Sign in
Sign in
Recover your password.
A password will be e-mailed to you.
ସ୍କୁଲ ପାଚେରି ଭାଙ୍ଗି ୨ ଛାତ୍ର ଆହତ
ଲମତାପୁଟ : ଭାଙ୍ଗିଲା ସ୍କୁଲ ପାଚେରୀ, ୨ ଛାତ୍ର ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କସନ୍ଦୀ ପଞ୍ଚାୟତ କାଲାଡ଼ି ପ୍ରାଥମିକ ବିଦ୍ୟାଳୟରେ ଏପରି ଅଘଟଣ ଘଟିଛ । ୨ ଛାତ୍ର ଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଆହତ ଛାତ୍ରଙ୍କ!-->…
ନିର୍ଦ୍ଦୋଷରେ ୨୨ ବର୍ଷ ସଜା, ସୁପ୍ରିମକୋର୍ଟରୁ ଦୋଷମୁକ୍ତ ହୋଇ ଗାଁକୁ ଫେରିଲେ
ନବରଙ୍ଗପୁର: ନିର୍ଦ୍ଦୋଷରେ ୨୨ ବର୍ଷ ସଜା କାଟିଲେ । ୨୦୦୪ ମସିହାରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ହିରିଲି ଅଞ୍ଚଳରେ ତିନି ମହିଳାଙ୍କୁ ହତ୍ୟା ଘଟଣା । ନିର୍ଦ୍ଦୋଷରେ ଖଲାସ ହେଲେ ଗିରଫ ବ୍ୟକ୍ତି । ଦୀର୍ଘ ୨୨ ବର୍ଷ ସଜା କାଟିବା ପରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ ।!-->…
ଅଧ ରାତିରେ ଘରେ ପଶିଲା ହାତୀ, ୪ ଆହତ
କଣ୍ଟାବାଞ୍ଜି : ହାତୀ ଭାଙ୍ଗିଦେଲା ଘର । ହାତୀ ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ଗତ ରାତିରେ ଲିଙ୍ଗରାଜ ଭୋଇଙ୍କ ଘର ଲୋକ!-->!-->!-->…
ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ସ୍ପଟ୍ ଆଡମିଶନ୍ ପାଇଁ ମନୋନୀତ ହେଲେ ୨୫,୩୩୨ ଛାତ୍ରଛାତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨) ଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଚାଲିଥିବା ନାମଲେଖା ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଥମ ପର୍ଯ୍ୟାୟ ସ୍ପଟ୍ ରାଉଣ୍ଡର ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ଆଡମିଶନ୍ ପାଇଁ!-->…
‘ଇ-ଶିକ୍ଷା ଏକ୍ସପ୍ରେସ’ର ଶୁଭାରମ୍ଭ; ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବ
ଚୌଦ୍ୱାର: ଭ୍ରାମ୍ୟମାଣ ଶିକ୍ଷା ଯୋଜନା ‘ଇ-ଶିକ୍ଷା ଏକ୍ସପ୍ରେସ’ର ଶୁଭାରମ୍ଭ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବା ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପହଞ୍ଚକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା!-->…
ଚିଲିକାରୁ ୫ ଶହ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ଭୁବନେଶ୍ୱର: ମଝି ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଉଛି। ପ୍ରଥମ ଦିନରେ ୫ଶହ ଏକର ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ଚିଙ୍ଗୁଡ଼ି ଘେରି ଉଚ୍ଛେଦ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି!-->…
ଓଡ଼ଗାଁ ରଘୁନାଥଜୀଉଙ୍କ ହୁଣ୍ଡିଖୋଲିଲା: ୮ଲକ୍ଷ ୯ହଜାର ୪୯୭ ଟଙ୍କା ଆଦାୟ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିରାଜିତ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି । ଦେବୋତ୍ତର ବିଭାଗ,ରାଜସ୍ୱ ବିଭାଗ ଓ ପୁଲିସ ଉପସ୍ଥିତିରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି।
ହୁଣ୍ଡି ମଧ୍ୟରୁ ନଗଦ ୮ ଲକ୍ଷ ୯ ହଜାର ୪୯୭ ଟଙ୍କା ସମେତ ସୁନା ୧.୨୦୦ ମିଲିଗ୍ରାମ, ରୁପା!-->!-->!-->…
ଲୋକସଭାରେ ବ୍ୟାଙ୍କର୍ସ ବୁକ୍ସ ବିଲ୍ ପାରିତ
ନୂଆଦିଲ୍ଲୀ: ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବୁଧବାର ଲୋକସଭାରେ କୌଣସି ଆଲୋଚନା ବିନା ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ (ସଂଶୋଧନ) ବିଲ୍ ପାରିତ ହୋଇଛି। ଗୃହରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ନାରାବାଜି କରୁଥିବା ବେଳେ ସରକାର ବିଲ୍ଟିକୁ ଧ୍ବନିମତରେ ପାରିତ କରିଥିଲେ।
!-->!-->…
କିବେକଙ୍ଗାରୁ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ନୂତନ ଆର୍ଡି ରାସ୍ତା ନିର୍ମାଣର ଶୁଭାରମ୍ଭ
ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ମିଳିବ ନୂଆ ଗତି, ଲୋକଙ୍କ ମଧ୍ୟରେ ଖୁସିର ଲହର
ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦୁର୍ଗମ ଆଦିବାସୀ ଅଞ୍ଚଳ କିବେକଙ୍ଗା ଗ୍ରାମବାସୀଙ୍କ ପାଇଁ ଏକ ନୂଆ ଆଶାର ସଞ୍ଚାର ହୋଇଛି। ଦୀର୍ଘଦିନର ଦାବି ପରେ କିବେକଙ୍ଗା ଠାରୁ!-->!-->!-->!-->!-->…
ବ୍ରହ୍ମପୁର ରେଳଷ୍ଟେସନରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା
ବ୍ରହ୍ମପୁର : ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଅଂଶବିଶେଷ ଭାବେ ଗଞ୍ଜାମ ଜିଲ୍ଲାର ଦୁଇଦିନିଆ ଐତିହାସିକ ଗସ୍ତ ସଫଳତାର ସହ ସମାପ୍ତ ହୋଇଛି। ଗଞ୍ଜାମ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉପସ୍ଥିତିକୁ ନେଇ ସମଗ୍ର ଜିଲ୍ଲାରେ ଉତ୍ସାହ ଓ ଆନନ୍ଦର ପରିବେଶ!-->…