ବିଡାନାସୀରୁ ମିଳିଲା ନିଖୋଜ ବିହାର ଯୁବକର ମୃତଦେହ

କଟକ: ଘର ଇଣ୍ଟରିଅର ମିସ୍ତ୍ରୀଙ୍କୁ ନିର୍ମମ ହତ୍ୟା। ବିଡାନସୀ ନଦୀ ପଠାରୁ ମିଳିଲା ମୃତଦେହ । ମୃତଦେହ ନିକଟରୁ ତାଙ୍କ ବାଇକକୁ ଜବତ କଲା ବିଡାନାସୀ ଥାନା ପୋଲିସ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ ନାମ ଆଜାଦ ୟାଦବ, ବୟସ ୨୮, ଘର ବିହାର ରାଜ୍ୟର ଚକସିୟା ବୋଲି । ତେବେ

ପ୍ରଥମ ବାର୍ଷିକ ଶିଵରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଠାରେ ପ୍ରଥମ ବାର୍ଷିକ ଶିଵରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଟିକାବାଲିର ଜଗନ୍ନାଥ ସାହାଣୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ

ନିର୍ବାଚନ ପରବର୍ତ୍ତି ହିଂସା, କାରକୁ ପୋଡି ଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କାଇପଡର ଗ୍ରାମ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖିବାକୁ ମିଳିଛି। କାଇପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନି ନଳିନୀ ଅରିଶଲ ସରପଞ୍ଚ ରୂପେ ନିର୍ବାଚିତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ କାଇପଦର ମଙ୍ଗଳା ମଣ୍ଡପ ନିକଟରେ

ନକଲି ସିବିଆଇ ଅଫସରକୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ପୁଣି ଜଣେ ନକଲି ସିବିଆଇ ଅଫସରକୁ ଗିରଫ କଲା କମିଶନରେଟ ପୋଲିସ। ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ନକଲି ସିବିଆଇ ଅଫିସର। ତାର ନାଁ ନିଖିଲ ସ୍ଵାଇଁ ଓ ସେ ଜଣେ ଦିବ୍ୟାଙ୍ଗ ବୋଲି ଜାଣିବାକୁ ପାଇଛି ପୋଲିସ। ପୋଲିସ ସୂଚନା ମୁତାବକ ଜଣେ ମୋବାଇଲ ଦୋକାନୀକୁ ତାଙ୍କ

ଅସନ୍ତୋଷ ଝାଡ଼ିଲେ ଓଡ଼ିଶା ପ୍ରଭାରୀ ଏ. ଚେଲାକୁମାର

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ମାଟି କାମୁଡ଼ିବା ପରେ ଏବେ ଦଳକୁ ସକ୍ରିୟ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ଆଗକୁ ପୌର ନିର୍ବାଚନ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି ଘୁଣ ଖାଇଯାଇଛି । ଆଗାମୀ ଦିନରେ ରଣନୀତି ନିର୍ଦ୍ଧାରଣ ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଓଡ଼ିଶା

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଦୁର୍ଘଟଣା ଘଟିଛି । ମଦ୍ୟପ କାର୍‌ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ମଦ୍ୟପ କାର୍‌

ନକଲି ଡାକ୍ତର ରମେଶ ନାଁରେ ପୁଣି ଦୁଇ ମାମଲା

ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା । ଗୋଟିଏ ମାମଲା ପାହାଳ ଥାନାରେ ରୁଜୁ ହୋଇଥିବା ବେଳେ ଅନ୍ୟ ମାମଲାଟି ସହିଦ

ଭୂକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର, ରିକ୍ଟର ସ୍କେଲ୍‌ରେ ତିବ୍ରତା ୩.୫

କଳାହାଣ୍ଡି/ନବରଙ୍ଗପୁର : କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଗୁରୁବାର ଦିନ କଳାହାଣ୍ଡି ଓ ନବରଙ୍ଗପୁରରେ କିଛି

ଯୁଦ୍ଧ ପ୍ରଭାବ: ଓଡ଼ିଶାରେ ମହଙ୍ଗା ହେବ ଖାଇବା ତେଲ

ଭୁବନେଶ୍ୱର: ଋଷ ୟୁକ୍ରେନ ଲଢେଇ ଥମିବାର ନା ଧରୁନଥିବା ବେଳେ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିବା ଦେଖାଗଲାଣି । ୟୁକ୍ରେନ ରାଜଧାନୀ କୁ କବଜା କରିବା ପାଇଁ ଋଷ ଅତର୍କିତ ଆକ୍ରମଣ କରୁଛି । ଏପଟେ ରାଜ୍ୟରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି । କାରଣ ଯୁଦ୍ଧ ପାଇଁ ଖାଇବା ତେଳ ଦର ଅଚାନକ ବୃଦ୍ଧି

ନିର୍ବାଚନ ପରେ ହିଂସା : ବିଜୟୀ ପ୍ରାର୍ଥୀ ପରାଜିତ ପ୍ରାର୍ଥୀଙ୍କ ଘରେ ଆକ୍ରମଣ ଓ ଭଙ୍ଗାରୁଜା

ଯାଜପୁର : ଯାଜପୁର ଦଶରଥପୁର ବ୍ଳକ ମଙ୍ଗଳପୁର ପଂଚାୟତରେ ନିର୍ବାଚନୀ ପରବର୍ତ୍ତି ହିଂସା । ସରପଞ୍ଚ ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ହିଂସାକାଣ୍ଡ। ଅଭିଯୋଗ ମୁତାବକ ମଙ୍ଗଳପୁର ପଂଚାୟତ ନିର୍ବାଚନରେ ପଙ୍କଜିନି ମହାପାତ୍ର ପରାସ୍ତ ହୋଇଥିଲେ। କିନ୍ତୁ ଗତକାଲି ବିଳମ୍ବିତ ରାତ୍ରିରେ ବିଜୟୀ