Sign in
Sign in
Recover your password.
A password will be e-mailed to you.
୩୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ
ଯାଜପୁର : ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ ଧରାପଡ଼ିଲେ । ବକେୟା ବିଲ୍ ପାସ୍ କରିବା ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସହକାରୀ!-->…
ଶୀତଦିନେ ଫାର୍କିଂ ଫି ଡବଲ୍: ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦିଲ୍ଲୀ ସରକାରଙ୍କ ମାଷ୍ଟର ପ୍ଲାନ
ନୂଆଦିଲ୍ଲୀ: ଆସନ୍ତା ଶୀତଋତୁରେ ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣ ଦାଉରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ୩ ମାସ ପୂର୍ବରୁ ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଆସନ୍ତା ନଭେମ୍ବର ୧ ତାରିଖରୁ ଏହା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ସରକାରଙ୍କୁ ପକ୍ଷରୁ କୁହାଯାଇଛି ।!-->…
ବିଧାନସଭାରେ ପାରିତ ହେଲା ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ସୋମବାର ଆସିଛି ବଡ ଖବର। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି। ବିଧାନସଭାରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବ ଉପରେ!-->…
ଯୁବକଙ୍କୁ ଚାପୁଡ଼ା ମାରି ଅଡ଼ୁଆରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମା
ନୂଆଦିଲ୍ଲୀ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ପିଡବ୍ଲ୍ୟୁଡି ମନ୍ତ୍ରୀ ପରବେଶ ବର୍ମା ସର୍ବସାଧାରଣରେ ଜଣେ ଯୁବକଙ୍କୁ ଚାପୁଡା ମାରି ଅଡୁଆରେ ପଡିଛନ୍ତି। ରବିବାର ଉପ-ମୁଖ୍ୟମନ୍ତ୍ରୀ ବର୍ମା ଦିଲ୍ଲୀର ତିଲକ ନଗର ଅଞ୍ଚଳକୁ ରାସ୍ତା ନିର୍ମାଣ କାମ ଯାଞ୍ଚ ପାଇଁ ଯାଇଥିବାବେଳେ ସାହେବ ନାମକ ଜଣେ!-->…
କୁପୱାଡାରେ ଖାଇକୁ ଖସିଲା ଗାଡ଼ି, ୫ ମୃତ
ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁପୱାଡା ଜିଲ୍ଲା କରନାହ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ଗାଡ଼ି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ୬ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ!-->…
UPI ପ୍ରସଙ୍ଗ: MDR ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, NPCI ଏବଂ RBIକୁ ନୋଟିସ୍
ନୂଆଦିଲ୍ଲୀ: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର,!-->…
ନେପାଳରେ ପୁଣି ପ୍ରକୃତିର ତାଣ୍ଡବ: ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
ନେପାଳ: ନେପାଳରେ ପ୍ରକୃତିର କରାଳ ତାଣ୍ଡବ । ବାଗଲୁଙ୍ଗ ଜିଲ୍ଲାର ମାନାଙ୍ଗ ଚାମେ ଅଂଚଳରେ ବଡଧରଣର ଭୂ-ସ୍ଖଳନ ଘଟିଛି । ଗୋଟେ ସେକେଣ୍ଡରେ ପାହାଡର ଏକ ସମ୍ପୂଣ୍ଣ ର୍ ଅଂଶ ଧସି ନଦୀରେ ମିଶଯାଇଛିି । ପାହାଡ ଧସିବା ଯୋଗୁ ଗାଁର ପାଖାପାଖି ୮ଟି ଘର ନିମିଷକେ ଭୁଶୁଡିପଡିଛି । ୧୦ଜଣଙ୍କ ମୃତ୍ୟୁୁ!-->…
ଭୁଶୁଡ଼ିଲା ୩ ମହଲା କୋଠା; ଚାଲିଗଲା ୬ ଜୀବନ
ଅମ୍ବାଲା: ହରିଆଣାର ଅମ୍ବାଲା ସହର ନିକଟବର୍ତ୍ତୀ ଧୂଲକୋଟ ଗାଁରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।!-->…
ଶାହୀ ମସଜିଦ ଉଚ୍ଛେଦ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼
ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହି ମସଜିଦର ଏକ ଅଂଶ ଭାଙ୍ଗିବା ନେଇ ବ୍ୟାପକ ବିରୋଧ ଏବଂ ଉତ୍ତେଜନା ଦେଖାଦେଇଛି। ମୁସଲିମ ସମ୍ପ୍ରଦାୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ଗୋଟିଏ ଗୋଷ୍ଠୀ ଭଙ୍ଗାକୁ ସମର୍ଥନ କରୁଛି ଏବଂ ଅନ୍ୟଟି ଏହାକୁ ବିରୋଧ କରୁଛି। ସୋମବାର ଦିନ, ବହୁ ସଂଖ୍ୟକ!-->…
ଆଗୁଆ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ
ଭୁବନେଶ୍ବର: ଏମଏମଡିଆର ପ୍ରସଙ୍ଗକୁ ନେଇ ବାରମ୍ବାର ଅଚଳାବସ୍ଥା ଭିତରେ ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବେଶନ । ମୌମୁମୀ ଅଧିବେଶନର ୫ମ ଦିନରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଥିବା ବେଳେ ଗୃହକୁ!-->…