Sign in
Sign in
Recover your password.
A password will be e-mailed to you.
ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ, (୨୯/୪) : ଶୁକ୍ରବାର ହିଞ୍ଜିଳି ଥାନା ଅନ୍ତର୍ଗତ ପୌରପରିଷଦ ୧୯ ନଂୱାର୍ଡ ହରିଜଳ ସାହିରେ ଜନୈକ ଯୁବକ ଵେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣକ ହେଲେ ଶମ୍ଭୁ ନାୟକ (୨୭) । ମୃତ ଶମ୍ଭୁ ଚାରି ମାସ ଧରି ହିଞ୍ଜିଳିକାଟୁ କଲେଜରେ ଅସ୍ଥାୟୀ ଭାବେ ସୁଇପର!-->…
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଗୁଲି ଫୁଙ୍କିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଅମଦାବାଦ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ବିଧାନସଭା ପାଇଁ ଆଜି ବିଧିବଦ୍ଧ ଭାବେ ବିଗୁଲି ଫୁଙ୍କିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିସହ ସେ କଂଗ୍ରେସକୁ ସମାଲୋଚନା କରି ଏହା କେବଳ ଗୋଟିଏ ଭାଇ-ଭଉଣୀର ଦଳ ବୋଲି କହି କଟାକ୍ଷ କରିଛନ୍ତି।ଅହମଦାବାଦରେ ଥିବା!-->…
ଆର୍ଟିଓ ଏବଂ ପୋଲିସର ମିଳିତ ଯାଞ୍ଚ,୯ ଲାଇସେନ୍ସ ରଦ୍ଦ
ଦାରିଙ୍ଗବାଡ଼ି (୨୯/୪) : ଦାରିଙ୍ଗବାଡ଼ି ପେଟ୍ରୋଲ ଟାଙ୍କି ଛକ ନିକଟ ୫୯ ନଂ ଜାତୀୟ ରାଜପଥରେ ଦାରିଙ୍ଗବାଡ଼ି ପୋଲିସ ଓ ଫୁଲବାଣୀ ଆର୍ଟିଓ ବିଭାଗ ପକ୍ଷରୁ ଗାଡ଼ି ଗୁଡିକ ଯାଞ୍ଚ ହୋଇଥିଲା । ଏହି ଯାଞ୍ଚ ସମୟରେ ୯ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଲାଇସେନ୍ସ ଗୁଡିକୁ!-->!-->!-->…
କେନ୍ଦୁପତ୍ର ବିିକି ଘରକୁ ଫେରିବା ବେଳେ ଓଲଟିଲା ପିକ୍ଅପ୍ ୨ ମୃତ, ୫ ଆହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡା ଛକ ନିକଟରେ ପିକଅପ ଭ୍ୟାନ ଓଲଟି ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆଦି ଦ୍ବିପହରରେ ଏମପିଭି ୨୯ ଗ୍ରାମର ୭ ଜଣ କେନ୍ଦୁପତ୍ର!-->!-->!-->…
ମିଳିତ ନାଗରିକ କମିଟି ପକ୍ଷରୁ ଉତ୍କଳ ଗୌରବଙ୍କ ଜୟନ୍ତୀ ପାଳିତ
ଫୁଲବାଣୀ : ଏପ୍ରିଲ ୨୮ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କୁ ଜନ୍ମ ଜୟନ୍ତୀ ଭାବେ ସମଗ୍ର ରାଜ୍ୟରେ ପାଳନ କରାଯାଇଛି। ମିଳିତ ନାଗରିକ କମିଟି ପକ୍ଷରୁ ସାମ୍ବାଦିକ ଭବନ ଠାରେ ଉତ୍କଳ ଗୌରବ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଦସ୍ୟମାନେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜଣେ!-->!-->!-->…
ହିଞ୍ଜିଳିକାଟୁ ବ୍ଳକର ୯ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୧୯୪୩ ପରୀକ୍ଷାର୍ଥୀ
ହିଞ୍ଜିଳିକାଟୁ (୨୯/୦୪) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ହୋଇଛି । ପ୍ରଥମ ଦିବସରେ ଇଂରାଜୀ ପରୀକ୍ଷା ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଯାଇଅଛି। ହିଂଜିଳିକାଟୁ ବ୍ଳକର ପ୍ରଥମ ଦିବସ ରେ ୯ଟି!-->!-->!-->…
ପ୍ରୟାଗରାଜରେ ରେକର୍ଡ ଭାଙ୍ଗି ୪୭ ଡିଗ୍ରୀ ଛୁଇଁଲା ପାରଦ
ପ୍ରୟାଗରାଜ: ଓଡ଼ିଶା ସମେତ ସମଗ୍ର ଦେଶରେ ଜାରି ରହିଛି ହିଟ୍ୱେଭ। ପ୍ରଚଣ୍ଡ ଖରା ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଦେଶର ବିଭିନ୍ନ ସହରରେ ଦିନର ତାପମାତ୍ରା ରେକର୍ଡ ଭାଙ୍ଗି ଚାଲିଛି। ଏହିକ୍ରମରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଦେଶର!-->…
ଗୋଷ୍ଠୀ ସଂଘର୍ଷ ପରେ ଜାରି ହେଲା କର୍ଫ୍ୟୁ, ଶିବସେନାର କାର୍ଯ୍ୟାନୁଷ୍ଠାନ
ପଟିଆଲା: ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ପଞ୍ଜାବର ପଟିଆଲା ଅଶାନ୍ତ ହୋଇ ଉଠିଛି। ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପୁଲିସ୍ ଫ୍ଲାଗମାର୍ଚ୍ଚ କରିବା ସହ ଚେକିଂ କରୁଛି। ଆଜି!-->…
ରୁଷ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ୯ରେ ୟୁକ୍ରେନ ବିଜୟ ଲକ୍ଷ୍ୟ
ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଧମକ ଆଗରେ ୟୁରୋପର ୪ ଦେଶ ନଇଁଛନ୍ତି। ସେମାନେ ରୁଷ ଠାରୁ ଗ୍ୟାସ କିଣିବା ନିମନ୍ତେ ରୁବେଲରେ ଅର୍ଥ ଦେବାକୁ ରାଜି ହୋଇଯାଇଛନ୍ତି। ରୁଷରେ ଚାଲୁଥିବା ରୁବେଲରେ ଅର୍ଥ ଜମା କରିଲେ ହିଁ ଗ୍ୟାସ ଓ ତୈଳ ଦିଆଯିବ ବୋଲି ରୁଷ ଧମକ ଦେଇଥିଲା।!-->…
ଓଡ଼ିଶା ଅନେକ କ୍ଷେତ୍ରରେ ଏକ ରୋଲ ମଡେଲରେ ପରିଣତ ହୋଇପାରିଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଇଣ୍ଡିଆ ଟୁଡେ କନକ୍ଲେଭରେ ପରିବର୍ତ୍ତିତ ଓଡ଼ିଶା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨ ହଜାର ମସିହାରେ ଦାୟିତ୍ୱ ନେଇଥିଲେ । ଠିକ୍ ବର୍ଷକ ପୂର୍ବରୁ ୧୯୯୯ ମହାବାତ୍ୟା ସବୁ ଛାରଖାର୍ କରି ଦେଇଥିଲା । ବିଗିଡ଼ି ଯାଇଥିଲା!-->…