ପୋଖରୀ ରେ ବୁଡି ଜଣେ ମୃତ…

ଚିକିଟି :-ଚିକିଟି କରବାଲୁଆ ବ୍ରହ୍ମା ବନ୍ଧ ରେ ବୁଡି ଜଣେ ଯୁବକ ଙ୍କ ର ମୃତ୍ୟୁ ହୋଇଛି।ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଲଷ୍ମୀପୁର ଛକ ର ଉଦୟ ନାଥ ସାହୁ।ଦିନ ରେ ଉଦୟ ଉକ୍ତ ପୋଖରୀ ନିକଟରେ ସନ୍ଦେହ ଜନକ ଭାବେ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି।ତେବେ ତାଙ୍କ ଶବ

10ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଦଶମର 1807 ଜଣ ଛାତ୍ର ଛାତ୍ରୀ

ଚିକିଟି : ଆଜି ଏହି ବ୍ଲକର 1807ଜଣ ଛାତ୍ର ଛାତ୍ରୀ କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ଏସ. ଏ -2 ପରୀକ୍ଷା ଦେଇଛନ୍ତି l ଏଥିପାଇଁ ପରୀକ୍ଷା କେନ୍ଦ୍ର ଗୁଡିକୁ ପୂର୍ବରୁ ଚି଼ହ୍ନଟ କରାଯାଇଥିଲା l ଗତ ବର୍ଷ ମହାମାରୀ କରୋନା ପ୍ରଭାବରୁ ପରୀକ୍ଷା

ନୂଆପଡା ରେ “ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଚିକିଟି : ଚିକିଟି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ନୂଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁସ୍ମାନ ଭାରତ ଏବଂ ଅଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଗୋଷ୍ଟି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମୋନଜ ପାଢ଼ୀ ଙ୍କ

ମେ ପହିଲାରେ ନେଟଫ୍ଲିକ୍ସରେ ରିଲିଜ ହେଉଛି ଏହି ୬ଟି ହଲିଉଡ୍ ଫିଲ୍ମ

ନୂଆଦିଲ୍ଲୀ: ଯଦି ଆପଣ କିଛି ଜବରଦସ୍ତ ହଲିଉଡ ଚଳଚ୍ଚିତ୍ର ଦେଖିବା ପାଇଁ ଇଛୁକ, ତେବେ ମେ ମାସ ଆପଣଙ୍କ ପାଇଁ ମନୋରଞ୍ଜନର ଢ଼େର ଖୋରାକ ଯୋଗାଇବ। ମେ ମାସରେ ନେଟଫ୍ଲିକ୍ସରେ ଭଲ ଭଲ ଚଳଚ୍ଚିତ୍ର ମୁକ୍ତିଲାଭ ହେବାକୁ ଯାଉଛି । ଆକ୍ସନ୍ ଠାରୁ ଆରମ୍ଭ କରି କମେଡି ପର୍ଯ୍ୟନ୍ତ ସବୁର ମଜା

କୁଲଦୀପଙ୍କ କମାଲ : କୋଲକାତାକୁ ହରାଇଲା ଦିଲ୍ଲୀ

ମୁମ୍ବାଇ: କୋଲକାତା ବିପକ୍ଷରେ ଦିଲ୍ଲୀର ଦାଦାଗିରି ଜାରି ରହିଛି। ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ରୋମାଞ୍ଚକର ଭାବେ ୪ ୱିକେଟ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ କୋଲକାତା ନବମ ମ୍ୟାଚ୍‌ରୁ

‘ଯୋଗୀଙ୍କୁ ଲଣ୍ଡା କହିଥିବା ଲୋକ ଏବେ ପ୍ରଶଂସା କରୁଛନ୍ତି’

ମୁମ୍ବାଇ: ମସଜିଦରେ ଲାଉଡ଼ସ୍ପିକର ବ୍ୟବହାରକୁ ନେଇ ଉଠିଥିବା ପ୍ରସଙ୍ଗ ଏବେ ରାଜନୀତି ବୟାନବାଜିରେ ପରିଣତ ହୋଇଛି | ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା ସହ ମସଜିଦରେ ଲାଉଡ଼ସ୍ପିକର ବ୍ୟବହାରକୁ ନେଇ ଏମଏନଏସ(ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ୟ

୧୨ରୁ ୧୭ ବର୍ଷୀୟ ଶିଶୁଙ୍କଠାରେ ବ୍ୟବହାର ଲାଗି ‘କୋଭୋଭାକ୍ସ’ ଟିକାକୁ ଅନୁମୋଦନ ଦେଲା ଏନଟିଏଜିଆଇ

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। ଫଳରେ ଦେଶରେ କିଶୋରଙ୍କ କ୍ଷେତ୍ରରେ କରୋନା ନିରୋଧୀ ଟିକାକରଣ

ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ

ଗୌହାଟୀ: ଆସାମ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଶେଷରେ ଜାମିନ ମିଳିଛି। ଜଣେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତେବେ ଆଜି ଆସାମର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ପ୍ରଥମେ ମେୱାନୀଙ୍କୁ

ଲେଫ୍ଟନାଣ୍ଟ ଜେନେରାଲ ରାଜୁ ସ୍ଥଳ ସେନାର ଉପମୁଖ୍ୟ

ନୂଆଦିଲ୍ଲୀ: ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ। ମେ’ ୧ ତାରିଖରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ। ଆଜି ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ବିଜାପୁର ସୈନିକ ସ୍କୁଲ ଓ ନ୍ୟାଶନାଲ ଡିଫେନ୍ସ ଏକାଡେମୀରୁ ପାସ୍‌ କିଥିବା ଲେଫ୍ଟନାଣ୍ଟ ଜେନେରାଲ

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ହିଞ୍ଜିଳିକାଟୁ (୨୯।୪ ) : ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ବୁରୁପଡା ଗ୍ରାମର କୁଞ୍ଜଲତା ସାହୁଙ୍କ ଵୁଧବାର ରାତିରେ ଵ୍ରହ୍ମପୁର ଅରଵିନ୍ଦ ନଗର ସ୍ଥିତ ବାସ ଭଵନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ଵର୍ଷ ହୋଇଥିଲା । ମୃତ୍ୟୁ ବେଳକୁ ଚାରିପୁଅ ଦୁଇ ଝିଅ ଊପସ୍ଥିତ ଥିଲେ । ସେ