Sign in
Sign in
Recover your password.
A password will be e-mailed to you.
MKCG ମେଡିକାଲରେ DMRT ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ଆକ୍ରମଣ ଫଳରେ ଛାତ୍ରଛାତ୍ରୀମାନଙ୍କ ଧାରଣା, ରୋଗୀ ସେବା ଠପ୍
ବ୍ରହ୍ମପୁର : ଦକ୍ଷିଣ ଓଡିଶାର ଏକ ମାତ୍ର ବଡ଼ମେଡିକାଲ ରୂପେ ବ୍ରହ୍ମପୁରର MKCG ମେଡିକାଲ ସାରା ଓଡିଶାରେ ପରିଚିତ | ଏଠାକୁ ଜିଲ୍ଲା ଓ ଜିଲ୍ଲା ବାହାରର ବହୁତ ରୋଗୀ ନିର୍ଭର କରି ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି | ବହୁତ ଭଲ ହୋଇ ଯାଆନ୍ତି କିନ୍ତୁ ବେଳେବେଳେ ସାମାନ୍ୟ କଥାରୁ ରୋଗୀ!-->!-->!-->…
ନିର୍ଭୟାକଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମର ଜିଲ୍ଲା ଟାସ୍କ ଫୋର୍ସ କମିଟିର ସମୀକ୍ଷା ବୈଠକ
ଛତ୍ରପୁର (୩୦.୪) : ନିର୍ଭୟାକଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗଞ୍ଜାମ ଓସ୍ବାନ୍ ହଲ୍ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି!-->…
ସଡକ ସୁରକ୍ଷା ଦିଗରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ବିନା ହେଲମେଟ୍ ରେ ଦୁଇ ଚକିଆ ଯାନ ଚଳାଇ ମହା ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁଥିଲେ ଅଧ୍ୟକ୍ଷଙ୍କୁ ଦାୟୀ କରାଯିବଛତ୍ରପୁର (୩୦.୪) : ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ଓସ୍ବାନ୍ ସମ୍ମିଳନୀ କକ୍ଷଠାରେ ସଡକ ସୁରକ୍ଷା ଦିଗରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ!-->…
ଦାରିଙ୍ଗବାଡ଼ି ବ୍ଲକର ୧୬୧୬ ଜଣ ଛାତ୍ରଛାତ୍ରୀ ୧୦ଟି ପରୀକ୍ଷା କେନ୍ଦ୍ରରେ ଦଶମ ପରୀକ୍ଷା ଦେଲେ
ଦାରିଙ୍ଗବାଡ଼ି(୩୦/୪) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ୩୩ଟି ଉଚ୍ଚ ବିଦ୍ୟାଳୟର ୧୬୧୬ ଜଣ ଛାତ୍ରଛାତ୍ରୀ ଆଜି ବ୍ଳକର ୧୦ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ସୂଚନାରୁ ପ୍ରକାଶ ପାଇଛି । ଦାରିଙ୍ଗବାଡ଼ି ସରକାରୀ ବାଳିକା!-->!-->!-->…
ମାଟ୍ରିକ ପରୀକ୍ଷା ମାଲକାନଗିରିରେ ପ୍ରଥମ ଦିନରେ ୬୬୪୪ ଜଣ ପରୀକ୍ଷାର୍ଥୀ ଉପସ୍ଥିତ, ୧୧୨୮ ଜଣ ଅନୁପସ୍ଥିତ
ମାଲକାନଗିରି ( ୩୦/୦୪) : ଗତକାଲି ଠାରୁ ଦଶମ ତଥା ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ଅତି ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସମାପ୍ତ ହୋଇଛି। ଜିଲ୍ଲାର ୪୫ଟି କେନ୍ଦ୍ରରେ ମୋଟ ୭୭୭୨ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୬୬୪୪ ଜଣ ପରୀକ୍ଷା ଦେଇଥିବା ବେଳେ!-->…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ, ୫୫ହଜାର ଜୋରିମାନା
ଫୁଲବାଣୀ : ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଭାସ୍କରଚନ୍ଦ୍ର ସାହୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଂଚଳର ଏକ ନାବାଳିକା ଦୁସ୍କର୍ମ ମାମଲାର ବିଚାରଣ କରି, ଘଟଣାର ୧୧ ଜଣ ସାଖିଙ୍କ ବୟାନ,ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପୋଲିସର ରିପୋର୍ଟକୁ ଆଧାର କରି ମାମଲାର!-->!-->!-->…
ବିଚାରବିମର୍ଶ ପରେ କଲେଜ ଛୁଟି ବଢ଼ାଇବା ସଂପର୍କରେ ନିଷ୍ପତ୍ତି: ଉଚ୍ଚ ଶିକ୍ଷାମନ୍ତ୍ରୀ
ଭୁବନେଶ୍ବର: ପ୍ରଚଣ୍ଡ ତାତି ଯୋଗୁ ୟୁଜି ଓ ପିଜି କ୍ଲାସ ମେ' ଦୁଇ ତାରିଖ ଯାଏ ବନ୍ଦ ରହିଛି । ପାଣିପାଗ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଚାରବିମର୍ଶ କରି କଲେଜ ଛୁଟି ବଢ଼ାଇବା ସଂପର୍କରେ ନିଷ୍ପତ୍ତି ନିଆଯିବ ।
ଖରା ବଢୁଛିବାରୁ କଲେଜ ଛୁଟି ବୃଦ୍ଧି ସଂପର୍କରେ ଉଚ୍ଚ!-->!-->!-->…
‘ଓଡିଶାରେ କୋଇଲା ସଙ୍କଟ ନାହିଁ’: ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ଦେଶରେ କୋଇଲା ସଙ୍କଟକୁ ଦେଖି ବଡ଼ ଘୋଷଣା କରିଛି ରେଳ ବିଭାଗ । ୬୭୦ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ । ମେ' ୨୪ ତାରିଖ ପର୍ଯ୍ୟନ୍ତ ୬୭୦ଟି ମେଲ, ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ଯାହା ଦ୍ୱାରା କୋଇଲା ନେଇ ଯାଉଥିବା ଟ୍ରେନକୁ!-->…
ଚନ୍ଦନ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ
ପୁରୀ: ଚନ୍ଦନ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ । ଆୟୋଜିତ ଏହି ବୈଠକରେ ଶାନ୍ତି ଶୃଙ୍ଖଳାର ସହ ଚନ୍ଦନଯାତ୍ରା ସମାପନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ!-->…
କାଲି ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପ୍ରକଳ୍ପ ଅନୁଧ୍ୟାନ କରିବ ଏଏସ୍ଆଇ
ଭୁବନେଶ୍ୱର: ରାଜ୍ୟରେ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ଝଡ଼ ବିବାଦ ଏବେ ଘନେଇବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ତଥା ଜନସାଧାରଣ ପ୍ରକଳ୍ପକୁ ଭିତ୍ତି କରି ନାନା ମନ୍ତବ୍ୟ ମାନ ଦେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛନ୍ତି । ଏପରିକି ଏଏସ୍ଆଇର ବିନା!-->…