Sign in
Sign in
Recover your password.
A password will be e-mailed to you.
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ
ସଫଳ ସରପଞ୍ଚମାନେ ସମ୍ବର୍ଦ୍ଧିତ
ମାଲକାନଗିରି : ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଗ୍ରାମୀଣ ସ୍ୱୟଂ ଶାସନ ଏବଂ କ୍ଷମତାର ବିକେନ୍ଦ୍ରୀକରଣକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ!-->!-->!-->…
ଖରା ଛୁଟିରେ ଅନଲାଇନ୍ କ୍ଲାସ୍ ପାଇଁ ରୋଡ୍ ମ୍ୟାପ୍ , DEOମାନଙ୍କୁ ନେଇ OSCPCR ର କର୍ମଶାଳା
ଭୁବନେଶ୍ୱେର : ଖରା ଛୁଟି ଘୋଷଣା ହେଲା । ଚାଲିବ ଅନଲାଇନ କ୍ଲାସ । ଅନଲାଇନ କ୍ଲାସ୍ ବେଳେ ପିଲା କିପରି ସୁରକ୍ଷିତ ରହିବେ ଏବଂ ଇଣ୍ଟରନେଟ ଜରିଆରେ ଅପରାଧର ଶିକାର ନହେବେ ତାକୁ ନେଇ ଆରମ୍ଭ ହୋଇଛି କର୍ମଶାଳ । ସମସ୍ତ ଜିଲ୍ଲାର DEO ମାନଙ୍କୁ ନେଇ OSCPCR ପକ୍ଷରୁ ଆରମ୍ଭ ହୋଇଛି!-->…
ଅଂଶୁଘାତରେ ସାମ୍ବାଦିକଙ୍କ ମୃତ୍ୟୁ ଅଭିଯୋଗ
ଢେଙ୍କାନାଳ: ଅଂଶୁଘାତରେ କାର୍ଯ୍ୟରତ ସାମ୍ବାଦିକ ଅମରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେରିଛି । ପ୍ରବଳ ଖରା ଓ ଗୁଳିଗୁଳି ଯୋଗୁ ସମ୍ବାଦ ସଂଗ୍ରହ କରି ଘରକୁ ଫେରି ଅସୁସ୍ଥ ଅନୁଭବ କରିଥିଲେ , ପରିବାର ଲୋକେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଡାକ୍ତର ମୃତ୍ୟୁ!-->…
ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି; ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ଛୁଟି । ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ!-->…
ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ: ଯୁବକ ଗିରଫ
ରେଢ଼ାଖୋଲ : ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ । ରେଢ଼ାଖୋଲ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଯୁବକ ହେଲେ ବଉଦ ଜିଲ୍ଲା କିରାସିରା ଗ୍ରାମର!-->…
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଲେ ଯୁବକ !
ଢ଼େଙ୍କାନାଳ: ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ। ବାପା – ମାଆଙ୍କୁ ଉଠାଇନେଲା ପୋଲିସ । ଜୀବନ ହାରିଲେ ପୁଅ । ଢ଼େଙ୍କାନାଳ ମୋଟଙ୍ଗା ଥାନା ନୀମିଧା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବେଣୁପାଣି ସାହୁ । ମୃତକ ବେଣୁପାଣି ଅନୁଗୁଳର ଜଣେ ନାବାଳିକାକୁ ପ୍ରେମ!-->…
ହାତୀ ଘଉଡ଼ାଇଵାକୁ ଆସିଥିବା ବନ ଅଧିକାରୀଙ୍କୁ ଆକ୍ରମଣ
ମୟୂରଭଞ୍ଜ: ବନକର୍ମଚାରୀଙ୍କୁ ନିସ୍ତୁକ ମାଡ, ଭାଙ୍ଗିଲେ ଗାଡ଼ି । ଦନ୍ତାହାତୀ ଭାଙ୍ଗିଲା ଘର, ରାଗରେ ସ୍ଥାନୀୟ ଲୋକେ ହାତୀକୁ ଟ୍ରାକ କରୁଥିବା ବନବିଭାଗ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏହାସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଗାଁଲୋକ। ମୟୂରଭଞ୍ଜ ଡୁକୁରା ବନାଞ୍ଚଳ ଅଧିନ ବହଳଦା!-->…
ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ
ନୟାଗଡ଼(ନିସର୍ତ୍ତ) : ୧୯୯୩ ମସିହା ଏପ୍ରିଲ ୨୪ରେ ୭୩ତମ ସଂବିଧାନ ସଂଶୋଧନ ଲାଗୁ ହୋଇ ଗ୍ରାମ ପଞ୍ଚାୟତକୁ ସଂବିଧାନିକ ମାନ୍ୟତା ମିଳି ଥିଲା । ଫଳରେ ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତରାଜ ଦିବସ ରୂପେ ପାଳନ କରା ଯାଉଛି। ଏହି ପଞ୍ଚାୟତରାଜ ଦିବସ ସମଗ୍ର ଦେଶରେ ପାଳିତ ହେଉ ଥିବା ବେଳେ ନୟାଗଡ!-->…
ବାର୍ଷିକ ଉତ୍ସବ-୨୦୨୬ ମହକ ଉଦଘାଟିତ : ଶିକ୍ଷା ଦେଶ ବିକାଶର ଚାବିକାଠି
ନୟାଗଡ଼,୨୪/୪(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପରିସରରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ-୨୦୨୬ ମହକ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ!-->…
କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ରରେ ପୁଣି ଚାଲିଲା ବୁଲଡୋଜର : ଅଧାରେ ଅଟକିଲା ଉଚ୍ଛେଦ ପ୍ରକ୍ରିୟା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୋମଣ୍ଡ ରାଜସ୍ଵ ଅଞ୍ଚଳରେ ଥିବା କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର ଓ ପଲିଟେକନିକ୍ ରେ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଅଧାରେ ଅଟକିଛି।ଅବଶିଷ୍ଟ ଜବରଦଖଲ ଆସନ୍ତା ମେ ୪ ତାରିଖରେ ପୁନଃ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା!-->…