ବଡ଼ଦାଣ୍ଡରେ ଖଜା ବିକ୍ରିକୁ ବିରୋଧ, ଏନଫୋର୍ସମେଣ୍ଟ ସ୍କ୍ୱାଡ୍-ଦୋକାନୀ ମୁହାଁମୁହିଁ

ପୁରୀ : ପୁରୀରେ ଖଜା ଦୋକାନୀ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁହାଁମୁହିଁ । ଖଜା ଦୋକାନୀର ଖଜା ଉଠାଇନେଲା ପୁରୀ ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ବଡ଼ଦାଣ୍ଡରେ ବସି ଖଜା ବିକ୍ରି କରୁଥିବା ଖଜା ବ୍ୟବସାୟର ଖଜା ଉଠାଇନେଲା ସ୍କ୍ୱାଡ୍ । ତେବେ ଖଜା ଉଠାଇ ନେବାବେଳେ ଦୋକାନୀଙ୍କ ସହ…

ଇସ୍ତଫା ଦେବେନି ଜ୍ଞାନେଶ କୁମାର, ବିରୋଧୀଙ୍କୁ ଜୟନାରାୟଣ ମିଶ୍ରଙ୍କ କଡ଼ା ଜବାବ

ଭୁବନେଶ୍ୱର : ବିରୋଧୀ ଦଳଙ୍କୁ ବିଜେପି ଜୟନାରାୟଣ ମିଶ୍ରଙ୍କ କଡ଼ା ଜବାବ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ଦେବେ ନାହିଁ । ସେ କୌଣସି ଭୁଲ କରିନାହାନ୍ତି । ବିରୋଧୀ ଯାହା କହିଲେ ହେବ କି ? ବିରୋଧୀ ଯେଉଁ କଥା କହୁଛନ୍ତି, ତାହାର କୌଣସି ଗୁରୁତ୍ୱ ନାହିଁ । ସେ…

ମାଲକାନଗିରିରେ ଭୂସ୍ଖଳନ: ଧୋଇଗଲା ରାସ୍ତା, ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ମାଲକାନଗିରିରେ ବଡ଼ ଧରଣର ଭୂସ୍ଖଳନ  ।  ଭୂସ୍ଖଳନ ଯୋଗୁଁ ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ।  ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା କମିଛି, ମାତ୍ର ଧୋଇଯାଇଛି ରାସ୍ତା ।  ଭୂସ୍ଖଳନ ସହ ରାସ୍ତା ଧୋଇଯିବାରୁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ତେଲେରାଇ ପଞ୍ଚାୟତର…

ପାହାଡ଼ରୁ ମାଡ଼ି ଆସିଲା ବନ୍ୟା ପାଣି, ଧୋଇଗଲା ଶାରୀଶୁଆ ଘାଟି ରାସ୍ତା

ସୋର: ଧୋଇଗଲା ଶାରୀଶୁଆ ପାହାଡ ରାସ୍ତା । ଜଳବନ୍ଦୀଖଇରା ବଜାର ସମେତ ସ୍ଥାନୀୟ ଅଞ୍ଚଳ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକର ଭଦ୍ରକରୁ ବାରିପଦା ଭାୟା ଉଦଳା ରାସ୍ତାର ଶାରିଶୁଆ ପାହାଡ଼ର ଘାଟି ରାସ୍ତା ଧୋଇ ଯାଇଛି । ପାହାଡ଼ରୁ ବନ୍ୟାଜଳ ଆସି ରାସ୍ତା ଧୋଇଯିବ ଫଳରେ ଯାତାୟାତ ଠପ୍…

୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର, ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର

ପୁରୀ : ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏନେଇ ପରିଚାଳନା କମିଟିର ଅନୁମୋଦନ ମିଳିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଆସନ୍ତା ୩୦ ତାରିଖରୁ ଖୋଲିବ…

ବର୍ଷା ବିତ୍ପାତ: ଭୁଶୁଡ଼ିଲା ୧୩୨ କେଭି ବିଦ୍ୟୁତ୍ ଟାୱାର, ଦବିଲା ରେଳଧାରଣା, ଟ୍ରେନ୍ ଚଳାଚଳ ଠପ୍

କୋରାପୁଟ: କୋରାପୁଟରେ ଲଗାଣ ବର୍ଷାର ତାଣ୍ଡବ । ମାଲିଗୁଡ଼ାରେ ଦବିଛି ରେଳଧାରଣା । ୧୩୨ କେଭି ବିଦ୍ୟୁତ୍ ଟାୱାର ଖସି ରେଳ ଚଳାଚଳ ଠପ୍ । ​ମାଲିଗୁଡ଼ା-ଛତ୍ରିପୁଟ ମଧ୍ୟରେ ପ୍ରାୟ ୧୫୦ ମିଟର ଅଞ୍ଚଳରେ ପ୍ରବଳ ଭୂସ୍ଖଳନ ଯୋଗୁଁ ଦବିଯାଇଛି ରେଳ ଟ୍ରାକ୍ । ​୩ଟି ପ୍ରମୁଖ ଟ୍ରେନ୍ ବାତିଲ।…

ବର୍ଷାରେ ଘର ଭାଙ୍ଗିଥିଲେ ତୁରନ୍ତ ମିଳିବ ଘର, ୫ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ

ଭୁବନେଶ୍ବର: ଲଗାଣ ବର୍ଷା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କଲାଣି । ତେବେ ପ୍ରଭାବିତଙ୍କ ପାଇଁ ବଡ଼ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ସରକାରୀ ଯୋଜନାରେ ତୁରନ୍ତ ନୂଆ ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ…

ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା: ବଢୁଛି ଜଳକା, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀର ଜଳସ୍ତର

ଜଳେଶ୍ଵର: ପୁଣି ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା । ଫୁଲୁଛି ଜଳକା ଓ ସୁବର୍ଣ୍ଣରେଖା । ବଢୁଛି ବୁଢାବଳଙ୍ଗ । ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ଉପରେ ଜଳକା । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୭୮ ମିଟରରେ ପ୍ରବାହିତ ହେଉଛି । ସେପଟେ ଝାଡ଼ଖଣ୍ତର…

ବଢୁଛି ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର: ସଚେତନ ରହିବାକୁ ପ୍ରଶାସନର ପରାମର୍ଶ

ଦିଗପହଣ୍ଡି: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରୁ…

ଇଲେକ୍ସନ କମିଶନ ଲୋକଙ୍କ ସମ୍ମୁଖରେ ନିଜ ପକ୍ଷ ରଖନ୍ତୁ: ଚିରାଗ ପାସୱାନ

ନୂଆଦିଲ୍ଲୀ : ଦେଶରେ ଇଲେକ୍ସନ କମିଶନ ଜ୍ଞାନେଶ କୁମାରଙ୍କୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହି ବିବାଦକୁ ନେଇ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ରଖିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ । ଇଲେକ୍ସନ କମିଶନ ଲୋକଙ୍କର ବିଶ୍ୱାସ ଜିତିବା ଦରକାର । ଯଦି ପ୍ୟାନେଲ ମଧ୍ୟରେ…