Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୬ଟି ସ୍ଥାନରେ ଚଢ଼ାଉ
ମାଲକାନଗିରି: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ର AEE ଶିଶିର କୁମାର ଦାଶଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ । ତାଙ୍କ ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରିଛି!-->…
ବନ୍ୟାଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଦୁର୍ବ୍ୟବହାର
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସଙ୍ଗିନ ଥିବା ବେଳେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି । ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ମଢ଼େଇ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ସମୟରେ ଲୋକଙ୍କ ଆକ୍ରୋଶ ଏବଂ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ବନ୍ୟା!-->…
ବଢୁଛି ମହାନଦୀ ଜଳସ୍ତର: ବନ୍ୟା ନେଇ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ଆଲର୍ଟ
ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଏବେ ମହାନଦୀ ଅବବାହିକାରେ ଏକ ଛୋଟ ଧରଣର ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ରବିବାର ସୂଚନା ଦେଇଛନ୍ତି ଯେ, ସୋମବାର ସକାଳ ପ୍ରାୟ!-->…
ବନ୍ୟା ସ୍ରୋତରେ ୨୫ କି.ମି ଭାସିଗଲେ ବୃଦ୍ଧା, ଉଦ୍ଧାର କଲେ ସ୍ଥାନୀୟ ଲୋକ
ରାଜନଗର : ରଖେ ହରି ତ ମାରେ କିଏ । ୨୫ କିଲୋମିଟର ଭାସି ଆସିଲେ ବୃଦ୍ଧା । ବନ୍ୟା ସ୍ରୋତରେ ଯାଜପୁରରୁ ଭାସିଲେ, ପଟ୍ଟାମୁଣ୍ଡାଇରେ ପହଁଚିଲେ । ପ୍ରାୟ ୨୫ କିମି ଭାସି ଆସିଲେ ବୃଦ୍ଧା। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯାଜପୁର ଜିଲ୍ଲା କାଇପଡା ଗାଁର କେସି ଦଳାଇ ଶୌଚ!-->…
ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛାଡ଼ିବ ମୌସୁମୀ ବାୟୁ: କମିବ ବର୍ଷା, ଅସହ୍ୟ ଗୁଳୁଗୁଳି ନେଇ ଆଲର୍ଟ
ଭୁବନେଶ୍ୱର: ରାଜ୍ୟର ପାଣିପାଗ ଏବେ ପୁଣି ଥରେ ଖରାପ ରୂପ ନେବାର ଆଶଙ୍କା ଦେଖାଦେଇଛି । ସେପ୍ଟେମ୍ବର ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବଂ ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଏକାଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଲେଶ୍ୱର,!-->…
ବୌଦ୍ଧ ବିଧାୟକଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କଲେ କୋର୍ଟ
ବୌଦ୍ଧ: ବୌଦ୍ଧ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ସରୋଜ କୁମାର ପ୍ରଧାନଙ୍କ ବିରୁଦ୍ଧରେ ଏକ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି । ଏକ ପୁରୁଣା ଆଇନଗତ ମାମଲାରେ ବାରମ୍ବାର ସମନ୍ ଜାରି କରାଯିବା ସତ୍ତ୍ୱେ ସେ କୋର୍ଟରେ ହାଜର ନ!-->…
ମଦ ଦୋକାନ ଆଗରେ ଧାରଣାରେ ବସିଥିବା ବେଳେ ମହିଳାଙ୍କୁ ମାଡ଼
ପୁରୀ: ମହିଳାଙ୍କୁ ମଦ୍ୟପ ଯୁବକଙ୍କ ମାଡ଼ । ମଦ ଦୋକାନକୁ ବିରୋଧ କରି ଦୋକାନ ସମ୍ମୁଖରେ ବସିଥିବା ଜଣେ ମହିଳାଙ୍କୁ ମାଡ଼ ମାରି ଆହତ କରିଛନ୍ତି ମଦ୍ୟପ ଯୁବକ । ଆହତ ମହିଳା ହେଉଛନ୍ତି ଅଠରନଳାର ଦୀପାଳି ପାତ୍ର । ପୁରୀର ପ୍ରବେଶ ପଥ ଅଠରନଳା ନିକଟରେ ନୂଆ କରି ଖୋଲିଥିବା ଥିବା ମଦ ଦୋକାନ!-->…
ବଢୁଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର: ଖୋଲିଲା ଆଉ ୪ଟି ଗେଟ୍, ୨୮ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର : ଖୋଲିଲା ହୀରାକୁଦର ଆଉ ୪ ଟି ଗେଟ୍| ୨୮ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିସ୍କାସନ। ଛତିଶଗଡ଼ରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ୨୮ ଟି!-->…
ଏଣିକି ସୋମବାର ହେବନି ସରକାରୀ ବୈଠକ, ଲୋକଙ୍କ ଅଭିଯୋଗ ଶୁଣିବେ ଅଧିକାରୀ
ଭୁବନେଶ୍ୱର: ଏଣିକି ସୋମବାର ‘No Meeting Day’। ଜରୁରୀ ନଥିଲେ ହେବନି ସରକାରୀ ବୈଠକ । ଏଣିକି ସୋମବାର ସରକାରୀ କାର୍ଯ୍ୟାଳୟରେ ଅଯଥା ବୈଠକ ହେବନି । ପ୍ରତି ସୋମବାରକୁ ‘ଅଣ ବୈଠକ ଦିବସ’ ବା ‘No Meeting Day’ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅତ୍ୟନ୍ତ ଜରୁରୀ ପରିସ୍ଥିତି!-->…
ଗଣେଶ ଭସାଣି ବେଳେ ଡିଜେ ଭାଇବ୍ରେସନରେ ଭୁଶୁଡ଼ିଲା ଛାତ, ଜଣେ ମୃତ ଓ ୧୦ରୁ ଉର୍ଦ୍ଧ୍ବ ଗୁରୁତର
ଭୁବନେଶ୍ୱର: ଭୁବନେଶ୍ୱରର ଜଟଣୀରେ ଏକ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବ ଦୁଃଖଦରେ ପରିଣତ ହୋଇଛି । DJର ବିକଟାଳ ଶବ୍ଦରେ ଏକ କୋଠା ଛାତର କିଛି ଅଂଶ ଖସି ପଡ଼ିଥିଲା।ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ଆହତ ହୋଇଥିଲେ। ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି!-->…