Sign in
Sign in
Recover your password.
A password will be e-mailed to you.
ଫୁଲ୍ଓ୍ଵମା ଶହୀଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା
ବେଲଗୁଣ୍ଠା, ତା.୧୪/୦୨ : ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଲୁଦୁଲୁଦୁ ଗ୍ରାମଠାରେ ଲୋକନାଟ୍ୟ ଗୁରୁ କାହ୍ନୁଚରଣ ଷଡ଼ଙ୍ଗୀଙ୍କ ଆହ୍ଵାନ କ୍ରମେ ଗ୍ରାମ୍ୟ ଯୁବଗୋଷ୍ଠୀ ପୁଲ୍ଓ୍ଵମା ଶହୀଦଙ୍କ ଦ୍ଵିତୀୟ ବାର୍ଷିକୀ ମହାସମାରୋହରେ ପାଳନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ!-->!-->!-->…
ସାମ୍ୱାଦିକା ସବନମ୍ ସରିନ୍ଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ବରେ ୧୫/୦୨ : ନ୍ୟୁଜ୍ ସେଭେନ୍ର ଦିବଂଗତ ସାମ୍ୱାଦିକା ସବନମ୍ ସରିନ୍ଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ରାଜ୍ୟ ସରକାର । ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସବନମ୍ଙ୍କ ସ୍ୱାମୀ କାମରୁଦ୍ଦିନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ସାମ୍ବାଦିକା ସବନମ୍!-->…
ଘରପୋଡ଼ି ବିପନ୍ନଙ୍କୁ ସହାୟତା
ଫୁଲବାଣୀ : ଯେଉଁଠାରେ କିଛି ସାହାଯ୍ୟର ଆବଶ୍ୟକ ପଡିଲା ତାଙ୍କୁ କିଏ କହୁ ନ କହୁ, କିଏ ଡାକୁ ନ ଡାକୁ ସାହାଯ୍ୟ କରିବାକୁ ଅକୁଣ୍ଠ ଚିତରେ ଆଗେଇ ଆସନ୍ତି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠା ତା ତଥା ହିନ୍ଦୁ ମଜଦୂର ସଭାର ଜିଲ୍ଲା ଆବାହକ, ଜିଲ୍ଲା ପ୍ରେସ କ୍ଳବର ଉପ ସଭାପତି ତଥା ଆଇନଜୀବୀ ସତ୍ୟ!-->!-->!-->…
ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ ପାଇଁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନେଇ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
UDAN 4.1 ଅଧୀନରେ ଭୁବନେଶ୍ୱର-ଅମର୍ଦ୍ଦା ରୋଡ୍(ମୟୂରଭଞ୍ଜ)କୁ ଏକ ସ୍ୱତନ୍ତ୍ର RCS(Radar cross-section) ମାର୍ଗ ଭାବରେ!-->!-->!-->…
ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି : କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ
କଟକ: ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି। କଟକ, ଭୁବନେଶ୍ବର, ଯାଜପୁର ଓ କୋରାପୁଟର ମୋଟ୍ ୧୫ ଟି!-->…
ରାଜଧାନୀରୁ ୪ ଇଞ୍ଜିନିୟର ଛାତ୍ର ନିଖୋଜ ଘଟଣା: ଜାମତରା ଗ୍ୟାଙ୍ଗରେ ସଂପୃକ୍ତି
ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରୁ ନିଖୋଜ ଥିବା ୪ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠାଇ ନେଇଛି ସମ୍ବଲପୁର ପୋଲିସ । ଜମତରା ଗ୍ୟାଙ୍ଗରେ ସଂପୃକ୍ତି ସନ୍ଦେହରେ ସେମାନଙ୍କୁ ପୋଲିସ ଉଠାଇ ନେଇଥିବାର ଶୁଣିବାକୁ ମିଳୁଛି । ଏହି ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଟ୍ରାକ୍ କରୁ କରୁ ଏହି ୪ ଛାତ୍ରଙ୍କ!-->…
ବ୍ୟାଙ୍କ ଠକେଇ ମାମଲା: ଏବିଜି ଶିପୟାର୍ଡ ନିର୍ଦ୍ଦେଶକଙ୍କ ବିରୋଧରେ ଜାରି ହେଲା ଲୁକଆଉଟ୍ ନୋଟିସ୍
ନୂଆଦିଲ୍ଲୀ ୧୫।୧୨: ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ସବୁଠୁ ବଡ଼ ଋଣ ଜାଲିଆତି ମାମଲାରେ ଏବିଜି ଶିପୟାର୍ଡଙ୍କ ନିର୍ଦ୍ଦେଶକଙ୍କ ଲାଗି ଲୁକ୍ଆଉଟ୍ ନୋଟିସ୍ ଜାରି ହୋଇଛି। ଜନୈକ ବରିଷ୍ଠ ସିବିଆଇ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ୨୨ ହଜାର ୮୪୨ କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି!-->…
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ବ୍ଲୁ ବ୍ଲକ ସୁରକ୍ଷା ବ୍ୟବସ୍ଥା
ପୁରୀ: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ୨୦ତାରିଖ ସକାଳ ୧୦.୩୫ ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ!-->…
ବିରୋଧୀ ଭାଙ୍ଗି ପାରିବେନିଏମଭିଏ ମେଣ୍ଟ : ଶିବସେନା ମୁଖପାତ୍ର ସଂଜୟ ରାଉତ
ଦାଦର୧୫।୨: ଶିବସେନା ରାଜ୍ୟସଭା ସାଂସଦ ତଥା ପାର୍ଟିର ମୁଖପାତ୍ର ସଂଜୟ ରାଉତ ମଙ୍ଗଳବାର ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ରରେ ବିଜେପି ମହାବିକାଶ ଅଘାଡ଼ି(ଏମଭିଏ) ନେତା ଓ ସେମାନଙ୍କ ପରିବାରଙ୍କୁ ଏବେ ଟାର୍ଗେଟ କରୁଥିବାର କହିଛନ୍ତି। ରାଜ୍ୟରେ ମେଣ୍ଟ ସରକାର!-->…
ଆଉ ୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଚଳିତ ମାସ ଆରମ୍ଭରେ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ରାଜ୍ୟ ସରକାର ପୁଣି ଥରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଏହି ୫ ଜଣଙ୍କ ମଧ୍ୟରେ ପୋଲିସ ଡି.ଏସ୍.ପି, ଓଏଏସ୍!-->…