Sign in
Sign in
Recover your password.
A password will be e-mailed to you.
ଯୋଗଗୁରୁ ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ନମ୍ରତା ଏବେ ଚର୍ଚ୍ଚାରେ
ନୂଆଦିଲ୍ଲୀ: ବୟସ କିମ୍ବା ପଦବୀ ମଣିଷକୁ ବଡ଼ କରେନି । ବଡ଼ ବୋଲି ପରିଚିତ ଦିଏ ନମ୍ରତା ଏବଂ ସରଳତା । ସେହ ସରଳତା ପାଇଁ ଆଜି ଚର୍ଚ୍ଚାରେ ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ । ନିଜର କର୍ମ ତପ୍ତର ପ୍ରତିଭା ଏବଂ ପରକାଷ୍ଠାର ପୁରସ୍କାର ପାଉଥିବା ସ୍ୱାମୀ ଶିବାନନ୍ଦ ସଭିଙ୍କୁ ସ୍ତମ୍ଭୀଭୁତ!-->…
ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ନୂଆଦିଲ୍ଲୀ
ନୂଆଦିଲ୍ଲୀ: ଭାରତର ରାଜଧାନୀ ନୂଆଦିଲ୍ଲୀ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର । ଲଗାତାର ଦ୍ୱିତୀୟ ବର୍ଷରେ ଭାରତର ରାଜଧାନୀ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ଲିଷ୍ଟରେ ଶୀର୍ଷରେ ରହିଛି । ବାଂଲାଦେଶର ରାଜଧାନୀ ଢାକା ଦ୍ୱୀତୟ ସ୍ଥାନରେ, ଆଫ୍ରିକାନ ଦେଶ ଚାଡ଼ର ରାଜଧାନୀ!-->…
କରୋନାର କୌଣସି ପ୍ରବାହ ଆସିଲେ ଭାରତ ଉପରେ ପଡ଼ିବନି ପ୍ରଭାବ
ନୂଆଦିଲ୍ଲୀ: ପୁଣି କାୟା ମେଲାଉଛି କରୋନା । ଦକ୍ଷିଣ-ପୂର୍ବ ଏସିଆ ସମେତ କିଛି ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି କଣ ଭାରତ ବି କରୋନାର ନୂଆ ପ୍ରବାହକୁ ସାମ୍ନା କରିବ ? କାରଣ ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲା ୨ ହଜାର ଭିତରେ ରହିଛି । କରୋନାର ତୃତୀୟ!-->…
ସୌର ମଣ୍ଡଳ ବାହାରେ ରହିଛି ପୃଥିବୀ ଭଳି ୫୦୦୦ରୁ ଅଧିକ ରହସ୍ୟମୟ ‘ଦୁନିଆ’ : ନାସା
ୱାଂଶିଟନ୍: ବ୍ରହ୍ମାଣ୍ଡରେ କଣ ଆମେ ଏକା ଅଛେ ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରେ । ଅନେକ ସମୟରେ ଏଲିୟନ୍ସକ ଉପସ୍ଥିତିକୁ ନେଇ ବି ବେଶ୍ ରୋଚକ ତଥ୍ୟ ଆସିଛି । ଏବେ ବୈଜ୍ଞାନିକ ଏମିତି ଗ୍ରହର ସନ୍ଧାନ କରିଛନ୍ତି ଯାହା ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛନ୍ତି ଏବଂ ଅରବ କିଲୋମିଟର ଦୂରରେ!-->…
ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସେନ୍ସୋଡାଇନକୁ ୧୦ ଲକ୍ଷ ଜୋରିମାନା
ନୂଆଦିଲ୍ଲୀ: ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ହଟାଇବା ସହ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି Central Consumer Protection!-->…
ଉଦ୍ଧବ ଠାକରେଙ୍କ ଶଳାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶଳାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିଛି। ଗୋଟିଏ ମନି ଲଣ୍ଡରିଂ ମାମଲାରେ ଇଡି ଏପରି ରେଡ୍ କରି ୬.୪୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହାର ଦୁଇ ସପ୍ତାହ ପୂର୍ବରୁ ଇଡି ପକ୍ଷରୁ ଉଦ୍ଧବ!-->…
ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାରରୁ ଅଧିକ ସୈନ୍ୟ ହରାଇଲାଣି
ମସ୍କୋ: ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାର ସୈନ୍ୟ ହରାଇଛି। ରୁଷ ସରକାରଙ୍କ ସମର୍ଥିତ ଗୋଟିଏ ଗଣମାଧ୍ୟମ ଏ ସମ୍ପର୍କରେ ଖବର ପ୍ରକାଶ କରିଛି। ତେବେ ରିପୋର୍ଟ ପ୍ରକାଶ ପାଇବାର କିଛି ସମୟ ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।ହେଲେ ରିପୋର୍ଟ ପ୍ରତ୍ୟାହାର!-->…
ଲୋକସଭାରୁ ଇସ୍ତଫା ଦେଲେ ଅଖିଲେଶ
ଲକ୍ଷ୍ନୌ: ଲୋକସଭାରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ଅଖିଳେଶ ରାମ ଗୋପାଳ ଯାଦବଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ ଯେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ କରହଲ!-->…
ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ କର୍ମଶାଳା
ଫୁଲବାଣୀ : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ନିଉଷ୍ଟେସନ ଇଣ୍ଟେରନେସନାଲ ତଥା ବିଶ୍ୱ ନେଟୱର୍କ ଓଡ଼ିଶାର ମିଳିତ ସହାୟତାରେ କନ୍ଧମାଳ ସ୍ଥିତ ଜିଲ୍ଲା ପରିଷଦ ଭବନ ଠାରେ ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲା ସ୍ଥରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲାର ମୁଖ୍ୟ!-->…
ରାଜ୍ୟପାଳଙ୍କ ଆଦିଭୂମି ବଣ୍ଡା ଭୂମି ସୀତାକୁଣ୍ଡ ତୀର୍ଥସ୍ଥଳୀ ଗସ୍ତ
ମାଲକାନଗିରି : ମାଲକାନଗିରି ଖଇରପୁଟ, ରାଷ୍ଟ୍ରୀୟ କବି ସଂଗମ, ନୂଆଦିଲ୍ଲୀ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଶାଖା (ଓଡିଶା)ପକ୍ଷରୁ ଆୟୋଜିତ ରାମ ବନଗମନ ଆଧ୍ୟାତ୍ମିକ ଯାତ୍ରା ପରିପ୍ରେକ୍ଷୀରେ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି ର ପବିତ୍ର ଭୂମି ମୁଦୁଲିପଡ଼ାର ସୀତାକୁଣ୍ଡ ଠାରେ!-->!-->!-->…