ସ୍ବାର୍ଥ ଓ ସର୍ତ୍ତ ରୁ ଉର୍ଦ୍ଧ୍ବ ରେ ରହି ଥିବା ଶ୍ରମିକ ସମ୍ପର୍କ ରେ ପଦେ…..

ମେ ଏକ ତାରିଖ ଶ୍ରମିକ ଦିବସ ପାଳନ ପାଇଁ ଗାଁ ରୁ ସହର ପ୍ରସ୍ତୁତ। ଆଜି କାଲି ସାମାଜିକ ଗଣ ମାଧ୍ୟମ ରେ ଯେ କୌଣସି ପର୍ବ ଉତ୍ସବ ପାଳନ ଅବସର ରେ ଅଭିନନ୍ଦନ ବାର୍ତ୍ତା ର ଅଭାବ ନ ଥାଏ। ଛପା ଗଣ ମାଧ୍ୟମ ରେ ସରକାର ଙ୍କ ସନ୍ଦେଶ ଗୁଡିକ ମଧ୍ୟ ମନ ଛୁଇଁ ଯାଏ। ତେବେ ଶ୍ରମିକ ଦିବସ ପାଳନ

ମହିଳା ଶିକ୍ଷାବର୍ଗରେ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ ହେଲା ମାଲକାନଗିରି

ମାଲକାନଗିରି, (୩୦।୪) : ଓଡିଶାରେ ମହିଳା ଶିକ୍ଷା ବର୍ଗରେ ମାଲକାନଗିରିକୁ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ କନକ୍ଲେଭରେ ମାଲକାନଗିରି ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ

ଜଳସଂରକ୍ଷଣ ଅଭିଯାନ ସମୀକ୍ଷା ବୈଠକ ଅନୁଷ୍ଠିତ

ମାଲକାନଗିରି,(୩୦।୪) : ମାଲକାନଗିରି ଜିଲ୍ଲାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ସଭା ଗୃହରେ ବର୍ଷାଜଳ ସଂରକ୍ଷଣ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି | ମାଲକାନଗିରିଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯାଳୟ ଅଗଷ୍ଟ ୧୫- ୨୦୨୨ ସୁଦ୍ଧା ବର୍ଷାଜଳକୁ

ଖଣି ଖନନରେ ଅବିଳମ୍ବେ ରୋକ୍ ଲଗାଇବା ନିମନ୍ତେ ଲୋକଶକ୍ତି ଅଭିଯାନ ତରଫରୁ ଚିତ୍ରକୋଣ୍ଡାରେ ସାମ୍ବାଦିକ ସମ୍ମିଳନୀ

ଚିତ୍ରକୋଣ୍ଡା(୩୦/୦୪) : ମାଲକାନଗିରି ଜିଲ୍ଲାର ଉପାନ୍ତ ବ୍ଲକ୍ ଚିତ୍ରକୋଣ୍ଡା ଠାରେ ଆଜି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଆନୁକୂଲ୍ୟରେ ଲୋକଶକ୍ତି ଅଭିଯାନ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ସଂଗଠନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରେସ୍

ଜାଲ ସାର୍ଟିଫିକେଟ ଦେଇ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଅଭିଯୋଗ

ଦାରିଙ୍ଗବାଡ଼ି,(୩୦/୪) : ଜାଲ ସାର୍ଟିଫିକେଟରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ହୋଇଥିବା ଅଭିଯୋଗ ଆଣିଛନ୍ତି ପର୍ତମାହା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପେତରବାଡ଼ି ଗ୍ରାମର ଜୁନସ ପ୍ରଧାନ । ପର୍ତମାହା ପଞ୍ଚାୟତ ଅନ୍ତର୍ଗତ ବଗୁଟି ଅଙ୍ଗନବାଡ଼ି କେନ୍ଦ୍ରରେ ନିଯୁକ୍ତି ପାଇଥିବା ଅଙ୍ଗନବାଡ଼ି କର୍ମୀ

ସାମନ୍ତିଆପଲ୍ଲୀ ବନ ବିଭାଗ ପକ୍ଷରୁ ଚଢାଉ, ତିନିଗୋଟି ସ୍ଥାନରୁ ୧୨୦ ସିଏଫଟି ମୁଲ୍ୟବାନ କାଠ ଜବତ, ଜଣେ ଗିରଫ

ପାତ୍ରପୁର : ସାମନ୍ତିଆପଲ୍ଲୀ ରେଞ୍ଜ ତରଫରୁ ଆଜି ତିନିଗୋଟି ସ୍ଥାନରେ ଚଢ଼ାଉକରି ୧୨୦ ସିଏଫଟି ଶାଗୁଆନ କାଠ ଜବତ କରିବା ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି। ବେଆଇନ ଭାବେ ବହୁ ମୁଲ୍ୟବାନ ଶାଗୁଆନ କାଠ ଗଛିତ ରଖିଥିବା ନେଇ କୋୖଣସି ସୁତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଏହି ଚଢାଉ

ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ଦାରିଙ୍ଗବାଡି,୩୦/୪ : ୫୬ ବର୍ଷୀୟ ବୃଦ୍ଧାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଷ୍କର୍ମକାରୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ କାଜୁରିପାଙ୍ଗା ଗ୍ରାମର ଲିଖୁନ ନାୟକ(୨୨)

ଅବକାରୀ ଚଢ଼ଉ, ମହୁଲ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି,୩୦/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସ୍ଥିତ ଜୁଡାବାଡ଼ି ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୧୫ କ୍ୱିଣ୍ଟାଲ ୬୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା

୨୦୪ଜଣ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ

ଦାରିଙ୍ଗବାଡ଼ି,୩୦/୪ : ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ୨୦୪ଜଣ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଲେଖିଥିବା ଖବର ହସ୍ତଗତ ହୋଇଛି। ବ୍ଳକ ମହକୁମା ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟରେ ନବୋଦୟ ପ୍ରବେଶିକା ପରୀକ୍ଷା

ମେ’ ୧ରୁ ସୁନ୍ଦରଗଡ଼ରେ ଟ୍ରାଫିକ୍ ନିୟମ କଡ଼ାକଡ଼ି, ବିଭିନ୍ନ ରାସ୍ତାରେ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ କ୍ୟାମେରା

ସୁନ୍ଦରଗଡ଼ (୩୦/୦୪) : ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଏହାକୁ ସୁନିଶ୍ଚିତ କରିବା ପାଇଁ ମେ’ ୧ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ତେଣୁ ଟ୍ରାଫିକ୍ ନିୟମ ସଠିକ୍ ଭାବେ ପାଳନ କରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି।