Sign in
Sign in
Recover your password.
A password will be e-mailed to you.
ଟ୍ରାକ୍ଟର ସହିତ କଞ୍ଚାଶାଳ ଗଣ୍ଡି ଜବତ : ୨ ଗିରଫ, ଡ୍ରାଇଭର ଫେରାର
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗ ବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ ଶାଳ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟର କୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିବା ବେଳେ!-->…
ଦାରିଙ୍ଗବାଡ଼ି ବ୍ଳକସ୍ତରୀୟ ସ୍ୱାସ୍ଥ୍ୟମେଳା
ଦାରିଙ୍ଗବାଡ଼ି,୨୪/୪ : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଆଜି ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟମେଳା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ଜାକେଶ ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ!-->!-->!-->…
ବିଦ୍ୟାଳୟ ସ୍ତରରେ ସାଇବର ହ୍ୟାକିଙ୍ଗ ବାବଦରେ ସଚେତନ କରୁଛନ୍ତି ଏଥିକାଲ ସାଇବର ହ୍ୟାକର ସୌମ୍ୟରଞ୍ଜନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଯୁବ ଏଥିକାଲ ସାଇବର ହ୍ୟାକର ସୌମ୍ୟରଞ୍ଜନ ସାହୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ସାଇବର କ୍ରାଇମ୍ ବାବଦରେ ବିଭିନ୍ନ ଜାଣିବା ତଥ୍ୟ ପ୍ରଦାନ କରୁଛନ୍ତି ସୌମ୍ୟରଞ୍ଜନ। ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ କିଛିଦିନ ହେଲା ସାଇବର ହ୍ୟାକରମାନଙ୍କ!-->…
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ…
ଫୁଲବାଣୀ ,: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବେଡାଙ୍ଗପାଜୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଖଜୁରୀପଡ଼ା ଥାନା ବୁରୁପଦା ଗ୍ରାମର ଉତ୍ସବ ମହାନନ୍ଦ ( ୬୦ ) ଶୁକ୍ରବାର ରାତିରେ ଉତ୍ସବ ଗୁଦାରୀ ଠାରେ ଏକ ଶୁଦ୍ଧି କାର୍ଯ୍ୟରେ ଯୋଗ ଦେଇ!-->…
ଯୁବତୀଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗ ପରେ ଗିରଫ ହେଲେ ଅତିରିକ୍ତ ତହସିଲଦାର…
ରାଉରକେଲା : (ବସନ୍ତ କୁମାର ଜେନା); ପ୍ରଥମେ ପ୍ରେମ। ତାପରେ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ପ୍ରତାରଣା। ଜଣେ ଅତିରିକ୍ତ ତହସିଲଦାର ଙ୍କ ଠାରୁ ଜଣେ ଯୁବତୀ ଏପ୍ରକାର ଧୋକ୍କା ପାଇଛନ୍ତି। ଏ ନେଇ ରାଜଗାଙ୍ଗପୁର ଥାନା ରେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଗିରଫକରିଛି!-->…
ସ୍ଥାନୀୟ ଶାସନ ବ୍ୟବସ୍ଥାର ଭୂମିକା ପ୍ରସଙ୍ଗକୁ ଅଗ୍ରାଧିକାର…
ମାଲକାନଗିରି : ନୀତି ଆୟୋଗ ଦ୍ଵାରା ଜାରି କରାଯାଇଥିବା ମାର୍ଗଦର୍ଶୀକା ଅନୁସାରେ ଓ ଆଜଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଦ୍ଵିତୀୟ ପର୍ଯ୍ୟାୟରେ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ, ପରିସରରେ!-->!-->!-->…
ନେହରୁ ଯୁବ କେନ୍ଦ୍ର ତରଫରୁ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ର ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ପରିସରରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ଅଧିକାରୀ ଡ.ଅନନ୍ତ ଚରଣ!-->…
ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ୱାରା ମହାନ କ୍ରାନ୍ତିକାରୀ ଭ୍ଲାଦିମିର ଇଲିଚ୍ ଲେନିନ୍ ଜୟନ୍ତୀ ପାଳିତ…
ରାଉରକେଲା, (ବସନ୍ତ କୁମାର ଜେନା) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ଲେନିନ୍ଙ୍କ ଜୟନ୍ତୀ ସମାରୋହ ସହିତ ବୌଦ୍ଧିକ ଆଲୋଚନା ଏବଂ ସ୍ବଦେଶାନୁରାଗ ସମ୍ବଳିତ କ୍ରାନ୍ତିକାରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାଷା ବିକାଶ ମଞ୍ଚର ସାଧାରଣ!-->!-->!-->…
ସ୍ୱାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ରେ ପୋଲିସ ର ଜନ ସମ୍ପର୍କ ଶିବିର…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ସାକୃବନ୍ଧା ଗ୍ରାମ ଠାରେ ଓଡିଶା ପୁଲିସ ତରଫରୁ ଜନ ସମ୍ପର୍କ ଶିବିର ଓ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି l ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦିବେଦି ଙ୍କ ନେତୃତ୍ୱରେ ମାଲକାନଗିରି ଜିଲା!-->!-->!-->…
ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ
ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ହୋଇଛି। ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ଙ୍କ ସଂଯୋଜନା ରେ ନବ ନିର୍ବାଚିତ ଅଧକ୍ଷା ଦୀପା କୁମାରୀ ସାହୁ ଏହା ବଣ୍ଟନ କରିଥିବା ବେଳେ ସମସ୍ତ କାଉନସିଲର!-->…