍ତି ଟ୍ବିଟର୍ର ନୂଆ ମାଲିକ ଏଲନ୍ ମସ୍କ। କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ!-->…
ଝିଅ ବାହାଘର ବେଳେ ମାଆକୁ ନିର୍ମମ ହତ୍ୟା
ବରଗଡ଼: ଝିଅ ବାହାଘର ଚାଲିଥିବା ବେଳେ ମାଆକୁ ନିର୍ମମ ହତ୍ୟା ଅଭିଯୋଗ। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଝିଅ ବାହାଘର ଚାଲିଥିବା ସମୟରେ ମା'ଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ମହିଳା ହେଲେ ଆଶାକର୍ମୀ କିଶୋରୀ ତାଣ୍ଡି ।!-->…
କଶ୍ମୀରରେ ୩ ସରକାରୀ କର୍ମଚାରୀ ବହିଷ୍କୃତ : ସରକାରଙ୍କଠାରୁ ଦରମା ନେଉଥିଲେ କିନ୍ତୁ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ
ଶ୍ରୀନଗର : ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ତିନିଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜମ୍ମୁ ଓ କଶ୍ମୀର ସରକାର । ସେମାନେ ହେଲେ ଅଲତାଫ୍ ହୁସେନ ପଣ୍ଡିତ୍, ମହମ୍ମଦ ମକବୁଲ ହଜାମ ଓ ଗୁଲାମ ରସୁଲ ।ପଣ୍ଡିତ୍ କଶ୍ମୀର ବିଶ୍ବ ବିଦ୍ୟାଳୟରେ କେମିଷ୍ଟ୍ରି!-->…
ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ଭୁୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ମୁତାବକ ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନାଁ କିଶନ ଅଗ୍ରୱାଲ ହୋଇଥିବା ବେଳେ ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି ।
!-->!-->!-->…
ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ନବ ବିବାହିତ ଡାକ୍ତରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର ହେଲା ସୁଶିଲ ସାହୁ ନାମକ ଜଣେ ନବ ବିବାହିତ ଡାକ୍ତରଙ୍କ ମୃତଦେହ । ତେବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ସତ୍ଯାସତ୍ଯ ଜାଣିବା ନେଇ ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ, ସୁଶିଲ ସାହୁ ଏକ!-->!-->!-->…