୬ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ରିମାଣ୍ଡରେ ରାଣା ଦମ୍ପତି

ମୁମ୍ବାଇ: ରବିବାର ମୁମ୍ବାଇର ଏକ କୋର୍ଟ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଲିସା ପାଠ କରିବା ଧମକକୁ ନେଇ ଗତକାଲି…

ସ୍କୁଲ ପିଲାଙ୍କୁ ନେଉଥିବା ବସଗୁଡ଼ିକର ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ନିବେଦନ

କଟକ: ସ୍କୁଲ ପିଲାଙ୍କୁ ନେଉଥିବା ବସଗୁଡ଼ିକର ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ସଡ଼କ ସୁରକ୍ଷା ଯୁଗ୍ମ କମିସନର ସଞ୍ଜୟ ବିଶ୍ୱାଳ ନିବେଦନ କରିଛନ୍ତି। ସେ କହିଛନ୍ତି, ଅନୁପଯୁକ୍ତ ବସ୍ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନଜର ରଖନ୍ତୁ, ବ୍ୟବହୃତ ଗାଡ଼ିର ଫିଟନେସ ଓ ମୋଟର ଆକ୍ଟ…

ଗୌହାଟି ପୌର ନିର୍ବାଚନ: ବିଜେପିର କ୍ଲିନ୍‌ ସୁଇପ୍‌

ଗୌହାଟି: ଆସାମର ଗୌହାଟିରେ ହୋଇଥିବା ପୌର ନିର୍ବାଚନରେ ବିଜେପି ବାଜିମାତ କରିଛି। ମୋଟ୍‌ ୬୦ଟି ସିଟରୁ ୫୮ଟି ସିଟ୍‌ ହାତେଇ କ୍ଲିନ୍‌ ସୁଇପ କରିଛି ବିଜେପି। ଗୌହାଟି ମ୍ୟୁନ୍ସିପାଲ କର୍ପୋରେଶନରେ ୫୭ଟି ୱାର୍ଡ଼ରେ ଗତ ଶୁକ୍ରବାର ମତଦାନ ହୋଇଥିଲା। ୩ଟି ୱାର୍ଡ଼ରେ ବିଜେପି ଅପ୍ରତିଦ୍ୱନ୍ଦୀ ଭାବେ…

ବଲାଙ୍ଗିର ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୋବାଇଲ ଚାଟିଂ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କ ସହ ମୋବାଇଲରେ ଚାଟିଂ କରିଥିବା ଜଣାପଡ଼ିଛି । ନିଶାନ୍ତଙ୍କୁ ସିନିୟରମାନେ ର୍ୟାଗିଂ କରିବା ସହ ଖେଳ ପଡ଼ିଆକୁ…

ପାକିସ୍ତାନରେ ଦୈନିକ ୧୫ଘଣ୍ଟା ବିଜୁଳି କାଟ

ନୂଆଦିଲ୍ଲୀ: ପ୍ରବଳ ଗରମ ଓ ଅନ୍ଧାରରେ କଲବଲ ହେଉଥିବା ପାକିସ୍ତାନବାସୀ। ଏବେ ଏଠାରେ ଦେଶବାସୀ ପ୍ରତ୍ୟେକଦିନ ୮ରୁ ୧୫ ଘଣ୍ଟା ବିଦ୍ୟୁତକାଟର ସମ୍ମୁଖୀନ ହେଉଛନ୍ତି। କରାଚି, ଲାହୋର, ରାଓ୍ୱଲପିଣ୍ଡି, କ୍ୱେତା, ପେଶଓ୍ୱାର, ମୁଲତାନ, ବାଦିନ, ସ୍ୱାତ ଏବଂ ପାକିସ୍ତାନର ଅନେକ ସହରବାସୀ ବିଦ୍ୟୁତକାଟ…

ଜେଲ୍‌ରେ ରାତିସାରା ହନୁମାନ ଚାଳିଶା ପାଠ କଲେ ରାଣା ଦମ୍ପତି

ମୁମ୍ବାଇ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଗତକାଲି ରାତିସାରା ଜେଲ୍‌ରେ ହନୁମାନ ଚାଳିଶା ପାଠ କରିଥିଲେ।ଟ୍ୱିଟ୍ କରି ରାଣା ଦମ୍ପତି କହିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶରେ…

ବଢିବ ନନ୍ଦନକାନନ ଚିଡ଼ିଆଖାନାର ପରିସର: ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା

ଭୁବନେଶ୍ୱର: ବଦଳିବ ନନ୍ଦନକାନନର ରୂପରେଖ । ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନାର ବଢିବ ପରିସର । ୪୩୧ ହେକ୍ଟରରୁ ବଢି ୧୦୪୭ ହେକ୍ଟରରେ ପହଞ୍ଚିବ। ଏବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବୋଟାନିକାଲ ଗାର୍ଡ଼େନ ଏହାର ପରିସରରେ ଯାଉଥିବା ବେଳେ ପରିବର୍ତ୍ତିତ ଯୋଜନାରେ ଚନ୍ଦକା ଜଙ୍ଗଲ,…

ଆତ୍ମସମର୍ପଣ କଲେ ଲଖିମପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଶେଷରେ ଆତ୍ମସମର୍ପଣ କରିଛନ୍ତି। ରବିବାର ସେ ଅଦଲାତତର ବିଚାରପତିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଜଣେ ଜେଲ ଅଧିକାରୀ ଏହି ସୂଚନା ଦେଛନ୍ତି। ଆଜି ଅପରାହ୍ନ ୩ଟା ୨୫ରେ ଆଶିସ ମିଶ୍ରା ଲଖିମପୁର ଖେରୀ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟାଙ୍କ ମୃତ୍ୟୁକୁ ନେଇ ମୁହାଁମୁହିଁ ହେଲେ BJD-BJP, ୧୪୪ ଧାରାଜାରି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଜି ସକାଳେ ଝଣ୍ଡାଚୌକରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳର ଆଶଙ୍କା କରି ଆଜି ଝାରସୁଗୁଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ଝାରସୁଗୁଡ଼ା ଥାନା…

ରାଜ୍ୟ ସିପକଟାକ୍ରୋ ସଂଘର ସମ୍ପାଦକ ଭାବେ ପୃଥ୍ୱୀରାଜ ସାହୁ ନିର୍ବାଚିତ

ରାୟଗଡା : ଆଜି କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ କନ୍ଫରେନ୍ସ ହଲରେ ରାଜ୍ୟ ସିପକ ଟାକ୍ରୋ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା (୨୦୨୨-୨୦୨୬) ୪ ବର୍ଷ ପାଇଁ ସଭାପତି ସତ୍ୟବ୍ରତ ରଥ, ସମ୍ପାଦକ ପୃଥ୍ୱୀରାଜ ସାହୁ, କୋଷାଧ୍ୟକ୍ଷ ଭାବେ ନିରୋଦ କୁମାର ସ୍ୱାଇଁ ନିର୍ବାଚିତ…