Sign in
Sign in
Recover your password.
A password will be e-mailed to you.
ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି; ୩ ଅଭିଯୁକ୍ତ ଯନ୍ତ୍ରୀ କଲେ ଆତ୍ମସମର୍ପଣ
କେନ୍ଦୁଝର: କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଘଟଣାରେ ତିନିଜଣ ଅଭିଯୁକ୍ତ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ କଲେ ଆତ୍ମସମର୍ପଣ। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ଆତ୍ମସମର୍ପଣ କଲେ ଏହି ୩ ଯନ୍ତ୍ରୀ। ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇବା ପରେ କେନ୍ଦୁଝର!-->…
ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ
ବାଲିଗୁଡ଼ା : ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଭୁବନେଶ୍ୱର ସୋଆ ୟୁନିଭରସିଟି ପରିସରରେ ଆୟୋଜିତ ଫଟୋ ଓ ଭିଡିଓ ବାଣିଜ୍ୟ ମେଳା-୨୦୨୬ରେ କନ୍ଧମାଳ ଜିଲ୍ଲାର ଦୁଇ ଫଟୋଗ୍ରାଫରଙ୍କୁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ର ବୁଲୁ ଭାଇ ଏବଂ ଫୁଲବାଣୀର ଷ୍ଟୁଡିଓ!-->…
ମହାନଦୀ ବିବାଦର ସମାଧାନ ଲାଗି ଅକ୍ଟୋବର ୧ରେ ଶାହାଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ
ଭୁବନେଶ୍ୱର : ଦିଲ୍ଲୀରେ ଏକାଠି ହେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଅଧ୍ୟକ୍ଷତା କରିବେ ଅମିତ ଶାହ । ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ଆସନ୍ତା ଅକ୍ଟୋବର ୧ରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ ।!-->…
କଙ୍କଡା ଧରିବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କଲେ ବନ କର୍ମଚାରୀ
ରାଜନଗର : କଙ୍କଡା ଧରିବା ବେଳେ ମାଡି ବସିଲା କୁମ୍ଭୀର, ଜୀବନ ବଞ୍ଚାଇଲେ ବନ କର୍ମଚାରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ଜଙ୍ଗଲରେ କୁମ୍ଭୀର ଆକ୍ରମଣ । କଙ୍କଡା ଧରୁଥିବା ବେଳେ ବାଙ୍କୁଆଳ ଗାଁ ର ମଦନ ବେହେରାଙ୍କୁ କୁମ୍ଭୀର ଆକ୍ରମଣ କରିଛି । ତେବେ ଚତ୍କାର କରିବାକୁ ସେହି!-->…
ଜଗତସିଂହପୁରରୁ ଉଦ୍ଧାର ହେଲେ ଭୁବନେଶ୍ବରରୁ ନିଖୋଜ ୩ ନାବାଳକ
ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ, ଜଗତସିଂହପୁରରୁ ଉଦ୍ଧାର । ମିଳିଲେ ଭୁବନେଶ୍ୱରରୁ ନିଖୋଜ ୩ ନାବାଳକ । ସମସ୍ତଙ୍କୁ ଜଗତସିଂହପୁରରୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ । ଟ୍ୟୁସନ ଯିବାକୁ କହି ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିବା ୩ ନାବାଳକ ଛାତ୍ରଙ୍କୁ ଶେଷରେ ଠାବ କରିଛି!-->…
ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ୩ ନମ୍ବର ଗେଟ୍, ଜଳ ନିଷ୍କାସନ ଆରମ୍ଭ
ନବରଙ୍ଗପୁର: ପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଗେଟ୍ । ରାତି ୨ଟା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ୩ ନମ୍ବର ଗେଟ୍ ଖୋଲାଯାଇଛି । ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୪୨ ମିଟର । ଗତକାଲି ରାତି ୧୦ଟା ସୁଦ୍ଧା ୬୪୧.୬୫ ମିଟର ଅତିକ୍ରମ କରିଥିଲା । ପରେ ସର୍ବୋଚ୍ଚ ଯନ୍ତ୍ରୀ!-->…
ଗୁଣି ସନ୍ଦେହରେ ହତ୍ୟା ପରେ ପୋଡ଼ି ଦେଲେ, ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର
ବ୍ରହ୍ମପୁର: ଗୁଣି ସନ୍ଦେହରେ ବର୍ବରକାଣ୍ଡ । ରାତି ଅଧରେ ଜଣଙ୍କୁ ଘରୁ ଡାକିନେଇ ହତ୍ୟା ପରେ ପୋଡ଼ିଦେଲେ ଗାଁ ଲୋକେ । ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ଆହତ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରମା ଗାଁରେ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଗୁଣିଗାରେଡ଼ି ସନ୍ଦେହରେ!-->…
ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ
ଗୋପ: ନିମାପଡାରେ ଗଣ ଦୁଷ୍କର୍ମ ଅଭିଯୋଗ । ୪ ଜଣଙ୍କୁ ଉଠାଇନେଲା ପୋଲିସ । ପୁରୀ ଜିଲ୍ଲା ନିମାପଡା କେନାଲ ରୋଡ଼ରେ ଥିବା ନନ୍ଦିନୀ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାପଡିଛି । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳର। ପୀଡିତାଙ୍କ ଅଭିଯୋଗ ଆନୁଯାୟୀ ଦୁଇ ମାସ!-->…
ଗାଁ ଆଖପାଖରେ ବୁଲୁଛି କଲରାପତରିଆ, ଗ୍ରାମବାସୀ ଆତଙ୍କିତ
ନୂଆପଡ଼ା: ଗାଁରେ ବୁଲୁଛି ବାଘ । ନୂଆପଡ଼ା ଜିଲ୍ଲା ଖୁଟବନଭେରା-ପତୋରା ମୁଖ୍ୟ ରାସ୍ତାରେ ବୁଲୁଛି କଲରାପତରିଆ । ବାଘକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାତିରେ ଗାଡ଼ିରେ ଯିବା ବେଳେ ଜଣେ ବ୍ୟକ୍ତି ରାସ୍ତାକଡ଼ରେ ବାଘକୁ ଦେଖିଥିଲେ । କାର୍ ଅଟକାଇ ଏହି ଗାଡ଼ି ଆଲୁଅରେ!-->…
ଆଠଗଡ଼ରେ ବନ୍ୟା, ହୁଳହୁଳା ପୋଲ ଉପରେ ତିନି ଫୁଟର ପାଣି
ଆଠଗଡ଼: ଆଠଗଡ଼ରେ ପଶିଲା ବନ୍ୟା ପାଣି । ବୁଡ଼ିଲା ହୁଳୁହୁଳା ପୋଲ । ହୁଳହୁଳା ପୋଲ ଉପରେ ତିନି ଫୁଟର ବନ୍ୟାଜଳ । ଉତ୍ତର ବାଙ୍କୀରୁ ତିଗିରିଆକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ ହୋଇଯାଇଛି । ଉତ୍ତର ବାଙ୍କୀର ୧୦ରୁ ଅଧିକ ଗାଁ ସହିତ ତିଗିରିଆର ୧୦ଟି ଗାଁ ଏବେ ବାଙ୍କୀ ଅଂଚଳରୁ!-->…