ଖଲ୍ଲିକୋଟ ଏନଏସି : ବିଜେଡିରୁ ନିରଞ୍ଜନ ,ବିଜେପି ରୁ ଭାରତୀ ଓ କଂଗ୍ରେସରୁ ଯତୀନ୍ଦ୍ର ନଗରପାଳ ପାଇଁ ନାମାଙ୍କନ ଦାଖଲ…

ଖଲ୍ଲିକୋଟ : ପୌର ନିର୍ବାଚନ ର ଅନ୍ତିମ ଦିବସ ରେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ର ନଗରପାଳ ପାର୍ଥି ପାଇଁ କଂଗ୍ରେସ ଦଳ ତରଫରୁ ଯତୀନ୍ଦ୍ର ସେଠି ,ବିଜେଡି ଦଳ ତରଫରୁ ନିରଞ୍ଜନ ବେହେରା ଓ ବିଜେପି ଦଳ ତରଫରୁ ଭାରତୀ ବେହେରା ନଗରପାଳ ପାର୍ଥି ପାଇଁ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି l

ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି।ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ବୈଠକ

ନବରଙ୍ଗପୁର (୩/୨) : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି, ଏବଂ

ଏକଜିଟ୍ ପୋଲର ଆକଳନ : ଉତ୍ତରପ୍ରଦେଶରେ ଯୋଗୀ ପୁଣି ଫେରିବେ

ନୂଆଦିଲ୍ଲୀ: ଏଥର ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିବାର ସମ୍ଭାବନା ରହିଥିବା ବେଳେ ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିପାରନ୍ତି। ପୁଣି ଭାରତୀୟ ଜନତା ପାର୍ଟି ସେଠାରେ ବହୁମତ ହାସଲ କରିପାରେ। ଶେଷ ପର୍ଯ୍ୟାୟ ମତଦାନ ପରେ ଆଜି ପ୍ରକାଶ ପାଇଥିବା ଏକଜିଟ୍ ପୋଲ

ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନ ଅବସ୍ଥାପିତ ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଗତ ସପ୍ତାହରେ ଏହି ପଶ୍ଚିମ ଦେଶର ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଚିଠି ଲେଖିଥିଲେ। ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା

ସେଲ୍ଫି ନେଲା ବେଳେ ଇବ୍‌ ନଦୀକୁ ଖସି ଯୁବକ ମୃତ

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରେ ଥିବା କନାକୁଣ୍ଡ ପିକନିକ ସ୍ଥଳରେ ସେଲ୍ଫି ନେଲାବେଳେ ଗଲା ଜୀବନ । ପଥର ଉପରୁ ସେଲ୍ଫି ନେଲା ବେଳେ ଇବ ନଦୀକୁ ଖସି ପଡିଲେ ଯୁବକ । ଅଗ୍ନିଶମ ବାହିନୀ ୩ ଘଣ୍ଟା ଧରି ଖୋଜା ଖୋଜି କରିବା ପରେ ମିଳିଲା ଯୁବକଙ୍କ ମୃତଦେହ । ଯୁବକ ଜଣକ ରାଉରକେଲାରୁ ୩ ନିଜ

ୟୁକ୍ରେନରୁ ଫେରିଲେ ଆଉ ୭୭ ଓଡ଼ିଆ ଛାତ୍ରଛାତ୍ରୀ, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, : ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି । ୟୁକ୍ରେନ୍।ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି । ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍।ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା

ଏକ୍‌ଜିଟ୍‌ ପୋଲ୍: ମଣିପୁରରେ ପୁଣି ଶାସନ କରିବ ବିଜେପି

ନୂଆଦିଲ୍ଲୀ: ୫ ରାଜ୍ୟ- ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଆଜି ଆସିଛି ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ ଫଳାଫଳ। ଏଥିରୁ ଅଧିକାଂଶ ମଣିପୁରରେ ବିଜେପି ବହୁମତ ପାଇବ ବୋଲି

ଭୁବନେଶ୍ୱର ମହାନଗର ନିଗମ: ଆଜି ୯୦ କର୍ପୋରେଟର,୧୨ ମେୟର ପ୍ରାର୍ଥୀ ଙ୍କ ମନୋନୟନ ପତ୍ର ଦାଖଲ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ନିମନ୍ତେ ଆଜି ଆଉ ୯୦ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା ୪୦ ଜଣ

କଡ଼ାକଡ଼ି ପାଳନ ହେବ ଷ୍ଟ୍ରଙ୍ଗରୁମ୍ ଏସ୍‌ଓପି

ଭୁବନେଶ୍ୱର: ରାଜ୍ୟର ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଷ୍ଟ୍ରଙ୍ଗରୁମ୍ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ନିର୍ବାଚନ ସାମଗ୍ରୀ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍