ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ନିରାପଦ ରାସ୍ତା ପ୍ରଦାନ ପାଇଁ ରୁଷ, ୟୁକ୍ରେନକୁ ଭାରତର ଅନୁରୋଧ

ନୂଆଦିଲ୍ଲୀ : ୟୁକ୍ରେନର ସୁମି ସହର ଉପରେ ରୁଷର ବିମାନ ଆକ୍ରମଣ ଜାରି ରହିଛି । ସେଠାରେ ଫସିରହିଥିବା ଭାରତୀୟଙ୍କ ପାଇଁ ବିଦେଶ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି । ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଏକ ନିରାପଦ ପଥ ଉପଲବ୍ଧ କରିବାକୁ

ଖୁବ୍‌ ଶୀଘ୍ର ଆମ ନାଗରିକଙ୍କୁ ଫେରିବା ପାଇଁ କହିବୁ: ଜେଲେନସ୍କି

ନୂଆଦିଲ୍ଲୀ: ସମଗ୍ର ୟୁକ୍ରେନ୍‌ ଏବେ ଯୁଦ୍ଧ ଜର୍ଜରିତ। ଆକାଶରୁ ଘନ ଘନ ବୋମା ବର୍ଷଣ, ମିଶାଇଲ, ରକେଟ୍‌ ମାଡ଼ରେ ସବୁକିଛି ନଷ୍ଠଭ୍ରଷ୍ଟ ହୋଇଯାଇଛି। କୋଠାବାଡ଼ି, ଘର ଦ୍ୱାର ସବୁ ଭୁଶୁଡ଼ି ମାଟିରେ ମିଶିଯାଛି। ସବୁଠି ଧ୍ୱସ୍ତବିଧ୍ୱସ୍ତର ଚିତ୍ର। ଯୁଦ୍ଧ ଭୟରେ ନିଜ ଦେଶ ଛାଡ଼ି ପଡ଼ୋଶୀ ଦେଶକୁ ହଜାର

ୟୁକ୍ରେନରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଉଦ୍ଧାର କରିବ ରୁଷ, ଜାତିସଂଘକୁ ଜଣାଇଲା

ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଭଲ ଖବର। ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ଏବେ ସେଠାରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ସମେତ ଅନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିବ। ଏଥିପାଇଁ ରୁଷର ବସ୍‌ଗୁଡ଼ିକ ବିଭିନ୍ନ କ୍ରସିଂ ପଏଣ୍ଟରେ ପ୍ରସ୍ତୁତ ହୋଇ

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ନୌସେନା

ନୂଆଦିଲ୍ଲୀ: ଶନିବାର ଭାରତୀୟ ନୌସେନା ପକ୍ଷରୁ ନୂତଦ ଜ୍ଞାନ କୌଶଳରେ ବିକସିତ ଦୂରଗାମୀ ଶକ୍ତିଶାଳୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ଏସମ୍ପର୍କରେ ନୌସେନା ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି କ୍ଷେପଣାସ୍ତ୍ର ବହୁ ଦୂର ପର୍ଯ୍ୟନ୍ତ ଲକ୍ଷଭେଦ କରି ଶତ୍ରୁ

ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଜଟିଳ ହେଉଛି

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଫିସିଥିବା କେତେକ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରୀ ଅନେକ ରହିଯାଇଛନ୍ତି। ତେବେ ସେଠାରେ ଦିନକୁ ଦିନ ଯୁଦ୍ଧ ପରିସ୍ଥିତି ସଙ୍ଗିନ୍‌ ହେଉଥିବାରୁ ଉଦ୍ଧାର ପ୍ରକ୍ରିୟା ଜଟିଳ ହେଉଛି। ରୁଷ ପକ୍ଷରୁ ଆକ୍ରମଣକୁ ବ୍ୟାପକ କରାଯାଉଥିବାରୁ ସେଠାରେ ୱାର

ସାମୟିକ ଭାବେ ୟୁକ୍ରେନରେ ଯୁଦ୍ଧ ବନ୍ଦ କଲା ରୁଷ

ମସ୍କୋ: ଦୀର୍ଘ ୧୦ ଦିନ ହେଲା ୟୁକ୍ରେନରେ ଆକ୍ରମଣ କରି ଚାଲିଥିବା ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇଛି। ଆଜି ହଠାତ୍‌ ରୁଷ ପକ୍ଷରୁ ୟୁକ୍ରେନରେ ସାମୟିକ ଭାବେ ଯୁଦ୍ଧ ବିରତି ଲାଗୁ କରାଯାଇଛି। ଯୁଦ୍ଧ ଯୋଗୁ ଅନେକ ସାଧାରଣ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି।ଘନଘନ ବୋମା ବର୍ଷଣ ଯୋଗୁ ସେମାନେ

୩ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା BJD

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ହୋଇଛନ୍ତି ମେୟର ପ୍ରାର୍ଥୀ । ଏହା ସହ କଟକ ପାଇଁ ସାଂସଦ

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ନିର୍ମାଣାଧୀନ ବ୍ରିଜ

ବାଉଁଶୁଣି: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର କାମ ଦ୍ରୁତ ଗତିରେ ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୁରୁଣାପାଣିଠାରୁ ଲୁଣିବାହାଲ ପର୍ଯ୍ୟନ୍ତ ରେଳ ଲାଇନ କାମ ଜୋରସୋରରେ ଆଗେଇ ଚାଲିଛି। ତେବେ ବୌଦ୍ଧ ବ୍ଲକ ଖଲିଆପାଲି ପଞ୍ଚାୟତର ପୁରୁମୁଣ୍ଡା

କଟକରୁ ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ : ୨୨ ସୁନା ଚେନ ଜବତ

କଟକ: ଚୌଦ୍ୱାର ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୨୨ଟି ସୁନା ଚେନକୁ ଜବତ କରାଯାଇଛି। ଏମାନେ ବ୍ୟବହାର କରୁଥିବା ଦୁଇଟି ପଲସର ବାଇକକୁ ଜବତ କରାଯାଇଛି। ଏହି ଲୁଟେରାମାନେ କଟକ ଓ ଭୁବନେଶ୍ୱର ଅଞ୍ଚଳରୁ ଲୁଟ କରୁଥିବା ଅଳଙ୍କାରକୁ ତରଲାଇ ବିକ୍ରି

ଆସନ୍ତା ୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ କ୍ରିଷନ କୁମାର

ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗ ଅତିରିକ୍ତ ଦାୟିତ୍ୱ ଭୁବନେଶ୍ୱର : ରାଜ୍ୟ ପୂର୍ତ୍ତ ବିଭାଗ ସଚିବ ୨୦୦୨ ବ୍ୟାଚ୍‌ ଆଇଏଏସ୍‌ ଡା. କ୍ରିଷନ କୁମାରଙ୍କୁ ଆସନ୍ତା ୭ ତାରିଖରେ ରାଜ୍ୟ ସରକାର ରିଲିଭ୍‌ କରିବେ । ସେ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି । ସେ କେନ୍ଦ୍ର