MMDR ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: MMDRକୁ ନେଇ ଗର୍ଜିଲା ବିଜେଡି। ଗାନ୍ଧୀ ମାର୍ଗରେ MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ। ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି…

ବିଧାନସଭାରେ ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା

ଭୁବନେଶ୍ୱର: ରାଜ୍ୟରେ ଏବେ ଛେନା ଓ ପନିର ନାଁରେ ବିଷ ବିକ୍ରି ହେଉଛି । ଅଧିକ ଲାଭ ଆଶାରେ କିଛି ଅସାଧୁ ବ୍ୟବସାୟୀ ଛେନା ଓ ପନିରରେ ଷ୍ଟାର୍ଚ୍ଚ (ଶ୍ୱେତସାର) ଏବଂ ଡିଟରଜେଣ୍ଟ ଭଳି ମାରାତ୍ମକ ରସାୟନିକ ଦ୍ରବ୍ୟ ଅପମିଶ୍ରଣ କରୁଛନ୍ତି, ଯାହା ସିଧାସଳଖ ଲୋକଙ୍କ ସ୍ୱାସ୍ଥ୍ୟ…

ବାଣ ବିକ୍ରି ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ଥାନା ଅଞ୍ଚଳର ମାନପୁର ଗାଁରେ ବାଣ ବିକ୍ରି ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ମାନପୁର ଗାଁର ବାସିନ୍ଦା ପ୍ରତିମା ସାହୁ…

କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ସମ୍ମାନିତ

ବାଲିଗୁଡ଼ା : କ୍ରୀଡ଼ା କ୍ଷେତ୍ରରେ ବାଲିଗୁଡ଼ା ଉପଖଣ୍ଡର ଖେଳାଳିମାନେ ନିଜ ପ୍ରତିଭାର ପରିଚୟ ଦେଇଥିବାବେଳେ ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇଛି ଉପଖଣ୍ଡ କ୍ରୀଡ଼ା ସଂଘ। ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ସଫଳ ଖେଳାଳିଙ୍କୁ ଉତ୍ସାହିତ କରାଯାଇଛି। ଏହି…

ଟିପିଏସ୍ଓଡିଏଲ୍‌ର ‘ସେବା ସେତୁ ଅଭିଯାନ’ରେ ଗାଁ ଗାଁରେ ପହଞ୍ଚୁଛି ସୌର ଶକ୍ତି ସଚେତନତା

ବ୍ରହ୍ମପୁର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ବ୍ଲକ୍‌ରେ ସେପ୍ଟେମ୍ବର ୧୭, ୨୦୨୬ରୁ ଏକ ମାସିକିଆ ‘ସେବା ସେତୁ ଅଭିଯାନ’ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ…

ଯନ୍ତ୍ରୀ ପଞ୍ଚାୟତରେ ଚିତ୍ରକୋଣ୍ଡା ବିଧାୟକଙ୍କ ସମୀକ୍ଷା ବୈଠକ: ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତ ସଭାଗୃହରେ ବିଧାୟକ ମଙ୍ଗୁ ଖିଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଗତ ତିନି ଦିନ ଧରି ଲାଗିରହିଥିବା…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ, ଚାରଧାମ ଯାତ୍ରା ସ୍ଥଗିତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁଁ ଚାରଧାମ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ରେଡ ଆଲର୍ଟ ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ଚାରଧାମ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଚମୋଲି…

ଦୁରୁପଯୋଗ ହେଲେ AI ନେଇପାରେ ୧୦୦ କୋଟି ଲୋକଙ୍କ ଜୀବନ, ଚେତାବନୀ ଦେଲେ ବିଲ ଗେଟ୍ସ

ନୂଆଦିଲ୍ଲୀ : ନିୟନ୍ତ୍ରଣରେ ନରଖିଲେ AI ନେବ କୋଟି କୋଟି ଲୋକଙ୍କ ଜୀବନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ବଡ଼ ଚେତାବନୀ । AI ଏବେ ବେଶ ଶକ୍ତିଶାଳୀ ହୋଇସାରିଛି । ଏହାର ଦୁରୁପଯୋଗ ହେଲେ ଏଭଳି ପରିସ୍ଥିତି…

ଜେଲାଟିନ୍ ଛଡ଼ରୁ ବିସ୍ଫୋରଣ ଘଟି, ୪ ମୃତ ଓ ୫ ଆହତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ୟବତମାଳ ଜିଲ୍ଲାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଟ୍ରାକ୍ଟର ସହ ଯୋଡ଼ା ଟ୍ରଲିରେ ରଖାଯାଇଥିବା ଜେଲାଟିନ୍ ଛଡ଼ରୁ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ମହାରାଷ୍ଟ୍ରର ୟବତମାଳ ଜିଲ୍ଲାର ଉମରଖେଡ ଅଞ୍ଚଳରେ…

ନେପାଳର ପୂର୍ବତନ ଚିଫ୍ ଜଷ୍ଟିସ ଚୋଲେନ୍ଦ୍ର ଶମଶେର ଗିରଫ

କାଠମାଣ୍ଡୁ : ନେପାଳର ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଚୋଲେନ୍ଦ୍ର ଶମଶେର ଜଙ୍ଗ ବାହାଦୂର ରାଣାଙ୍କୁ ପୋଲିସ ଗିରଫ କରିଛି । କାଠମାଣ୍ଡୁ କ୍ରାଇମବ୍ରାଞ୍ଚର ଟିମ୍ ରବିବାର ସକାଳ ମହାରାଜଗଂଜ ସ୍ଥିତ ଆବାସରୁ ତାଙ୍କୁ ଗିରଫ କରିଛି । ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରାଣାଙ୍କ ବିରୋଧରେ…