Sign in
Sign in
Recover your password.
A password will be e-mailed to you.
ଜନବହୁଳ ପୃଥିବୀ ଜଳ ବିହୁନ ନ ହେଉ !
ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ
ଆମ ପାଇଁ ସମୟ ର ଆହ୍ବାନ । ଜଳ କ୍ଲିଷ୍ଟ ଜୀବନ ସମ୍ପର୍କ ରେଦୈନିକ ଦୁନିଆ ରେ ଜଳ ଅଭାବ ଜନିତ ଅନେକ ଙ୍କ କାହାଣୀ ଶୁଣି ଆସୁଛି। ବିଶୁଦ୍ଧ ଜଳ ପାଇଁ ସଂଘର୍ଷ ଲାଗି ପୃଥିବୀ ବାସୀ ଙ୍କ ପାଇଁ ଅନେକ ଆହ୍ବାନ ଆଗକୁ ଆସିବା ସଂକେତ ମିଳିଲାଣି। ଜନ ବହୁଳ!-->!-->!-->!-->!-->…
ସ୍ୱାମୀ ପରିତ୍ୟକ୍ତା ମାଳତୀ, ଆବାସ ଯୋଜନାରେ ଘରଟିଏ ପାଇବାରୁ ବଞ୍ଚିତ
ଦାରିଙ୍ଗବାଡି (୨୨/୦୩) : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ମହକୁମାର ସ୍ୱାମୀ ପରିତ୍ୟକ୍ତା ମାଳତୀ ମଲିକ ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେବି ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନାରେ ଘରଟିଏ ନପାଇ, ହତାଶ ଓ ନିରାଶର ସହିତ ଝାଟି ମାଟିର କୁଡ଼ିଆ ଘରେ ଚଳି!-->!-->!-->…
ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି, ବିଡ଼ିଓଙ୍କୁ ଅଭିଯୋଗ କଲେ ପରପଙ୍କା ଗ୍ରାମବାସୀ
ଦାରିଙ୍ଗବାଡ଼ି(୨୨/୦୩) : ମନରେଗା ଯୋଜନାରେ ଦିନକୁ ଦିନ ଦୁର୍ନିତ ବଢ଼ିବାରେ ଲାଗିଛି। ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଦୁର୍ନୀତି କମିବାର ନାଁ ଧରୁନାହିଁ। କିନ୍ତୁ ବିଭାଗୀୟ ଅଧିକାରୀ ସବୁ ଜାଣିଶୁଣି ଚୁପ। ଏଭଳି ଏକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଦାରିଙ୍ଗବାଡ଼ି!-->!-->!-->…
ଶିଶୁମିତ୍ର ପଞ୍ଚାୟତ ଗଠନ ଉପରେ ଗୁରୁତ୍ଵ ଦେଲେ ଜିଲ୍ଲାପାଳ
ନବରଙ୍ଗପୁର (୨୨ / ୦୩) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ!-->!-->!-->…
ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦ୍ଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର
ନବରଙ୍ଗପୁର : ଓଡ଼ିଶାର ୩୦ ଟି ଜିଲ୍ଲା ସହ ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ର ଶୁଭ ଉଦଘାଟନ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁଆଲ) ଜରିଆରେ କରିଛନ୍ତି । ଜିଲ୍ଲା!-->!-->!-->…
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଡାକ୍ତରଖାନାରୁ ବାହାରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗିରଫ ପରେ ବିଧାୟକଙ୍କୁ ଅଦାଲତରେ ହାଜର କରାଯାଇଛି।
ସୂଚନାଯୋଗ୍ୟ, ଗତ!-->!-->!-->…
ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୪ ସପ୍ତାହ ଭିତରେ କୋର୍ଟରେ ହାଜର ହୁଅ
କଟକ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଝଟ୍କା । ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । କୋର୍ଟରେ ହାଜର ହେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ତେବେ ଆଜି ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ!-->…
ଆଜି ରାଜ୍ୟରେ ୮୩ଜଣ କରୋନାରୁ ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ କୋରାପୁଟ ଜିଲ୍ଲାରୁ ସର୍ବାଧିକ ୧୩ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ!-->…
ସମ୍ରେ ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର
ଭୁବନେଶ୍ୱର ୨୨/୦୩: ସମ୍ ହସ୍ପିଟାଲ୍ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ'ମାସର ଶିଶୁ ପୁତ୍ରଟି ହୃଦ୍ ପଲ୍ମୁନାରୀ ଭାଲ୍ଭ ଷ୍ଟେନୋସିସ୍ ପୀଡିତ ଥିବାବେଳେ!-->…
ତୃତୀୟ ଶ୍ରେଣୀ ପିଲାଙ୍କ ଭାଷା ଓ ଗଣିତ ଶିକ୍ଷଣସ୍ତର ସର୍ବେକ୍ଷଣ କରାଯିବ
ଭୁବନେଶ୍ୱର: ଆସନ୍ତା ୨୩ ମାର୍ଚ୍ଚ ୨୦୨୨ ତାରିଖଠାରୁ ତୃତୀୟ ପଢ଼ୁଥିବା ପିଲାମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଶିକ୍ଷଣରସ୍ତର ନିର୍ଦ୍ଧାରଣ ନିମନ୍ତେ ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ ଏବଂ ଭାରତ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଶିକ୍ଷକ!-->…