Sign in
Sign in
Recover your password.
A password will be e-mailed to you.
ଆମେ ପାଣ୍ଡେମିକ୍ରୁ ଏଣ୍ଡେମିକ୍ ଆଡ଼କୁ ଯାଉଛେ, ନିୟମ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ
ଭୁବନେଶ୍ଵର: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଏବେ ଆମେ ପାଣ୍ଡେମିକ୍ରୁ ଏଣ୍ଡେମେମିକ୍ ଆଡ଼କୁ ଯାଉଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ୍ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏହି ଭାଇରସ୍ କୁଆଡ଼େ!-->…
ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀଙ୍କୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ
ଭୁବନେଶ୍ବର: ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀଙ୍କୁ ପୁର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ । ବିଧାୟକଙ୍କ ନାଁରେ ୨୦୦୬ରୁ ରହିଛି ଦୁର୍ନୀତି ମାମଲା । ନନ୍ଦାହାଣ୍ଡି ବ୍ଳକ ସିନିଅର କ୍ଲର୍କ ତଥା ଷ୍ଟୋର ଇନଚାର୍ଜ ଥିବା ବେଳେ ୧୧ ଲକ୍ଷ ଟଙ୍କାର ଦୁର୍ନୀତି କରିଥିଲେ ରାନ୍ଧାରୀ ।!-->…
ସରକାରୀ ଚାକିରି ପାଇଁ ଆଉ ପଡ଼ିବନି ଆବେଦନ ଦେୟ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନସ୍ଥ ବିଭିନ୍ନ ପଦରେ ନିଯୁକ୍ତି ହେବା ନେଇ କରାଯାଉଥିବା ଆବେଦନ ପାଇଁ ଏଣିକି କୌଣସି ଦେୟ ପଡ଼ିବ ନାହିଁ। ଏନେଇ ରାଜ୍ୟ ସରକାର କିଛିଦିନ ତଳେ ନୀତିଗତ ନିଷ୍ପତ୍ତି ନେବା ସହ ସମସ୍ତ ବିଭାଗକୁ ଅବଗତ କରାଇଛନ୍ତି। ବିନା ଦେୟରେ ଆବେଦନକାରୀମାନେ ବିଭିନ୍ନ ସରକାରୀ!-->…
ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର
ପୁରୀ: ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ସମସ୍ତ ଭକ୍ତ। ସେହିଭଳି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ।
ଆଗାମୀ ୩ ତାରିଖ!-->!-->!-->…
ଜଟଣୀ ଫ୍ଲାଏଓଭର ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା
ଜଟଣୀ: ତାରିଖ ପରେ ତାରିଖ ଗଡ଼ିଚାଲିଛି । ଏ ଭିତରେ ୭ ବର୍ଷ ହୋଇଗଲାଣି । ଅଥଚ ଜଟଣୀ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରୁନି । ୧୨ମିଟର ଓସାର ଓ ୧୧୩୩ ମିଟର ଲମ୍ବ ଏହି ବ୍ରିଜ୍ କାମ ୨୦୧୫ରୁ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ନିର୍ମାଣସ୍ଥଳ ପରିଦର୍ଶନ କରି!-->…
ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ। ତାହାବି ପୁଣି ହାଇସ୍ପିଡ୍ ଇଣ୍ଟରନେଟ୍। ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ( ବିଏସ୍ସିଏଲ) । ବିଏସ୍ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ!-->…
ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର…
ଫୁଲବାଣୀ: ଚଳିତ ବର୍ଷ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ । ଏହାକୁ ନେଇ ଏବେ ଫୁଲବାଣୀରେ ବେସ୍ ଚର୍ଚ୍ଚା ଚାଲିଛି । ଏକଥା କିଛି ନୁଆ ନୁହେଁ । ପୂର୍ବରୁ ଏମିତି ଅନେକ ବିଧାୟକମାନେ ମଧ୍ୟ ଦଶମ ପରୀକ୍ଷା ଦେଇଛନ୍ତି ଏବଂ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ହେଲେ ଫୁଲବାଣୀ!-->!-->!-->…
୭୭୦ କେ.ଜି. ଗଞ୍ଜେଇ ଜବତ ୨ ଗିରଫ
ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଥାନା ଅଧୀନସ୍ଥ ମହୁପଦର ଗ୍ରାମରୁ ଗତକାଲି ପ୍ରଶାସନ ତରଫରୁ ଚଢ଼ାଉ ରେ ୭୭୦ କେ.ଜି. ଗଞ୍ଜେଇ ଜବତ ହୋଇଛି । ତେବେ ପୋଲିସର ଗୁଇନ୍ଦା ସୂତ୍ରରୁ ଜଣାପଡିଥିଲା ଯେ ମହୂପଦର ଯେଉଁ ଗ୍ରାମଟି ଓର୍କେଲ ଥାନା ଠାରୁ ପ୍ରାୟ ୧୫କି.ମି. ଦୂରରେ!-->…
ଫୁଲବାଣୀ : ଶନିଦେଵ ପୀଠର ୭ମ ବାର୍ଷିକ ଉତ୍ସବ ପାଳିତ…
ଫୁଲବାଣୀ:-ସ୍ଥାନୀୟ କୋର୍ଟଛକ ନିକଟସ୍ଥ ଟ୍ରେଜେରୀ କାର୍ଯ୍ୟ।ଳୟ ସମୂଖରେ ଥିବା ଶନିଦେଵ ପୀଠରେ ୭ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଶନିଦେଵ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ତଥା ଉପଦେଷ୍ଟା ବିମଳ ପାଢ଼ୀଙ୍କ ନେତୃତ୍ବରେ ସମ୍ପାଦକ କିଶୋର କୁମାର ମହାନ୍ତିଙ୍କ ସମେତ!-->!-->!-->…
ଭଙ୍ଗା ଘରେ ଵିତୁଛି ଜୀବନ : ଆବାସ ଯୋଜନା ଏଠାରେ ଧର୍ମକୁ ଆଖିଠାର..!
ହିଞ୍ଜିଳିକାଟୁ : ଗରିବ ଓ ଅସହାୟ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା ପ୍ରଣୟନ କରାଯାଉଛି । ପ୍ରକୃତ ପକ୍ଷେ ଏହାର ସୁଫଳ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିପାରୁନାହିଁ । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ସରକାରୀ ଅଫିସର ଏବଂ!-->…