Sign in
Sign in
Recover your password.
A password will be e-mailed to you.
୪୫ ଡିଗ୍ରୀ ସହ ଆଜି ବି ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର
ଭୁବନେଶ୍ୱର: ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଗତକାଲି ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା, ଯାହାକି ଚଳିତ ଋତୁରେ ସର୍ବାଧିକ ତାପମାତ୍ରା ଥିଲା ।
!-->!-->…
ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ
ଭୁବନେଶ୍ବର : ରାଜ୍ୟରେ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା ହେବ । ଏହି ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ଦେଇଛି। ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ୩୪ଟି ଅଦାଲତ ମଧ୍ୟରେ!-->!-->!-->…
ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ଟ୍ୱିନ ସିଟି DCP
ଭୁବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାର IPS ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଯାହା ଆଶା କରାଯାଉଥିଲା ତାହା ହୋଇଛି, ବଦଳିଛନ୍ତି ଟ୍ୱିନସିଟିର DCP । କଟକ ଡିସିପି ଦାୟିତ୍ୱରେ ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର DCP ଭାବେ ନିଯୁକ୍ତ କରାଯାଇଛି । ସେହିଭଳି କଟକ ଡିସିପି!-->…
ମେ ୫ରେ ସୃଷ୍ଟି ହୋଇପାରେ ଲଘୁଚାପ
ଭୁବନେଶ୍ବର: ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।!-->…
ବୁର୍ଲା ପାୱାର କେନାଲରେ ଭାସିଗଲେ ଇଂଞ୍ଜିନିୟରିଂ ଛାତ୍ର, ମୃତଦେହ ଉଦ୍ଧାର
ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧେଇବା ହେଲା କାଳ । ସମ୍ୱଲପୁର ବୁର୍ଲା ପାଓ୍ୱାର କେନାଲରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ଭାସିଗଲେ ଭିସୁଟର ଇଞ୍ଜିନିୟରିଂ ଛାତ୍ର । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି କରିଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ!-->…
ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମଲେଖା ଅଭିଯୋଗ: ୬ ଛାତ୍ରଛାତ୍ରୀଙ୍କ ନାମରେ ଏତଲା
ଭୁବନେଶ୍ବର: ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇବା ଅଭିଯୋଗରେ ଭୁବନେଶ୍ୱରର ରାଜଧାନୀ କଲେଜର ୬ଜଣ ଛାତ୍ରଛାତ୍ରୀଙ୍କ ନାମରେ ଏତଲା ହୋଇଛି। ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ଆଡମିସନ କରିଥିବା ୨୭ଜଣ ଛାତ୍ରଛାତ୍ରୀଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ଚେକ୍ କରିବା ପାଇଁ ବିଭିନ୍ନ ଜିଲାର!-->…
ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇ ବନ୍ଧା ହେଲେ ମହିଳା ଆକାଉଣ୍ଟାଣ୍ଟ
ଭୁବନେଶ୍ବର: ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ ହୋଇଥିବା ଜଣାଯାଇଛି। ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା।!-->…
ନାବାଳିକାଙ୍କ ଅଶ୍ଲୀଳ ଫଟୋ କରି ଫେକ୍ ଆକାଉଣ୍ଟରେ ବ୍ଲାକମେଲ୍, ଅଭିଯୁକ୍ତ ଗିରଫ
କଟକ: ନାଵାଳିକା ମାନଙ୍କର ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ ତିଆରି କରି ଵ୍ଲାକମେଲ୍ କରୁଥିବା ଜଣେ ଯୁଵକଙ୍କୁ ଗିରଫ କରିଛି କଟକ ସାଇଵର ଥାନା ପୋଲିସ । ଅଭିଯୁକ୍ତ ଯୁଵକ ସୋସିଆଲ ମିଡିଆ ମାଧ୍ୟମରେ ନାଵାଳିକା ମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଉଥିଲେ । ସମ୍ପୃକ୍ତ ନାଵାଳିକା ଫ୍ରେଣ୍ଡ!-->…
ଶେଷ ହେଲା ମାଟ୍ରିକର ପ୍ରଥମ ଦିନ ପରୀକ୍ଷା
କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଆଜିଠୁ ଆରମ୍ଭ ହୋଇଛି । ୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୮ ରୁ ୧୦!-->…
ଭୁବନେଶ୍ୱରରେ ଦିନ ଦ୍ୱିପହରେ ଯୁବତୀଙ୍କୁ ଅପହରଣ ଅଭିଯୋଗ
ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କୁ ଅପହରଣ ବେଳେ ପୋଲିସ୍ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି ଅପହର୍ତ୍ତା । ନୟାପଲ୍ଲୀର ଏକ ଘରୋଇ ହଷ୍ଟେଲ୍ରୁ ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କର ମାମୁ ଦୁଇଜଣ ସହଯୋଗୀଙ୍କ ସହ ଏକ କାର୍ ଯୋଗେ ନେଇ ଚମ୍ପଟ ମାରୁଥିବା ବେଳେ ପିସିଆର୍!-->…