Sign in
Sign in
Recover your password.
A password will be e-mailed to you.
ହର୍ମୁଜ ଖୋଲିବା ପାଇଁ ଆମେରିକାକୁ ସାତ ଦିନିଆ ଶାନ୍ତି ପ୍ରସ୍ତାବ ଦେଲା ଇରାନ
ୱାଶିଂଟନ : ଇରାନର ନୂଆ ସର୍ତ୍ତ। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଏକ ଯୁଦ୍ଧବିରାମ ଏବଂ ଶାନ୍ତି ମଧ୍ୟସ୍ଥତା ପାଇଁ ଏକ ନୂତନ ପ୍ରୟାସ ଆରମ୍ଭ କରିଛି। ପ୍ରାୟ ସାତ ମାସ ଧରି ଚାଲିଥିବା ସଂଘର୍ଷର ଅନ୍ତ କରିବା ଏବଂ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ!-->…
ଅକ୍ଟୋବର ୨ରେ ୟୁପିଆଇରୁ ପେମେଣ୍ଟ ନେବେନି ବ୍ୟବସାୟୀ
ମୁମ୍ବଇ: ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାର ଲଗାଇଥିବା ଦେୟକୁ ସାରା ଦେଶରେ ବ୍ୟବସାୟୀ ବିରୋଧ କରୁଛନ୍ତି। ଏହା ବିରୋଧରେ ଅକ୍ଟୋବର ୨ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ବାରା ୨୦୦୦ ଟଙ୍କାରୁ ଅଧିକ କାରବାର ଉପରେ ୦.୪% ଦେୟ ଲଗାଇବା ପ୍ରତିବାଦରେ!-->…
ସମ୍ବନ୍ଧ” ମେଗା ସଦସ୍ୟତା ଅଭିଯାନ ଆରମ୍ଭ : ମହିଳା ଓ ଯୁବପିଢ଼ିଙ୍କୁ ସମବାୟରେ ସାମିଲ ପାଇଁ ଆହ୍ୱାନ
ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣଙ୍କୁ ସମବାୟ ସମିତିରେ ଯୋଡ଼ିବା ଅଭିଯାନର ଲକ୍ଷ୍ୟ
ଛତ୍ରପୁର : ଓଡ଼ିଶା ସମବାୟ ନୀତି-୨୦୨୬ ଅଧୀନରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମାବେଶୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ସମ୍ବନ୍ଧ’ ମେଗା ସଦସ୍ୟତା ଅଭିଯାନର ଗଞ୍ଜାମ!-->!-->!-->!-->!-->…
ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପାଇଁ ଆରମ୍ଭ ହେବ ଇ-ପୋର୍ଟାଲ
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପାଇଁ ଆରମ୍ଭ ହେବ ଇ-ପୋର୍ଟାଲ । ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ । ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ!-->…
ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ମାଲକାନଗିରିରେ ସ୍କୁଲ ଛୁଟି
ମାଲକାନଗିରି: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା!-->…
ସିକ୍କିମରେ ପ୍ରକୃତିର ତାଣ୍ଡବ: ରିମ୍ବି ଗାଁରେ ଭୂସ୍ଖଳନ, ପାହାଡ଼ରୁ ଖସିଲା ମାଟି, ପଥର
ହିମାଚଳ ପ୍ରଦେଶ : ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ । ସେପ୍ଟେମ୍ବର ୨୪ ରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି । ପାହାଡ଼ ଉପରୁ ବହୁ ପରିମାଣର ମାଟି, ପଥର ଓ ଆବର୍ଜନା ତଳକୁ ଖସି ଜନବସତି ଅଞ୍ଚଳକୁ!-->…
ବାଲୋଦରେ ଟ୍ରକ-ପିକଅପ୍ ଧକ୍କା, ୬ ମୃତ, ୭ ଗୁରୁତର
ଛତିଶଗଡ଼ : ଛତିଶଗଡ଼ ବାଲୋଦ ଜିଲ୍ଲାରେ ନ୍ୟାସନାଲ ହାଇୱେ ୩୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଧମତରୀରୁ କୋଙ୍କରୀ ମଧ୍ୟରେ ମରକଟୋଲା ଘାଟରେ ଡିଜେ ସିଷ୍ଟମ ନେଉ ଯାଉଥିବା ପିକଅପ୍ ଏବଂ ଧାନଭର୍ତ୍ତି ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୭ ଜଣ!-->…
ଜ୍ଞାନେଶ କୁମାରଙ୍କୁ ଘେରିଲେ ବିରୋଧୀ: ଦେଶବ୍ୟାପୀ ପ୍ରଦର୍ଶନ, ହାଇକୋର୍ଟରେ ମାମଲା
ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀ ଏବଂ ନିର୍ବାଚନ ଆୟୋଗରେ ଥିବା ଆଭ୍ୟନ୍ତରୀଣ ମତଭେଦକୁ ନେଇ ଜାତୀୟ ରାଜନୀତି ଏବେ ସରଗରମ ହୋଇପାରିଛି । ବିଶେଷ କରି ଏସଆଇଆର ଏବଂ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ!-->…
ଖସିଲା ଅଶୋଧିତ ତୈଳ ଦର: ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଘନ ଘନ ଆକ୍ରମଣ ମଧ୍ୟରେ ବିଶ୍ୱ ତୈଳ ବଜାରରୁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ସାଉଦି ଆରବର ତୈଳ ଭିତ୍ତିଭୂମି ଉପରେ ହୁତୀ ବିଦ୍ରୋହୀଙ୍କ ଆକ୍ରମଣ ନିବେଶକଙ୍କ ଚିନ୍ତା ବଢ଼ାଇଥିବା ବେଳେ, ଅନ୍ୟପଟେ ଆମେରିକା ଏବଂ ଇରାନ ମଧ୍ୟରେ!-->…
ମୟୂରଭଞ୍ଜରେ ବନ୍ୟା ବିତ୍ପାତ: ପାୱାର ବୋଟ୍ ଯୋଗେ ଚାଲିଛି ଉଦ୍ଧାର, ସ୍ଥିତି ନିରୀକ୍ଷଣ କରୁଛନ୍ତି ଅଧିକାରୀ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ସହ ଉପରମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବଢି ବନ୍ୟା ସୃଷ୍ଟି ହୋଇଛି । ତେବେ ବୁଢାବଳଙ୍ଗ ନଦୀ ସହ ଜରାଳୀ ଓ ସରାଳୀ ନାଳରେ ପାଣି ବଢି ଅନେକ ଲୋକଙ୍କ ଘରେ ବନ୍ୟା ଜଳ ପସି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ଫଳରେ!-->…