Sign in
Sign in
Recover your password.
A password will be e-mailed to you.
ଖଲ୍ଲିକୋଟ : ବାଣିଆ ରେ ଘରପୋଡି , ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ…
ଖଲ୍ଲିକୋଟ : ଖଲ୍ଲିକୋଟ ତହସିଲ ଅଧିନସ୍ଥ ବାଣିଆ ପଂଚାୟତ ସାତ ନମ୍ବର ୱାର୍ଡ ତଳ ସାହି ରେ ହଠାତ ନିଆଁ ବାହାରି ଗ୍ରାମର ୬ ଜଣ ଲୋକଙ୍କ ସାତ ବଖରା ଘର ଜଳିଯାଇ ସାତ ବଖରା ଘର ଜାଳି ଲକ୍ଷାଧିକ ଟଙ୍କା ର ସମ୍ପତି ଭସ୍ମାସ|ତ ହୋଇଯାଇଥିବା ଜଣ| ପଡିଛି l ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ!-->!-->!-->…
ହିଞ୍ଜିଳି : ପୈାର ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ଯାଞ୍ଚ ଶିବିର
ହିଞ୍ଜିଳିକାଟୁ : ବିଶ୍ବ ଶ୍ରମିକ ଦିବସ ଅବସରରେ ରବିବାର ହିଞ୍ଜିଳିକାଟୁ ପୈାର ପ୍ରଶାସନ ପକ୍ଷରୁ ଇନଡୋର ଷ୍ଟାଡିୟମ ପରିସରସ୍ଥ ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୈାର ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ!-->…
କନ୍ଧମାଳ ଜିଲ୍ଲା ପାଇଁ ଇତିହାସ ରଚିଲେ ରୁନିତା…
ଦାରିଙ୍ଗବାଡ଼ି : ଉତ୍କଳ ବିଶ୍ବ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସ୍ବର୍ଣ ପଦକ ହାସଲ କରି ଦାରିଙ୍ଗବାଡ଼ି ପାଇଁ ଗର୍ବ ଓ ଗୌରବ ଆଣି କନ୍ଧମାଳ ଜିଲ୍ଲା ପାଇଁ ଇତିହାସ ରଚିଲେ ରୁନିତା ପ୍ରଧାନ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନୀଳକନ୍ଦର ସାହିର ବିସିକେଶନ ପ୍ରଧାନ ଓ ମାତା!-->!-->!-->…
ବେଆଇନ ଗଛିତ ମହୁଲ ଜବତ, ଜଣେ ଗିରଫ…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡ଼ିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ୧୫୬୦ କିଲୋ ବେଆଇନ୍ ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ୍ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି!-->…
ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ୪୦୦୦ ରୁ ଅଧିକ ଆଦିବାସୀଙ୍କୁ ନେଇ ୩୧ତମ ସମ୍ମିଳନୀ…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ବାଲିମେଳା ପ୍ରୋଜେକ୍ଟ ୱାର୍କର୍ସ ୟୁନିଅନ୍ ର ମିଳିତ ଉଦ୍ୟମରେ ଜିଲ୍ଲାର ଉପାନ୍ତ ବ୍ଲକ୍ ଚିତ୍ରକୋଣ୍ଡା ଠାରେ ୩୧ ତମ ସାଧାରଣ ସମ୍ମିଳନୀ ଜରିଆରେ ମଇ ଦିବସ ପାଳିତ ହୋଇଛି । ଶ୍ରମିକ ଦିବସ ଉପଲକ୍ଷେ ସହର ପରିକ୍ରମା ପରେ ୧୪ଦଫା ଦାବୀ!-->…
ହିଞ୍ଜିଳିରେ ଶ୍ରମିକ ତିବସ ପାଳିତ…
ହିଞ୍ଜିଳିକାଟୁ : ବିଗତ ୧୩୨ ବର୍ଷ ହେଲା ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା ସମୟକୁ ୮ ଘଣ୍ଟା ରଖାଯାଇଥିଲା । ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ରଵିଵାର ହିଞ୍ଜିଳିକାଟୁ ପୌରପରିଷଦ!-->…
ଡ଼ା. ତିରୁପତି ସାହୁ ପାଇଲେ ବୈଷ୍ଣବ ପାଣି କଳା ସ୍ମୃତି ସମ୍ମାନ…
ବ୍ରହ୍ମପୁର : ଗଣକବି ବୈଷ୍ଣବ ପାଣିଙ୍କ ୬୬ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ କଟକ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ପ୍ରେକ୍ଷାଳୟ ଠାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରିପତି ସାହୁ ପଞ୍ଚାୟତିରାଜ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ!-->!-->!-->…
ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସାମା ଖୁରାମି ଙ୍କ ଅନାଥ ପିଲାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଇଣ୍ଟରନ୍ୟାସନାଲ…
ମଲକାନଗିରି : ଚଲାନଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଟିବେରୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା l ପରିବାର କହିଲେ ତିନି ଶିଶୁକୁ ବୁଝାଉଛି l କିଛି ସପ୍ତାହ ପୂର୍ବରୁ ୩ ଜଣ ଶିଶୁ ମାଙ୍କୁ ହରାଇ ଆଖିରୁ ଲୁହ ଶୁଖିନଥିବା ବେଳେ ଗତ ସପ୍ତାହରେ ବାପାଙ୍କ ମୃତ୍ୟୁରେ ଦୁଃଖର!-->…
ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା…
ମାଲକାନଗିରି : ମାଥିଲି ବନାଞ୍ଚଳ ଅନ୍ତର୍ଗତ କୁଟଣିପାଲି ଗ୍ରାମ ଠାରେ ବନ ବିଭାଗ ମାଥିଲି ତରଫରୁ ଆଞ୍ଚଳିକ ଭାଷାରେ ଏକ ପଥପ୍ରାନ୍ତ ନାଟକ ଓ ଲୋକ ନୃତ୍ୟ ଆୟୋଜନ କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜଙ୍ଗଲର ବୃକ୍ଷରାଜି, ପଶୁ ପକ୍ଷୀ ଜୀବ ଜନ୍ତୁ ର ସୁରକ୍ଷା କରିବା ବେଣ୍ଟ ଶିକାର ନ!-->!-->!-->…
ମାଓଦମନ ସହ ବୃଦ୍ଧା ଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ମାଲକାନଗିରି ପୋଲିସ ବାହିନୀର ଡିଭିଏଫ ଯବାନ…
ମାଲକାନଗିରି : ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଂଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାର ଥିଲା।ଏନେଇ ଗାଁ ଗାଁରେ ପ୍ରଚାର କରାଯାଉଥିଲା।ତେବେ ଯବାନ ଗାଁରେ ପହଞ୍ଚି ଲୋକଙ୍କୁ ଏନେଇ ସଚେତନ କରାଉଥିବା ବେଳେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ବୃଦ୍ଧ ରୋଗାଗ୍ରସ୍ତ ହୋଇ!-->!-->!-->…