Sign in
Sign in
Recover your password.
A password will be e-mailed to you.
ଆଉ ଏକ ଲଘୁଚାପ ସମ୍ଭାବନା, ପ୍ରଭାବରେ ୧୪ରୁ ବଢିବ ବର୍ଷା
ଭୁବନେଶ୍ୱର: ୩୬ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ସେହିପରି ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ରହିଛି । ଏହି ଲଘୁଚାପ ବଳୟର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ!-->…
ମିଳିଲାନି ଚାକିରି, ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ ଦେଲେ ଛାତ୍ର
ନବରଙ୍ଗପୁର: ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ ଦେଲେ ଛାତ୍ର । ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ନଥିବାରୁ ନିରାଶ ହେଲେ ନବରଙ୍ଗପୁର ବିଶ୍ୱନାଥ ବଡ଼ନାୟକ । ଲକ୍ଷେ ଟଙ୍କାରେ ସାର୍ଟିଫିକେଟ ବିକ୍ରି ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଛନ୍ତି ବିଶ୍ୱନାଥ । ଦିନେ ଶିକ୍ଷକ ହୋଇ ପିଲାଙ୍କ!-->…
ଗୋବିନ୍ଦପାଲ୍ଲୀ ସରକାରୀ ହାଇସ୍କୁଲରେ ସାଇବର ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ( ଏସ.ଏସ.ଡ଼ି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନେହେରୁ ଯୁବକେନ୍ଦ୍ର ଓ ଯୁବ ରେଡକ୍ରସ୍ ପକ୍ଷରୁ ସାଇବର ଠକେଇ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର!-->…
ଲଗାଣ ବର୍ଷାରେ ଗଛପଡ଼ି ଦାରିଙ୍ଗବାଡ଼ି – ପର୍ତ୍ତମାହା ରାସ୍ତା ଅବରୋଧ
ଦାରିଙ୍ଗବାଡ଼ି (୧୨/୭) : ଦାରିଙ୍ଗବାଡ଼ି ବ୍ଳକରେ ଲଗାଣ ବର୍ଷା ଫଳରେ ସିମନବାଡ଼ି-ବୁଡାଗୁଡ଼ା ରାସ୍ତା , ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତବିଭାଗ ରାସ୍ତାର ଶିଝିଗାଣ୍ଡା ଘାଟି ଓ ଦାରିଙ୍ଗବାଡ଼ି-ପର୍ତ୍ତମାହା ରୋଡ଼ର ଟଣ୍ଡମି ଗ୍ରାମ ନିକଟରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା । ତଣ୍ଡମି!-->…
ଟାଉନ ଥାନା ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟ୍, ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ
କନ୍ଧମାଳ : ଦିନ ଦ୍ବିପ୍ରହରରେ ଫୁଲବାଣୀ ଟାଉନ ଥାନା ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଫୁଲବାଣୀ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ!-->…
ନାବାଳିକା ଛାତ୍ରୀ ହତ୍ୟା ମାମଲାରେ ଦୋଷୀକୁ ଗିରଫ ଦାବୀ
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏ ବି ଭି ପି ଦାବୀ କରିଛି l ଏ ନେଇ ଆଜି ଜିଲ୍ଲା ସହ ସଂଯୋଜିକା ରାଜନନ୍ଦୀନି!-->!-->!-->…
ଶ୍ରୀଲଙ୍କା ସଂକଟ : ଏସିଆ କପ ଆୟୋଜନକୁ ନେଇ ସଂଦେହ, ପ୍ରସ୍ତୁତ ରହିବାକୁ ବାଂଲାଦେଶକୁ ନିର୍ଦ୍ଦେଶ
ମୁମ୍ବାଇ : ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଗୃହଯୁଦ୍ଧ ଆଡକୁ ଗତି କରୁଥିବାବେଳେ ସେଠାରେ ଆସନ୍ତା ଅଗଷ୍ଟରେ ହେବାକୁ ଥିବା ଏସିଆ କପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ବିକଳ୍ପ ଆୟୋଜନସ୍ଥଳୀ ଭାବେ ପ୍ରସ୍ତୁତ ରଖାଯାଇଛି ।ଶ୍ରୀଲଙ୍କାରେ!-->…
ଜଣେ କରୋନା ସଂକ୍ରମିତ ହେବାରୁ ୩ ଲକ୍ଷ ଲୋକଙ୍କୁ ଲକଡାଉନରେ ରଖିଲା ଚୀନ
ବେଜିଂ : ଚୀନରେ ପୁଣି କରୋନା ସଂକ୍ରମଣ ବଢିଚାଲିଛି । ଏହାର ମୁକାବିଲା ପାଇଁ ଚୀନ ସରକାର ଅତି କଠୋର କଟକଣା ଲାଗୁ କରୁଛନ୍ତି । ଏପରିକି ଗୋଟିଏ ସହରରେ ଜଣେ ଲୋକ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି ।ଚୀନର ଏହି ସହରଟି ହେଉଛି ହେନାନ ପ୍ରଦେଶରେ ଥିବା!-->…
ବିହାର ଓ ଝାଡ଼ଖଣ୍ଡ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା ଆରଜେଡି
ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ଓ ଝାଡ଼ଖଣ୍ଡ ଗସ୍ତରେ ଯାଇଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଟୁଇଟ୍ କରି ଟାର୍ଗେଟ କରିଛି। ମୋଦୀଙ୍କ ୟୁପିଏ ଶାସନର ଏକ ଭିଡିଓ ମଧ୍ୟ ସେୟାର କରି ଆରଜେଡି ଟଙ୍କାର ମୂଲ୍ୟ ହ୍ରାସ କରିବାକୁ ଟାର୍ଗେଟ କରିଛି । ଏହା ବ୍ୟତୀତ ୨୦୧୫ରେ!-->…