Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ଫଳକୁ ନେଇ ଶ୍ୟାମାଖୁଣ୍ଟା ବିଡିଓଙ୍କୁ ମାରଣାନ୍ତକ ଆକ୍ରମଣ
ବାରିପଦା: ଶ୍ୟାମାଖୁଣ୍ଟା ବିଡିଓଙ୍କୁ ଅଫିସ ଭିତରେ ମାରଣାନ୍ତକ ଆକ୍ରମଣ । ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଞ୍ଚଳ ବାସୀଙ୍କ ମାଡରେ ଶାମାଖୁଣ୍ଟା ବିଡିଓ ଯଶୋବନ୍ତ ବେହେରା ଆହତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଫଳାଫଳ ଘୋଷଣାରେ ଅନିୟମିତତା!-->…
କଟକରେ ଦୁଇଟି ଦଳ ସହ ମେଣ୍ଟ କଲା କଂଗ୍ରେସ
କଟକ: କଟକ ମହାନଗର ନିଗମ(ସିଏମ୍ସି) ନିର୍ବାଚନ ପାଇଁ କଂଗ୍ରେସ ମେଣ୍ଟ କରିଛି। ସିପିଆଇ ଓ ସିପିଆଇ(ଏମ୍) ସହିତ ମେଣ୍ଟ କରିଛି କଂଗ୍ରେସ। ଏନେଇ ସୂଚନା ପ୍ରଦାନ କରିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍।ନିର୍ବାଚନ ରଣନୀତି ନେଇ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ୨୦୧୯ ସାଧାରଣ!-->…
ଓଡିଶାରେ ଏବର୍ଷ ଖରାଦିନେ କମ୍ ଗରମ
ଗ୍ରୀଷ୍ମ ରୁତୁକୁ ନେଇ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଆଶ୍ୱସ୍ତି ଆଣି ଦେଇଛି । ମାର୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ତାପମାତ୍ରା କମ ରହିବ । ଅର୍ଥାତ୍ ବେଶି ଖରା ହେବ ନାହିଁ, ଏପରିକି ସ୍ଥାନେ ସ୍ଥାନେ ହାଲକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛିି ।
ବିଶେଷ କରି!-->!-->!-->…
ଏପ୍ରିଲ ମାସରେ ଯୁଗ୍ମ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ୪ଟି ପର୍ଯ୍ୟାୟ ବଦଳରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୬ ରୁ ୨୧ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବା ବେଳେ ମେ!-->…
ଏକତରଫା ପ୍ରେମ କରି ଛେଚା ଖାଇଲେ ଯୁବକ
ଭୁବନେଶ୍ୱର : ବାଲିପାଟଣା ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଘଟିଯାଇଛି । ଏକ ତରଫା ପ୍ରେମ କରିବା ଯୋଗୁ ଝିଅ ଘର ଲୋକ ଯୁବକଙ୍କୁ ମାଡ ମାରିଥିବା ସୂଚନାମିଳିଛି । ଘଟଣା କ୍ରମରେ ବାବୁଲି ପ୍ରଧାନଙ୍କ ଝିଅକୁ ସୁନିଲ କୁମାର ସ୍ୱାଇଁ ଏକ ତରଫା ପ୍ରେମକରି ରାସ୍ତା!-->…
କମିସନରେଟ୍ ପୁଲିସର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର : ରାଜଧାନୀରେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଠାରୁ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ ରହିଥିଲା। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ସେମାନଙ୍କ!-->…
ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି; ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ଏମ୍.ପି. ଏମ.ଏଲ.ଏ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ଦଳର!-->…
୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ଠାରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ସହ ଅଞ୍ଚଳବାସୀଙ୍କ ନିକଟତର ହେବା ଓ ସାଧାରଣ ଜନତାଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ଏହି!-->…
ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡି ନିବାସୀର ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ ସ୍ଥାନୀୟ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ!-->…
ଲାଞ୍ଚ ନେବା ବେଳେ ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ
ରାୟଗଡ଼ା :ଭିଜିଲାନ୍ସ ଜାଲରେ ପଡ଼ିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ମହାପାତ୍ରଙ୍କ ପେନସନ କାମ ପାଇଁ!-->!-->!-->…