ଆଜି ୪୩.୩ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର । ଆଜି ରାଜଧାନୀର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁବା ସହିତ ସବୁ ରେକର୍ଡ ଭାଙ୍ଗି ଦେଇଛି । ୨୦୧୧ ମସିହା ପରଠାରୁ ଏପ୍ରିଲ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଦେଖିଛି ଭୁବନେଶ୍ୱର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର…

ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ। ଏ ବିଷୟରେ ସୂଚନା ଦେଇଛି ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) । ଚୀନ ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ନଦେବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଏବେ ଚୀନ୍…

ସିରିଏଲ୍ ଅଭିନେତା ଏମ୍‌.ସୁମନଙ୍କୁ ବାନ୍ଧିଲା ପାହାଳ ଥାନା ପୁଲିସ

ଭୁବନେଶ୍ବର : ଓଡ଼ିଆ ସିରିଏଲ୍ ଅଭିନେତାଙ୍କୁ ଗିରଫ କରିଛି ପୁଲିସ। ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏହାପରେ ଅଭିନେତାଜଣଙ୍କୁ ଥାନାକୁ ଡାକି ପଚରାଉଚୁରା କରିବା ପରେ…

ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର

ଭୁବନେଶ୍ବର: 'ମୁଁ ହତ୍ୟା କରିଛି । ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ।' ଏ ହେଉଛି ରାଜଧାନୀ ଡବଲ ମର୍ଡର ଯାଞ୍ଚରୁ ମିଳିଥିବା ନୂଆ ତଥ୍ୟ । ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା…

ଗୁଜୁରାଟରେ କଂଗ୍ରେସକୁ ଝଟକା, ଦଳ ଛାଡି ଆପରେ ସାମିଲ ହେଲେ ବରିଷ୍ଠ ନେତା

ଅହମ୍ମଦାବାଦ: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ତାତି ମଧ୍ୟ ବଢିଛି | ଗୁଜରାଟ କଂଗ୍ରେସ ନେତା କୈଳାଶ ଗାଢ଼ବି ରବିବାର ଦିନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ରାଜ୍ୟରେ “ଅହଂକାରୀ” ବିଜେପି ସରକାର ସହ ସେ ଲଢେଇ ଜାରି ରଖିବେ ।…

ମାଲିକଙ୍କ ଅନୁପସ୍ଥିରେ ଅଳଙ୍କାର ଚୋରି କରି ଯୁବତୀ କେୟାର୍‌ଟେକର୍‌ ଗିରଫ

କଟକ: ଘର ମାଲିକଙ୍କ ଘରୁ ସୁନା ଅଳଙ୍କାର ଚୋରି କରି ନେଇ ଫେରାର ହୋଇଯିବା ଘଟଣାରେ ଜଗତପୁର ପୁଲିସ ଜଣେ ଯୁବତୀ କେୟାର୍‌ଟେକର୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଯୁବତୀଙ୍କ ନିକଟରୁ ଚୋରି ସୁନା ଅଳଙ୍କାର ଜବତ କରିଛି । ଗିରଫ ମହିଳା କଟକ ସଦର ଥାନା ଅନ୍ତର୍ଗତ ବଣିଆଟାଙ୍ଗୀର ପୁଷ୍ପଲତା…

ତେଲେଙ୍ଗାନାରେ କଂଗ୍ରେସ ବିପକ୍ଷରେ ଲଢେଇ ପାଇଁ ଟିଆରଏସ ସହ ହାତ ମିଳାଇଲା ପ୍ରଶାନ୍ତଙ୍କ ଟିମ

ହାଇଦ୍ରାବାଦ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସେପଟେ କିନ୍ତୁ ପିକେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଛନ୍ତି | କୁହାଯାଉଛି ଯେ ୨୦୨୩ରେ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ…

ରଥ ନିର୍ମାଣ ଅନୁକୂଳ ପାଇଁ ୩ କୁରାଢ଼ି ଦେଲେ କମାର ସେବକ

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ୨୦୨୨ର ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି । ଶନିବାର ବଡ଼ ବାଡ଼ର ବରିଷ୍ଠ କମାର ସେବକ ଜଗନ୍ନାଥ ମହରଣା ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି କୁରାଢ଼ି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇଛନ୍ତି । ୨ ଦିନ ଲାଗି ଏହି କୁରାଢ଼ିମାନ ତିଆରି ହୋଇଛି ।…

ବାରମ୍ବାର ବ୍ୟାଟେରୀରେ ବିସ୍ଫୋରଣ ଅଭିଯୋଗ ଆସିବାରୁ ୧୪୪୧ ସ୍କୁଟର ଫେରାଇନେବାକୁ ‘ଓଲା’ର ନିଷ୍ପତ୍ତି

ନୂଆଦିଲ୍ଲୀ: ବାରମ୍ବାର ବ୍ୟାଟେରୀରେ ବିସ୍ଫୋରଣ ଅଭିଯୋଗ ଆସିବା ପରେ ୧୪୪୧ଟି ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇନେବାକୁ ଓଲା ନିଷ୍ପତ୍ତି ନେଇଛି | ଓଲା ଇଲେକ୍ଟ୍ରିକ୍ ବଜାରରୁ ୧୪୪୧ ୟୁନିଟ୍ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି | ନିକଟରେ ଇଲେକ୍ଟ୍ରିକ୍ ଦୁଇ…

ଏମ୍ସ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଛଡ଼ାଇନେଲେ ସୁନା ଚେନ୍

ଭୁବନେଶ୍ଵର, ୨୪/୦୪ : ଏମ୍ସ ହସ୍ପିଟାଲର ଆଡମିନିଷ୍ଟ୍ରେଟର ପ୍ରବୀଣ ପାଠକଙ୍କୁ ମରଣାନ୍ତକ ଆକ୍ରମଣ। କେହି ଦୁର୍ବୃତ୍ତ ପ୍ରବୀଣ ପାଠକଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। …