ପାକିସ୍ତାନରେ ପୁଣି ବିସ୍ଫୋରଣ, ୧୩ ମୃତ ଓ ୩୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଳୀ: ପାକିସ୍ତାନରେ ପୁଣି ବଡ଼ ଧରଣର ବିସ୍ଫୋରଣ ହୋଇଛି । ଖାଇବର ପଖତୁନଖ୍ୱାର ଡେରା ଇସ୍ମାଇଲ ଖାନ ଅଞ୍ଚଳରେ ଏକ ପୋଲିସ ଚେକ୍ ପୋଷ୍ଟକୁ ଟାର୍ଗେଟ କରି ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅତି କମରେ ୩୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ…

ଦକ୍ଷିଣଆଫ୍ରିକାରେ ଗୁଳିକାଣ୍ଡ, ୨୭ ମୃତ, ୧୫ରୁ ଅଧିକ ଆହତ

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ଦୁଇଟି ବଡ ବଡ ସହରରେ ସାମୂହିକ ଗୁଳିକାଣ୍ଡ । ଗତକାଲି ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ ହୋଇଛି । ଉଭୟ ଘଟଣାରେ ପ୍ରାୟ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ରାତିରେ…

‘ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ବାଲିଗୁଡ଼ା : ଚୋରା ଗଞ୍ଜେଇ ଚାଲାଣରେ ଏବେ ଅପରାଧୀଙ୍କ ନୂଆ ଚାଲ୍‌। ପୁଲିସ ଓ ଅବକାରୀ ବିଭାଗର ନଜର ଏଡ଼ାଇବାକୁ ଆମ୍ବୁଲାନ୍ସକୁ ହିଁ କରାଯାଇଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ। ହେଲେ ଅବକାରୀ ବିଭାଗର ମୋବାଇଲ୍‌ ଟିମ୍‌ର ତୀକ୍ଷ୍ଣ ନଜରରୁ ଖସିପାରିଲେ ନାହିଁ ଚାଲାଣକାରୀ। ଗୋଟିଏ ଦିନରେ…

ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ

ବାଲିଗୁଡ଼ା : ଚାଷୀଙ୍କ ଅମଳ ଫସଲକୁ ସୁରକ୍ଷିତ ରଖି ଉଚିତ ମୂଲ୍ୟ ଦେବାର ଲକ୍ଷ୍ୟ ନେଇ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଜରାଜୀର୍ଣ୍ଣ। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସରକାରୀ ଭିତ୍ତିଭୂମି ବର୍ଷବର୍ଷ ଧରି ଅଚଳ ହୋଇ ପଡ଼ିରହିଛି। ମୂଲ୍ୟବାନ ଯନ୍ତ୍ରାଂଶ ପଡ଼ିପଡ଼ି ନଷ୍ଟ…

ଇରାନର ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ, ପଶ୍ଚିମ ଏସିଆରେ ପୁଣି ବଢ଼ିପାରେ ଉତ୍ତେଜନା

ୱାଶିଂଟନ: ପଶ୍ଚିମ ଏସିଆରେ ଉତ୍ତେଜନା ପୁନର୍ବାର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ଆମେରିକାର ସର୍ତ୍ତଗୁଡ଼ିକୁ ଗ୍ରହଣ କରେ, ତେବେ ସେ ସାତ ଦିନ…

ନେପାଳରେ ହିମସ୍ଖଳନ; ୧୦ ନିଖୋଜ

କାଠମାଣ୍ଡୁ: ପଶ୍ଚିମ ନେପାଳର ତିବ୍ବତ ସୀମା ନିକଟସ୍ଥ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ରବିବାର ସକାଳେ ଭୟଙ୍କର ହିମସ୍ଖଳନ ଘଟିଛି। ଏହି ଘଟଣାରେ ଅତି କମରେ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ଜଣେ ଆୟୋଜକଙ୍କ କିଚେନ୍‌ର ଦୁଇଜଣ କର୍ମଚାରୀ ମଧ୍ୟ ଥିବା କୁହାଯାଉଛି।…

ଗଡ଼ିଲା ଦେଶର ପ୍ରଥମ LNG ଟ୍ରେନ୍‌; ଗୃହମନ୍ତ୍ରୀ ଅମିତ ଶାହ କଲେ ଶୁଭାରମ୍ଭ

ନୂଆଦିଲ୍ଲୀ: ଦେଶର ପ୍ରଥମ LNG ଟ୍ରେନ୍‌ର ଶୁଭାରମ୍ଭ କରାଯାଇଛି। ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାବରମତୀ ରେଳ ଷ୍ଟେସନରୁ ଦେଶର ପ୍ରଥମ LNG-ଚାଳିତ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ସାବରମତୀ ଡିଭିଜନ୍ ପାଇଁ ଅନେକ ରେଳ…

କୋରିଅର କାର୍ଯ୍ୟାଳୟରୁ ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଜ୍‌ଙ୍କ ଠିକଣାରେ ପାର୍ସଲ !

ଭବାନୀପାଟଣା:କୋରିଅର ସଂସ୍ଥା କାର୍ଯ୍ୟଳୟ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। କେସିଙ୍ଗା ରାସ୍ତାର ସେଫ୍ ଏକ୍ସପ୍ରେସ ନାମକ କୋରିଆର ସଂସ୍ଥାରେ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଚଢାଉ କରାଯାଇଥିଲା। ସୋଲ ପେଟି ଭିତରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତରପ୍ରଦେଶ ର ବୁଲନ୍ଦ ସହର କୁ ଏସବୁ ଗଞ୍ଜେଇ…

ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ସଚିବ ଭାସ୍କର ଶର୍ମା ଏବଂ ପିସିସିଏଫ୍ ପି.କେ. ଝା ଆଜି ନନ୍ଦନକାନନ ପରିଦର୍ଶନ କରି ହ୍ୟାଣ୍ଡ ରିୟରିଂ…

ଆକାଶମାର୍ଗରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଏକ ଗଭୀର ଅବପାତ ଯୋଗୁଁ ହୋଇଥିବା ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ସମୀକ୍ଷା…