Sign in
Sign in
Recover your password.
A password will be e-mailed to you.
ଗଣିଆରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋର ପ୍ରସାଦ ଠାରେ ଶନିବାର ରାତି ୮ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ଦୁର୍ଘଟଣାରେ କିଶୋର ପ୍ରସାଦ ଗ୍ରାମର ସୁଶାନ୍ତ ପୃଷ୍ଟିଙ୍କର ମୃତ୍ୟୁ ଘଟିଥିବା ବେଳେ ଦି ଗ୍ରେଟ ଓଡ଼ିଶା ପଲଟିକାଲ ସର୍କସର!-->…
ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ମାଲକାନଗିରି AEEଙ୍କ ୬ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
୨ଟି ବହୁତଳ କୋଠା, ୬ଟି ମୂଲ୍ୟବାନ ଜମି ଓ ୪ ଚକିଆ ସମେତ ଏକାଧିକ ଯାନ ଠାବ
ମାଲକାନଗିରି, ୨୭/୦୯ : ଆୟର ଜଣାଶୁଣା ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ!-->!-->!-->…
ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା: କାନ୍ଥ ଭୁଶୁଡ଼ି ୧୬ ମୃତ, ୩୨ ଜିଲ୍ଲାକୁ ବନ୍ୟା ସତର୍କତା
ଲକ୍ଷ୍ନୌ: ରାଜଧାନୀ ଲକ୍ଷ୍ନୌ ସମେତ ଉତ୍ତର ପ୍ରଦେଶର ଅଧିକାଂଶ ଜିଲ୍ଲାରେ ଗୁରୁବାରଠାରୁ ଲାଗି ରହିଥିବା ବର୍ଷା ଶନିବାର ମଧ୍ୟ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଅନେକ ସ୍ଥାନରେ ଘର ଓ କାନ୍ଥ ଭୁଶୁଡ଼ି ପଡ଼ି ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଅନେକ!-->…
ଏସଆଇଆରରେ ନୋଟିସ୍ ପାଇଥିବା ଲୋକଙ୍କ ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ BLO: ମୁଖ୍ୟ ନିର୍ବାଚନ କମିଶନର
ନୂଆଦିଲ୍ଲୀ:ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ!-->…
ଗଣେଶ ପଣ୍ଡାଲରେ ଅଘଟଣ, କରେଣ୍ଟ ଲାଗି ୪ ମୃତ, ୨ ଗୁରୁତର
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମଣ୍ଡଳାରେ ଗଣେଶ ପଣ୍ଡାଲରେ କରେଣ୍ଟ ଲାଗି ଏକ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣା ନୈନପୁର!-->…
ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ
ନାଗାଲାଣ୍ଡ: ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଟୁଏନସାଙ୍ଗ ଜିଲ୍ଲାରେ ୧୧ ଜଣ ଏବଂ ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ନାଗାଲାଣ୍ଡରେ ୧୯୯୦ ମସିହାରୁ ମଦ ନିଷେଧ ଆଇନ ଲାଗୁ ରହିଛି, ଯାହା ଅଧୀନରେ ରାଜ୍ୟରେ ମଦ ବିକ୍ରି ଓ ସେବନ ଉପରେ!-->…
ଇରାନକୁ କୌଣସି ପ୍ରକାରର ସହାୟତା ସମ୍ପୂର୍ଣ୍ଣ ଅଗ୍ରହଣୀୟ ! ସି ଜିନପିଙ୍ଗଙ୍କୁ ଟ୍ରମ୍ପଙ୍କ ଚେତାବନୀ
ଇରାନ୍: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ । ଇରାନକୁ ଯେକୌଣସି ପ୍ରକାରର ସହାୟତା ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଇରାନକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଗୁଇନ୍ଦା ତଥ୍ୟ , ଯନ୍ତ୍ରାଂଶ କିମ୍ବା ସାମରିକ ସରଞ୍ଜାମ ଯୋଗାଇବା ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଏହି!-->…
ଓଡ଼ିଆ ଅସ୍ମିତାର ଅନନ୍ୟ ପ୍ରତୀକ ଆମ ଓଡ଼ିଆ ଭାଗବତ : ମହାସଚିବ
(ଲୋଚାପଡା ମେରା ସାହିରେ ଭାଗବତ ଜନ୍ମ ମହାସମାରୋହରେ ପାଳିତ)
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଲୋଚାପଡା ମେରା ସାହି ଠାରେ ପବିତ୍ର ଭାଗବତ ଜନ୍ମ ମହାସମାରୋହରେ ପାଳିତ ହୋଇଯାଇଛି। ଗ୍ରାମସ୍ଥ ଭାଗବତ ଟୁଙ୍ଗୀରେ ନିୟମିତ ଭାବେ ବର୍ଷତମାମ ବ୍ୟାସ ଏଲ୍. ଲାଛିମିଆମ୍ମା ଭାଗବତ ସହିତ!-->!-->!-->…
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା
ବାଲିଗୁଡ଼ା : କନ୍ୟା ସନ୍ତାନର ଆଗମନରେ ପରିବାରରେ ଖେଳିବାକୁ ଥିଲା ଖୁସିର ମାହୋଲ। ହେଲେ ଖୁସିର ସେହି କ୍ଷଣ ପରିଣତ ହେଲା ଶୋକରେ। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ନବଜାତ!-->!-->!-->…
ନୟାଗଡ଼ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ।
ନୟାଗଡ଼: ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟକୁ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଦ୍ଵାରା ଉଦଘାଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଶ୍ରୀ ସୁବାସ!-->…