ବାଳିକା ଆତ୍ମରକ୍ଷା ତାଲିମ ଶିବିର ସମାପ୍ତ।

ମାଲକାନଗିରି (୧୩/୦୪) : ମାଲକାନଗିରି ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଆଜି ସମାପ୍ତ ହୋଇଯାଇଛି। କଲେଜର ଅଧକ୍ଷ ଅଶୋକ କୁମାର ଶଢଙ୍ଗୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ଉସ୍ତାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ…

କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ଘୋଷଣା କୁ ଓଡିଶା କେନ୍ଦୁପତ୍ର…

ଭୁବନେଶ୍ବର (୧୩/୦୪) : ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ୨୦୨୨ ମସିହା ପାଇଁ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ କେରୀ ପ୍ରତି 1.20 ପଇସା ରୁ 1.40 ପଇସା କୁ ମୂଲ୍ୟ ବୃଦ୍ଧି କରାଯାଇଛି | ଅର୍ଥାତ୍ କେରୀ ପ୍ରତି ୨୦ ପଇସା ବୃଦ୍ଧି, ଶତକଡା ୫୦ ଭାଗ ବୋନସ, ବନ୍ଧେଇ ଶ୍ରମିକ ଓ ସିଜିନାଲ…

ନିଶାସକ୍ତ ସ୍ବାମୀର ଶାବଳ ମାଡରେ ସ୍ତ୍ରୀ ମୃତ

କୋରାପୁଟ: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ବାମୀର ଶାବଳ ମାଡରେ ଆଖି ବୁଜିଲା ସ୍ତ୍ରୀ । ସ୍ବାମୀ ଜମୁ ମାଝୀଙ୍କୁ ଗିରଫ କରିଛି ପୋଲିସ ।ମଦୁଆ ସ୍ବାମୀର ଉନ୍ମତ୍ତ କାଣ୍ଡ ଫଳରେ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି | କୋରାପୁଟ ସହର ଭୂଦାନ କଲୋନୀରେ ରୁହନ୍ତି ଜମୁ ମାଝୀ ଓ ତାଙ୍କ…

ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର, ୪୪ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଝାରସୁଗୁଡ଼ା ହୋଇଛି ଦେଶର ସବୁଠୁ ଉତ୍ତପ୍ତ ସହର । ୪୪ଡିଗ୍ରୀ ତାପମାତ୍ରା ସହିତ ରାଜ୍ୟ ତଥା ଦେଶର ତତଲା ସହର ପାଲଟିଛି ଝାରସୁଗୁଡ଼ା ଆଜି ରାଜ୍ୟରେ ୪୦ଡିଗ୍ରୀ ଅତିକ୍ରମ କରିଛି ୧୨ ସହର । ଟିଟିଲାଗଡ଼ରେ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ…

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ କୋକେନ ଜବତ, ୨ ଗିରଫ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ 'କୋକେନ' ଜବତ କରିଛି ପୁଲିସ। ଭୁବନେଶ୍ବର ଜାଭିଅର ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ବାରା ଚଢ଼ଉ କରାଯାଇ ୨୦୨ ଗ୍ରାମ୍‌ ଓଜନର କୋକେନ୍ ଜବତ ହୋଇଛି। କୋକନ୍‌ କାରବାର ସହିତ ଜଡ଼ିତ ରାଜସ୍ଥାନର ଦୁଇ ବେପାରୀ ଗିରଫ ହୋଇଛନ୍ତି। …

‘ପାହାଡ଼ ରାଣୀ’ କବିତା ପୁସ୍ତକ ଉନ୍ମୋଚନ କଲେ ଜିଲ୍ଲାପାଳ

ଚିକିଟି : ରାଜସ୍ବ ବିଭାଗ ପକ୍ଷରୁ ଚିକିଟି ତହସିଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ଶିଶୁ କବି ରୁଦ୍ରରୁପାଙ୍କ ସ୍ବରଚିତ "ପାହାଡ ରାଣୀ, କବିତା ସଙ୍କଳନ ଉନ୍ମୋଚନ କରିଛନ୍ତି। ପିତାତଳି ଆଦର୍ଶ…

5-ଟି ସଚିବଙ୍କୁ ସାକ୍ଷାତ କଲେ ଚିକିଟି ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

ଚିକିଟି : ନବୀନ ନିବାସ ରୁ ଡାକରା ପାଇ ଗଂଜାମ ଜିଲ୍ଲା ଚିକିଟି ଏନଏସି ଅଧକ୍ଷା ଦୀପା କୁମାରୀ ସାହୁ ଓ ଉପାଧକ୍ଷ ଦୁର୍ଗା ପ୍ରସାଦ ଦେଓ(ସାନଦେଓ) ବୁଧବାର ଭୁବନେଶ୍ୱର ଯାଇଥିଲେ । ସେଠାରେ ଉଭୟ 5-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ପୌର ନିର୍ବାଚନରେ ବିଜୟ…

ଚିକିଟି ତହସିଲରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଟିଏ ଦିନରେ ହଜାର ପଟ୍ଟା ବଣ୍ଟନ ଚିକିଟି : ଚିକିଟି ତହସିଲ କାର୍ଯ୍ୟାଳୟ ପରିସରରେ ରାଜସ୍ବ ବିଭାଗ ପକ୍ଷରୁ ଆଜି ଏକ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ତହସିଲଦାର ବିଶ୍ବ ରଞ୍ଜନ କହଁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ…

ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର: ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଲା ନିଯୁକ୍ତି । ଓଏସଏସସି ଅଧ୍ୟକ୍ଷ ଭାବେ ଅଭୟଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଓଡ଼ିଶା ସିଭିଲ ସର୍ଭିସ ସିଲେକସନ୍‌ କମିଶନରେ ନିଯୁକ୍ତି ପାଇଛନ୍ତି ପୂର୍ବତନ ପୋଲିସ ମହାନିର୍ଦେଶକ ଅଭୟ…

ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ର କର୍ମକର୍ତ୍ତା ଚୟନ

ଫୁଲବାଣୀ (୧୩/୪) : ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କର ଅନ୍ତ ଘଟିଛି।ଶେଷରେ ଆଗାମୀ ୨୦୨୨-୨୩ ର ହେବାକୁଥିବା ଯାତ୍ରାର ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେଵ ମିଶ୍ର ଓ…