ମାନସ ସ୍ବାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ନ୍ୟୁଜ ଅଫିସ୍‌ ସିଲ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ନ୍ୟୁଜ ଅଫିସକୁ ପୋଲିସ ସିଲ୍‌ କରିଛି । ତାଙ୍କ ଅଫିସ ରେଡ୍‌ କରି ୨ଟି କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଗୋଟାଏ କ୍ୟାମେରା ସେଟ୍‌ ପୋଲିସ ଜବତ

ପ୍ରାର୍ଥୀଙ୍କ ସ୍ୱାମୀ ଟଙ୍କା ବାଣ୍ଟି ଅଟକ, ୨୫ ହଜାରରୁ ଅଧିକ ଟଙ୍କା ଜବତ

ଭଦ୍ରକ ୨୪।୦୩ : ନିର୍ବାଚନ ପାଇଁ ଟଙ୍କା ବଣ୍ଟା ଅଭିଯୋଗ । ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧୀନ

ଭୋଟ ଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର : ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍‌ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ବଲାଙ୍ଗୀର ପରାଞ୍ଚଳର ଲକ୍ଷ୍ମୀନାରାୟଣପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ

ଚାଲିଚାଲି ଯାଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏମସିର ୫୩ ନଂ ୱାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭୋଟ୍‌ କେନ୍ଦ୍ରକୁ ପାଦରେ ଚାଲିଚାଲି ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଭୋଟଦାନ ପାଇଁ

‘ଦି କାଶ୍ମୀର ଫାଇଲ୍ସ’ ଦେଖିବା ପରେ କାଶ୍ମୀରବାସୀଙ୍କୁ ରୁମ୍ ଦେବାକୁ ମନା କଲେ ହୋଟେଲ ମାଲିକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ଜଣେ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କୁ ରୁମ୍ ଦିଆଯାଉ ନଥିବା ଭାଇରାଲ ଭିଡିଓରେ ଦାବି କରାଯାଉଛି । କେବଳ ସେତିକି ନୁହେଁ ଭିଡ଼ିଓରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଦିଲ୍ଲୀରେ ଏହି ହୋଟେଲରେ ଜମ୍ମୁ

IPL ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ମୁମ୍ବାଇ: ଆଉ ଦିନକ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ । ଆଇପିଏଲ୍ ଆରମ୍ଭ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦେଖା ଦେଇଛି । ମୁମ୍ବାଇ ପୋଲିସ ଆଇପିଏଲ୍ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଆଲର୍ଟ ଜାରି କରିଛି । ଏଟିଏସ୍ ପଚରାଉଚରା କରିବା ବେଳେ ଗିରଫ ଆତତଙ୍କବାଦୀ

ଆରପାରିରେ ଅଭିନେତା ଅଭିଷେକ ଚାଟାର୍ଜୀ

କୋଲକାତା: ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଦେହାନ୍ତ ହୋଇଛି । ବିଗତ କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ । ଅଭିଷେକ ଚାଟାର୍ଜୀ, ପ୍ରସନ୍ନଜିତ୍ ଚାଟାର୍ଜୀ ଓ ସନ୍ଧ୍ୟା ମୁଖାର୍ଜୀଙ୍କ ସହ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।

ପରୀକ୍ଷା ସହ ହିଜାବର କୌଣସି ସମ୍ପର୍କ ନାହିଁ, ତରବର ହୁଅ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ହିଜାବ ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କଲେ ସୁପ୍ରିକୋର୍ଟ। କର୍ଣ୍ଣାଟକ ହିଜାବ ମାମଲାରେ ଶୁଣାଣି ଲାଗି ତୁରନ୍ତ ତାରିଖ ଧାର୍ଯ୍ୟ କରିବାକୁ ମନା କାରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାୟଳ। କୋର୍ଟ କହିଛନ୍ତି ଯେ, ଠିକ୍‌ ସମୟରେ ମାମଲାର ଶୁଣାଣି ହେବ। ଆବେଦନକାରୀଙ୍କ

ଦିଲ୍ଲୀ ଦଙ୍ଗା ମାମଲା, ଉମର ଖାଲିଦଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଜେଏନ୍‌ୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ବଡ ଝଟ୍‌କା। ଦିଲ୍ଲୀର କଡକଡଡୁମା କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ୟୁପିପିଏ ଅଧୀନରେ ଉମର ଖାଲିଦଙ୍କୁ ପୁଲିସ ଗିରଫ କରିଥିଲା। ଏହି ମାମଲାରେ ଦିଲ୍ଲୀ ପୁଲିସ ଉମର ଖାଲିଦଙ୍କୁ ମୁଖ୍ୟ

ଥମୁନି ହିଂସା, ପୁଣି ଆଉ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ଦୁଇ ଦିନ ପୂର୍ବେ ବୀରଭୂମିରେ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା ପରେ ୮ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିବ ଘଟଣା ସାମ୍ନାକୁ ଆସିଥିଲା। ଏହି ହିଂସା ନିଆଁ ଥଣ୍ଡା ନପଡିଥିବା ବେଳେ ଏବେ ଆଉ ଜଣେ ଟିଏମ୍‌ସି ନେତାଙ୍କୁ ଏଠାରେ