ପୁଣି ସିଏସକେ ମଙ୍ଗ ଧରିବେ ଧୋନି, ଆଇପିଏଲ ଅଧାରୁ ଅଧିନାୟକତ୍ୱ ଛାଡ଼ିଲେ ଜାଦେଜା

ନୂଆଦିଲ୍ଲୀ: ପୁଣି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି। ଆଇପିଏଲ ମଝିରେ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର। କ୍ରିକେଟର ରବୀନ୍ଦ୍ର ଜାଦେଜା ଏକ ବଡ ନିଷ୍ପତ୍ତି ନେଇ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱରୁ ଓହରି ଯାଇଥିବା ବେଳେ ଧୋନିଙ୍କୁ

ମାଗଣା ଲାପଟପ୍ ଚାହୁଁନାହୁଁ, ଆମକୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଆବଶ୍ୟକ; ଦୁଃଖ ବଖାଣିଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ବିଜୁଳି କାଟ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗୋଟେ ପଟେ ଦିଲ୍ଲୀ ସରକାର ମାଗଣା ବିଦ୍ୟୁତ ଯୋଗାଇ ଦେଉଥିବା ନେଇ ନିଜର ପିଠି ଥାପୁଡ଼ାଉ ଥିବା ବେଳେ ଅନ୍ୟ ପଟେ ବିଜୁଳି କାଟ ନେଇ ଦିଲ୍ଲୀବାସୀ ମୁଣ୍ଡ ପିଟୁଛନ୍ତି। ବିଜୁଳି କାଟକୁ ନେଇ ଅତିଷ୍ଠ ହୋଇ ଜଣେ

ଅଳିଆ ଗଦାରୁ ମିଳିଲା କୋଭିଡ୍‌ ଟିକାର ଶତାଧିକ ଭାଏଲ; ତଦନ୍ତ ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନୌଜରେ ଥିବା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଅଳିଆ ଗଦାରୁ କୋଭିସିଲ୍‌ଡ ଟିକାର ଶତାଧିକ ଭାଏଲ ମିଳିବା ଘଟଣାକୁ କେନ୍ଦ୍ର କରି ଏବେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଏପରି ଘଟଣା କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ

ତୃତୀୟ ସାମ୍ମୁଖ୍ୟ କ୍ଷମତା ହାତେଇବା ଅସମ୍ଭବ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କୌଣସି ତୃତୀୟ କିମ୍ବା ଚତୁର୍ଥ ସାମ୍ମୁଖ୍ୟ ନିର୍ବାଚନ ଜିତି ଦେଶରେ କ୍ଷମତା ହାତେଇବା ସକ୍ଷମ ନୁହନ୍ତି। କେବଳ ଦ୍ୱତୀୟ ସାମ୍ମୁଖ୍ୟ ଅର୍ଥାତ ଏକ ଶକ୍ତ ପ୍ରତିଦ୍ୱନ୍ଦୀ ବିଜେପିକୁ ହରାଇବା ସମର୍ଥ ହେବ। ଏହା ହେଉଛି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଆକଳନ। ପ୍ରଶାନ୍ତ

ସାଓମିର ୫,୫୫୧ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀର: ଚାଇନା ଭିତ୍ତିକ ମୋବାଇଲ କମ୍ପାନୀ ସାଓମିର ୫,୫୫୧ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ବିଦେଶୀ ମୁଦ୍ରା ଏକ୍ସଚେଞ୍ଜ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଭାରତରେ ପରିଚାଳିତ ହେଉଥିବା ଚାଇନାର ମୋବାଇଲ କମ୍ପାନୀ ସାଓମି ବିରୋଧୀ ଏପରି ପଦକ୍ଷେପ ଗ୍ରହଣ

ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ପାଣ୍ଡେ। ଆଜି ସ୍ଥଳ ସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ଏମଏମ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଆଜି ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଜେନେରାଲ ପାଣ୍ଡେ ଦେଶର ସେନାଧ୍ୟକ୍ଷ

ୟୁକ୍ରେନକୁ ଜାହାଜ ଭର୍ତ୍ତି ଗ୍ରେନେଡ୍ ଉପହାର ଦେଲେ ସ୍ପେନ ରାଣୀ, ଆମେରିକା ଦେଲା ୩୩ ଆରବ ଡଲାର

ନୂଆଦିଲ୍ଲୀ: ୟୁକ୍ରେନକୁ ଜାହାଜ ଭର୍ତ୍ତି ଗ୍ରେନେଡ ଓ ଗ୍ରେନେଡ୍ ଲଞ୍ଚର ଉପହାର ଦେଇଛନ୍ତି ସ୍ପେନର ରାଣୀ। ଏଥିସହ ୟୁକ୍ରେନକୁ ବିଜୟ ନିମନ୍ତେ ସେ ପାରମ୍ପରିକ ଶୁଭେଚ୍ଛା ପୋଷ୍ଟକାର୍ଡ ମଧ୍ୟ ପଠାଇଛନ୍ତି। ରୁଷ ବିରୋଧରେ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନକୁ ଏହା ବଳ ଯୋଗାଇବ ବୋଲି ସେ ଏଥିରେ ଉଲ୍ଲେଖ

୨୦୭୦ ସୁଦ୍ଧା ବ୍ୟାପିବ ହଜାରେ ନୂଆ ଭାଇରସ

ୱାଶିଂଟନ: ଗୋଟିଏ କି ଦୁଇଟି ନୁହେଁ। ହଜାର ସଂଖ୍ୟାରେ ନୂଆ ଭାଇରସ ଦେଖାଦେବ। ପଶୁଙ୍କ ଠାରୁ ଏହି ରୋଗ ସଂକ୍ରମଣ ଡେଇଁ ମଣିଷଙ୍କୁ ସଂକ୍ରମିତ କରିବ। ପାଣିପାଗରେ ଦୃତ ପରିବର୍ତ୍ତନ ତଥା ତାପମାତ୍ର ବୃଦ୍ଧି ଏହି ନୂଆ ସଂକ୍ରମଣକୁ ଜନ୍ମ ଦେବ। ଏନେଇ ଏକ ବିଶେଷଜ୍ଞ କମିଟି ଅଧ୍ୟୟନରୁ ଜଣାପଡ଼ିଛି। ଏହି

ଗୋରଖନାଥ ଆକ୍ରମଣକାରୀର ଆଇଏସଆଇଏସ ଲିଙ୍କ ! 

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିର ନିକଟରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ଅହମଦ ମୁର୍ତାଜା ଆବ୍ବାସୀକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜେରା ବେଳେ ଆବ୍ବାସୀର ଲିଙ୍କ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ ସହ ରହିଥିବା ଜଣାପଡ଼ିଛି।ୟୁପି ପୁଲିସ୍‌ର ସୂଚନା

ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ରୌପ୍ୟ ଜୟନ୍ତୀ ଯାତ୍ରା ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ(୩୦/୦୪) : ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ପଞ୍ଚ ବିଂଶ ତମ ତଥା ରୋପ୍ୟା ଜୟନ୍ତୀ ଯାତ୍ରା ଆସନ୍ତା ମେ ୩ ରୁ ଜୁନ ୧ ପର୍ଯ୍ୟନ୍ତ ହେବାକୁ ଯାଉଛି | ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ରାମ ମନ୍ଦିର ନିକଟସ୍ଥ ନାରାୟଣୀ ଯାତ୍ରା କମିଟି ପରିଚାଳନା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ