ଓଳପୁରଠାରେ ମାରୁତି ଭ୍ୟାନ ଦୁର୍ଘଟଣା : ତିନି ଛାତ୍ରଛାତ୍ରୀ ଆହତ

ଚିକିଟି : କେ ନୂଆଗାଁ ଥାନା ଧାନଘର ଫାଣ୍ଡି ଅନ୍ତର୍ଗତ ଓଳପୁର ଠାରେ ଏକ ମାରୁତି ଭ୍ୟାନ ଦୁର୍ଘଟଣାରେ ତିନିଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି।ମିଳିଥିବା ସୂଚନା ପ୍ରକାରେ ଆଜି ସକାଳେ ଓ ଆର ୦୭ ଏନ ୧୫୯୯ ମାରୁତି ଭ୍ୟାନ ନୂଆପଡ଼ା ଠାରୁ ଛାତ୍ର ଛାତ୍ରୀଙ୍କୁ ନେଇ ଚିକିଟି ପିତାତଳି ସ୍ଥିତ…

ମାଲକାନଗିରି ରେ ବାୟୁ ସ୍ବାସ୍ଥ୍ୟସେବାର ଆରମ୍ଭ

ମାଲକାନଗିରି ତା ୨୩/୦୪ : ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ରାଜ୍ୟର ମୁଖ୍ୟ ମନ୍ତ୍ରୀ ଓ ୫ ଟି ସଚିବଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ଲାଗି ଗରିବ ଲୋକଙ୍କୁ ଆଉ କାହା ପାଖରେ ଗୁହାରି କରିବାକୁ ପଡିବ ନାହିଁ । ଏହାକୁ…

ଆଇପିଏଲ : ରୋମାଞ୍ଚକର ମ୍ୟାଚରେ କୋଲକାତାକୁ ୮ ରନରେ ହରାଇଲା ଗୁଜୁରାଟ

ମୁମ୍ବାଇ : ମୁମ୍ବାଇର ଡଃ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୨୨ର ୩୫ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୮ ରନରେ ହରାଇଛି ଗୁଜୁରାଟ ଟାଇଟନ୍ସ (ଜିଟି) । ଗୁଜୁରାଟ ଦ୍ବାରା ରଖାଯାଇଥିବା ୧୫୭ ରନ ଜବାବରେ କୋଲକାତା ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୮ ରନ…

ହିମାଚଳ ପ୍ରଦେଶର ଏଭଳି ଅବସ୍ଥା ପାଇଁ ବିଜେପି-କଂଗ୍ରେସ ଦାୟୀ, ହେଲେ ସେମାନେ ମୋତେ ଗାଳି ଦେଉଛନ୍ତି: କେଜ୍ରିୱାଲ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଏଭଳି ଅବସ୍ଥା ପାଇଁ ବିଜେପି-କଂଗ୍ରେସ ଦାୟୀ, ହେଲେ ସେମାନେ ମୋତେ ଗାଳି ଦେଉଛନ୍ତି। ହିମାଚଳ ପ୍ରଦେଶ‌ରେ ଏକ ବୈଠକକୁ ସମ୍ବୋଧିତ କରି ଏଭଳି କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଆଜି ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି। ଏହି ଗସ୍ତ…

ଆଜିର ଇନଷ୍ଟାଣ୍ଟ ନୁଡୁଲ୍ସ ଯୁଗରେ, ଲୋକମାନେ ତୁରନ୍ତ ନ୍ୟାୟ ଚାହୁଁଛନ୍ତି : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଆଜି କାଲି ଇନଷ୍ଟାଣ୍ଟ ନୁଡୁଲ୍ସର ଯୁଗରେ ଲୋକମାନେ ନ୍ୟାୟ ମଧ୍ୟ ତୁରନ୍ତ ଚାହୁଁଛନ୍ତି । ମାତ୍ର ଲୋକମାନେ ବୁଝିବା ଆବଶ୍ୟକ ଯେ ତୁରନ୍ତ ନ୍ୟାୟ ପାଇବା ଲକ୍ଷ୍ୟରେ ପ୍ରକୃତ ନ୍ୟାୟ ମିଳିନପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା ।ମାଡ୍ରାସ…

‘ତୁମ ପୁଅକୁ ସମ୍ଭାଳିପାରୁନି’ କହି ଆତ୍ମହତ୍ୟା କଲେ ଆଇଏଏସ ଅଧିକାରୀଙ୍କ ପତ୍ନୀ

ପାଟନା: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ନାଗେନ୍ଦ୍ର ନାରାୟଣ ସିଂଙ୍କ ପତ୍ନୀ ନୀତା ସିଂ (୫୨) ପୁଅ ସହିତ ଝଗଡା କରିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବିହାରର ପାଟନାର ଶାସ୍ତ୍ରୀ ନଗର ଥାନା ଅନ୍ତର୍ଗତ ଆଶିଆନା-ଦିଘା ରୋଡରେ ଥିବା ଥ୍ରୀ ପାମ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଗୁରୁବାର…

ଦିଲ୍ଲୀ ହିଂସା ମାମଲା: ୮ଦିନିଆ ରିମାଣ୍ଡରେ ଗଲେ ୫ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ୫ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ୮ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିବା ବେଳେ ଦିଲ୍ଲୀର ରୋହିଣୀ କୋର୍ଟ ମଞ୍ଜୁର କରିଛନ୍ତି। ଅନ୍ୟପଟେ ଆଉ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ୧୪ ଦିନିଆ…

ହନୁମାନ ଚାଳିଶା ବିବାଦ: ମହାରାଷ୍ଟ୍ରର ନେତା ଦମ୍ପତି ଗିରଫ

ମୁମ୍ବାଇ: ହନୁମାନ ଚାଳିଶାକୁ ନେଇ ବିବାଦ ଘନଉଥିବା ବେଳେ ମହରାଷ୍ଟ୍ରର ଏମପି ନଭନୀତି ରାଣା ଏବଂ ତାଙ୍କ ବିଧାୟିକ ସ୍ୱାମୀ ରଭି ରାଣାଙ୍କୁ ମୁମ୍ବାଇର ଖାର ପୁଲିସ ଗିରଫ କରିଛି। ଉଭୟଙ୍କ ନାମରେ ୧୫୩ ଏରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ହନୁମାନ…

ମୋ ଇସ୍ତଫା ପତ୍ର  ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବେ ପଡ଼ି ରହିଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ମୋ ଇସ୍ତଫାପତ୍ର କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବରେ ପଡ଼ିରହିଛି। ସିଏ ଯେତେବେ ବେଳେ ଚାହିଁବେ ନିଷ୍ପତ୍ତି ନେଇ ପାରିବେ। ତେଣୁ ଏଥିରେ କେହି ଗୁଜବ ନଖେଳାନ୍ତୁ ବୋଲି ରାଜସ୍ଥାନ ମୁଖ୍ୟମମନ୍ତ୍ରୀ ଅଶୋକ ଗେହେଲେଟ୍‌ କହିଛନ୍ତି । ଆସନ୍ତା ବର୍ଷ ରାଜସ୍ଥାନ…

ସିବିଏସ୍ଇ ପାଠ୍ୟକ୍ରମରୁ ବାଦ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ

ନୂଆଦିଲ୍ଲୀ: ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ। ମୋଗଲ କୋର୍ଟ ଓ ଫୈଜିଙ୍କ କବିତା ମଧ୍ୟ ପାଠ୍ୟକ୍ରମରୁ ବାଦ ପଡ଼ିଲା। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ ଯୁକ୍ତିଯୁକ୍ତ ସୁପାରିଶ ଉପରେ ଏହି ପରିବର୍ତ୍ତନ ହୋଇଛି।…